Breaking News

ବଡ ଦୁଃଖ ଖବର, ହସ୍ପିଟାଲରେ ଭର୍ତ୍ତି ହେଲେ ଓଡିଆ ସୁପରଷ୍ଟାର ଅରିନ୍ଦମ (Arindam Roy), ହଠାତ ଘଟିଲା ଏମିତି କିଛି… ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଏକ ଦୁଃଖ ଖବର ଆସିଛି ଆମ ଓଡିଆ ଇଣ୍ଡଷ୍ଟ୍ରି କୁ ନେଇ , ହଁ ବନ୍ଧୁ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଲୋକ ପ୍ରିୟ ଅଭିନେତା ଅରିନ୍ଦମ ରାୟ ଙ୍କୁ ନେଇ ଆସିଛି ଏକ ଦୁଃଖ ଖବର , ତାହେଲେ ଆସନ୍ତୁ ଏହି ଦୁଖ ଖବର ଟି କଣ ରହିଛି ଜାଣିବା ଆଜି ଆମର ଏହି ପେଜ ମାଧ୍ୟମ ରେ ,

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ଜଣେ ଜଣା ଶୁଣା ଲୋକ ପ୍ରିୟ ଭାବେ ବେଶ ପରିଚିତ ଅରିନ୍ଦମ ରାୟ , ଆପଣ ମାନେ ତାଙ୍କର ଅନେକ ଚଳଚିତ୍ର ରେ ଅଭିନୟ କରିଥିବାର ନିଶ୍ଚୟ ଦେଖିଥିବେ । ଅରିନ୍ଦମ ପ୍ରାୟ ୩୦ ରୁ ଅଧିକ ଚଳଚିତ୍ର ରେ ଅଭିନୟ କରିଛନ୍ତି ଓ ତାଙ୍କର ପ୍ରଥମ ଫିଲ୍ମ ଟି ହଉଛି ପ୍ରେମ ଋତୁ ଆସିଲା ରେ ଓ ଏହା ୨୦୦୬ ମସିହା ର ଫିଲ୍ମ । ଏହି ଫିଲ୍ମ ରେ ପ୍ରଥମ ଥର ପାଇଁ ଓଡିଆ ଇଣ୍ଡଷ୍ଟ୍ରୀ ରେ ପାଦ ଦେଇଥିଲେ । ତାହେଲେ ସେ ୧୯୮୪ ମସିହା ରେ ଜନ୍ମ ହୋଇଥିଲେ , ବର୍ତ୍ତମାନ ସମୟ ରେ ତାଙ୍କ ବୟସ ହଉଛି ୩୮ ବର୍ଷ । ତାହେଲେ ସେ ୨୦୧୬ ରେ ଅନୁପମା ଦାସ ଙ୍କୁ ବିବାହ କରିଥିଲେ । ତାହେଲେ ଏହି ଦୁଇ ଙ୍କ କିଛି ଦିନ ତଳେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି ।

ତେବେ ବନ୍ଧୁଗଣ ଏହି ଅଭିନେତା ଜଣକ ବିବାହ କଲା ଦିନ ଠାରୁ ଓଡିଆ ଜଗତ ରୁ ଦୂରେଇ ରହିଛନ୍ତି , ତେବେ ବର୍ତ୍ତମାନ ସମୟ ରେ ଏହି ଅଭିନେତା ଙ୍କୁ ନେଇ ଦୁଃଖ ଖବର ଆସିଛି ଯେ ଅରିନ୍ଦମ ବର୍ତ୍ତମାନ ସମୟ ରେ ମେଡିକାଲ ରେ ଅଛନ୍ତି ,କୌଣସି ଦୁର୍ଘଟଣା କାରଣ ରୁ ତାଙ୍କ ଗୋଡ ଟି ଭାଙ୍ଗି ଯାଇଛି । ତାହେଲେ ବନ୍ଧୁଗଣ ଏହି ଖବର ଟି ନିଜେ ଅରିନ୍ଦମ ତାଙ୍କ ସୋସିଆଲ ମିଡିଆ ରେ ଆକାଉଣ୍ଟ ରେ ନିଜର ଫଟୋ ଛାଡି ଜଣାଇଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଘରେ ଏକୁଟିଆ କେମିତି ସମୟ କାଟୁଛନ୍ତି ଅନୁଭବ (Anubhav Mohanty) ଭିଡିଓ ଦେଖିଲେ ଆଖି ଲୁହରେ ଭିଜିଯିବ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ବହୁ ଲୋକ ପ୍ରିୟ ଅଭିନେତା ଅଛନ୍ତି ଯେଉଁମାନେ କି …

Leave a Reply

Your email address will not be published. Required fields are marked *