Breaking News

ଭିଡିଓ ଦେଖନ୍ତୁ – କିପରି ଅଭିନେତ୍ରୀ ଶିବାନୀ (Sivani) ଆନିଶା ଓ ସୁଭାଶିଷ ଙ୍କ ଝିଅ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଯୋଡି ଆନିଶା ଶର୍ମା ଓ ଶୁଭାଶିଶ ଙ୍କ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଦୁଇ ଯୋଡି ଶୁଟିଙ୍ଗ ସେଟ ରୁ ପରସ୍ପର କୁ ଭଲପାଇ ବିବାହ କରିଛନ୍ତି । ବିବାହ ପରେ ଦୁହେଁ ବହୁ ଧାରାବାହିକ ଓ ଚଳଚିତ୍ର ନିଜ ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକ ପ୍ରିୟ ହୋଇ ପରିଛନ୍ତି ।

ତେବେ ବନ୍ଧୁଗଣ ଏହି ଦୁଇ ଯୋଡି ଙ୍କ ବିବାହ କିଛିବର୍ଷ ପରେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଛି ଓ ତାଙ୍କ କନ୍ୟା ର ଫଟୋ ଆନିଶା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ନିଜ ପ୍ରଶଂସକ ପାଇଁ ପୋଷ୍ଟ କରିଥିଲେ ଓ ନିଜ ଝିଅ ର ନାମ ରଖିଛନ୍ତି ଭିୟୋନା ଶର୍ମା , ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ଭିୟୋନା ଶର୍ମା ତାଙ୍କ ଝିଅ ଏକୋସିଆ ସରିଯାଇଛି ଓ ଏହି ଏକୋସିଆ ଦିନ ରେ ଅନିଶା ତାଙ୍କ ଝିଅ ପାଇଁ କ ସୁନା ର ଭେସ୍ଳେଟ ଦେଇଥିଲେ ।

ତେବେ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତ୍ରୀ ଝିଲ୍ଲିକ ଭଟ୍ଟାଚାର୍ଯ୍ଯ ମଧ୍ୟ ଭିୟୋନା ଙ୍କୁ ଉପହାର ବହୁ ସାରା ବେବି ପ୍ରାଡ଼କ୍ଟ ଦେଇଥିଲେ । ତେବେ ବର୍ତ୍ତମାନ ସମୟ ରେ ମଧ୍ୟ ଆଉ ଜଣେ ଅଭିନେତ୍ରୀ ସୁଭାସିସ ଓ ଆନିଶା ଙ୍କ ଝିଅ କୁ ଦେଖିବାକୁ ଯାଇଛନ୍ତି ଓ ସେଠାରେ ତାଙ୍କ ଝିଅ କୁ ଧରିବା ସହିତ ଖେଳୁଥିବା ର ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହାଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ଅଭିନେତ୍ରୀ ବା ଶିଶୁ କଳାକାର ଭାବେ ବେସ ପରିଚିତ ଶିବାନୀ ସଂଗୀତା । ହଁ ବନ୍ଧୁ ଶିବାନୀ ସଙ୍ଗୀତା ସୁଭାସିସ ଓ ଆନିଶା ଶର୍ମା ଙ୍କ ଝିଅ କୁ ଧରିଥିବାର ଦୃଶ୍ୟ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହିରୋ ଆକାଶ (Akash Dasnayak) ତାଙ୍କର ଫ୍ୟାନ ମାନଙ୍କୁ ଦେଲେ ଏକ ବହୁତ ବଡ ଖୁସି ଖବର, ଖୁସି ଖବର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଆପଣ ମାନେ ନିଶ୍ଚୟ ଆକାଶ ଦାସ ଙ୍କୁ ଜାଣିଥିବେ , ସେ ବହୁ ଗୁଡିଏ ଚଳଚିତ୍ର ରେ ତାଙ୍କ ଜବରଦସ୍ତ …

Leave a Reply

Your email address will not be published. Required fields are marked *