Breaking News

ବିବାହ କରିବେ ସିରିଏଲ ଅଭିନେତ୍ରୀ ତୁଲସୀ (Swetlana Bhattacharya) ! ଦେଖନ୍ତୁ ହଳଦୀ ରସମ ଭିଡିଓ, କଣ ସତରେ ଏହା ତାଙ୍କ ବାସ୍ତବ ଜୀବନର ବିବାହ ?

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ବହୁ ଅଭିନେତ୍ରୀ ଆମ ଓଡିଆ ଇଣ୍ଡଷ୍ଟ୍ରି ଧାରାବାହିକ ରେ ନିଜ ଜବରଦସ୍ତ ଅଭିନୟ ଦେଖାଇ ଲୋକ ପ୍ରିୟ ହୋଇଥାନ୍ତି ଓ ଯେତେବେଳେ ଏହି ଧାରାବାହିକ ଟି ସରିଯାଇ ଥାଏ ଏହି ଅଭିନେତ୍ରୀ ଙ୍କ ଅଭିନୟ ଆଉ ଦେଖିବାକୁ ମିଳି ନଥାଏ , ଯାହାଫଳ ରେ ଦର୍ଶକ ମାନ ଙ୍କ ମନ ଦୁଃଖ ନିଶ୍ଚିନ୍ତ ହୋଇଥାଏ । ତାହେଲେ ଆଜି ଆମେ ସେହିଭଳି ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ କହିବାକୁ ଯାଉଛୁ ଯେଉଁ ଅଭିନେତ୍ରୀ ଙ୍କୁ ଆପଣ ମାନେ ଭଲ ଭାବ ରେ ଜାଣିଥିବେ ।


ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହଉଛନ୍ତି ତୁଲସୀ , ହଁ ବନ୍ଧୁ ତୋ ଅଗଣାର ତୁଲସୀ ମୁଁ ଧାରାବାହିକ ରେ ଅଭିନୟ କରିଥିବା ମୁଖ୍ୟ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା , ତେବେ ବନ୍ଧୁଗଣ ଆପଣ ମାନେ ଭାବୁଥିବେ ଯେ ଏହି ଧାରାବାହିକ ରେ ଦୁଇ ଅଭିନେତ୍ରୀ ଅଭିନୟ କରୁଥିଲେ ପ୍ରଥମ ଅଭିନେତ୍ରୀ ଜଣକ ଙ୍କ ନାମ ହଉଛି ଶ୍ବେତଳିନୀ ଭଟ୍ଟାଚାର୍ଯ୍ଯ ଓ ଦ୍ଵିତୀୟ ଅଭିନେତ୍ରୀ ଜଣକ ହଉଛନ୍ତି ଲିପ୍ସ ମିଶ୍ର ।

ତାହେଲେ ଆପଣ ଆଜି ପ୍ରଥମ ତୁଳାଷୀ ସ୍ବେତାଳିନୀ ଭଟ୍ଟାଚାର୍ଯ୍ଯ ଙ୍କ ବିଷୟ ରେ ଜାଣିବା , ତେବେ ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ତାଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ ତୁଲସୀ ଧାରାବାହିକ ରେ । ତେବେ ସ୍ବେତାଳିନୀ ଧାରାବାହିକ ରୁ ହଠାତ କେଉଁଆଡେ ଉଭାନ ହୋଇଯାଇଥିଲେ ଓ ତାଙ୍କ ଅଭିନୟ ଆଉ ଦେଖିବାକୁ ମିଳି ନଥିଲା ତେବେ ବର୍ତ୍ତମାନ ସମୟ ରେ ଏକ ଖୁସି ଖବର ଆସିଛି ଯେ ଏହି ଅଭିନେତ୍ରୀ ଜଣକ ଏକ ନୂଆ ମେଘା ଧାରାବାହିକ ରେ ଅଭିନୟ କରିବାକୁ ଯାଉଛନ୍ତି ।

ବର୍ତ୍ତମାନ ସମୟ ରେ ଏହାର ଶୁଟିଙ୍ଗ ସେଟ ବେସ ଜୋରସୋର ଚାଲିଛି , ତାହେଲେ ବର୍ତ୍ତମାନ ସମୟ ରେ ଏହି ଶୁଟିଙ୍ଗ ର କିଛି ଫଟୋ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହବା ରେ ଲାଗିଛି , ହଁ ବନ୍ଧୁ ଏହି ଫଟୋ ରେ ସ୍ବେତାଳିନୀ ହଳଦୀ ରସମ ପାଳନ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଓ ଏହା କୁ ଦର୍ଶକ ମାନେ ଦେଖି ଭାବୁଛନ୍ତି ଯେ ଏହା ତାଙ୍କ ରିଅଲ ଲାଇଫ ର ହଳଦୀ ରସମ କିନ୍ତୁ ନା ବନ୍ଧୁ ଏହା ହେଉଛି ରିଲ ଲାଇଫ ର । ଏହି ଧାରାବାହିକ ଟି ର ନାମ ହଉଛି ମଙ୍ଗୁଳା କନ୍ୟା ଏହି ଧାରାବାହିକ ଟି ରେ ଚନ୍ଦନ ଓ ନିଶା ଅଭିନୟ କରିବେ ଓ ଏହା ଖୁବ ଶୀଘ୍ର ସିଦ୍ଧାର୍ଥ ଟିଭି ରେ ପ୍ରସାରିତ ହବା କୁ ଯାଉଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହିରୋ ଆକାଶ (Akash Dasnayak) ତାଙ୍କର ଫ୍ୟାନ ମାନଙ୍କୁ ଦେଲେ ଏକ ବହୁତ ବଡ ଖୁସି ଖବର, ଖୁସି ଖବର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଆପଣ ମାନେ ନିଶ୍ଚୟ ଆକାଶ ଦାସ ଙ୍କୁ ଜାଣିଥିବେ , ସେ ବହୁ ଗୁଡିଏ ଚଳଚିତ୍ର ରେ ତାଙ୍କ ଜବରଦସ୍ତ …

Leave a Reply

Your email address will not be published. Required fields are marked *