Breaking News

ଆସିଲା ବଡ ଖବର, ଏବେ ଖୋଲିପାରେ ଷଷ୍ଠ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ

ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟ ଖୋଲିବା ପାଇଁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ରାଜ୍ୟ ସରକାର ଙ୍କୁ ସୁପାରିଶ କରିଛନ୍ତି । ତେବେ ଏହି ସୁପାରିଶ ରେ ଅଫଲାଇନ ରେ ଷଷ୍ଠ ରୁ ଅଷ୍ଠମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢା ହବ ବୋଲି କୁହାଯାଇଛି । ଏହାକୁ ନେଇ ଗଣ ଶିକ୍ଷାମନ୍ତ୍ରୀ ସମୀର ଦାସ ନିଜ ପ୍ରତିକ୍ରିୟା ରଖିଛନ୍ତି ଯେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ର ରିପୋର୍ଟ ହସ୍ତକ୍ଷେପ ହୋଇନାହିଁ ଓ ଯେବେ ରିପୋର୍ଟ ଆସିବ ତେବେ ତର୍ଜମା ପରେ କୁହାଯିବ ,


କାରଣ ଯେହେତୁ ଅଗମ୍ୟ ଦିନ ମାନ ଏନକେ ଭିତରେ ତୃତୀୟ ଲହର ବେସୀ ଛୋଟ ପିଲା ଆକ୍ରାନ୍ତ ହବା ର ସୂଚନା ମିଳିଛି ସେଥିପାଇଁ ଆଲୋଚନା ହବ ଓ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ । ତେବେ ଜୁଲାଇ 26 ରୁ ଦଶମ ଓ ଦ୍ଵାଦଶ ଖୋଲିଥିବା ସମୟ ରେ ଅଗଷ୍ଟ 16 ତାରିଖ ରୁ ଦଶମ ଶ୍ରେଣୀ ଖୋଲାଯାଇଛି । ତେବେ ଆଗାମୀ ସେପ୍ଟେମ୍ବର 15 ତାରିଖ ଦିନ ରୁ ଏକାଦଶ ଖୋଲାଯିବ ବୋଲି ଗଣଶିକ୍ଷା ବିଭାଗ ତରଫ ରୁ ସୂଚନା ମିଳିଛି । ଶିଶୁ ଆୟୋଗ ତରଫ ରୁ ସରକାର ଙ୍କୁ ଷଷ୍ଠ ରୁ ଅଷ୍ଟମ ଖୋଲିବା ସୁପାରିସ କରିଛନ୍ତି ।


ତେବେ ଉତ୍ତର ପ୍ରଦେଶ ରେ ଯୋଗୀ ଆଦିତ୍ୟ ନାଥ କହିଛନ୍ତି ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି , ହଁ ବନ୍ଧୁ ଷଷ୍ଠ ରୁ ଅଷ୍ଟମ ଶ୍ରେଣୀ ଅଗଷ୍ଟ 23 ତାରିଖ ଦିନ ଠୁ ସାରିଥିବା ସମୟ ରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ସେପ୍ଟେମ୍ବର 1 ତାରିଖ ଏଊ ଖୋଲାଯିବ ଓ ଏହା ଉତ୍ତର ପ୍ରଦେଶ ସରକାର ଙ୍କ ବଡ ନିଷ୍ପତ୍ତି । ତେବେ ବନ୍ମ୍ଧୁଗଣ ଖୁବ ଶୀଘ୍ର ଆମ ସରକାର ମଧ୍ୟ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେବେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆସୁଛି ବଡ ଲଘୁଚାପ, ପ୍ରବଳ ବର୍ଷିବ, ଏହି ସବୁ ଜିଲ୍ଲାକୁ ସତର୍କ ଘଣ୍ଟି

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଆସି ଯାଇଛି ପାଣିପାଗ କୁ ନେଇ , ହଁ ବନ୍ଧୁ …

Leave a Reply

Your email address will not be published. Required fields are marked *