Breaking News

ଓଡିଶାର ଲୋକପ୍ରିୟ ମହିଳା ନେତ୍ରୀ ବା ସାଂସଦ Aparajita Sarangi (ଅପରାଜିତା ଷଡଙ୍ଗୀ) ଙ୍କ ପରିବାର ଓ ଜୀବନୀ

ଦର୍ଶକ ବନ୍ଧୁ ଆଜି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ବିଷୟ ରେ କିଛି ଅଜଣା ତଥ୍ୟ ଜାଣିବା । ତେବେ ବନ୍ଧୁଗଣ ଅପରାଜିତା ଷଡଙ୍ଗୀ ସବୁଥିରେ ପାରଙ୍ଗମ , ସେ ଜଣେ ଶକ୍ତ ମହିଳା ହବା ସହିତ ସ୍ପଷ୍ଟବାଦୀ । ବନ୍ଧୁଗଣ ଏହି ମହିଳା ସାଂସଦ ଜଣକ କୋଭିଡ ସମୟ ରେ ଦୁଇ ଥର ବିବାଦ କୁ ଆସିଛନ୍ତି ଓ ଏହି ବିବାଦ ର ସାମ୍ନା ମଧ୍ୟ କରିଛନ୍ତି । ତାହେଲେ ଆଜି ମର ଏହି ପେଜ ରେ ଆମେ ତାଙ୍କ ପରିବାର ତାଙ୍କ ପିଲା ମାନ ଙ୍କ ବିଷୟ ରେ ଜାଣିବା ,

ବନ୍ଧୁଗଣ ଅପରାଜିତା ଷଡଙ୍ଗୀ ଦିନେ ଆଇଏସ ଅଫିସର ଥିଲେ ତେବେ ସେ ତାଙ୍କ ଅବସର ସମୟ ପରେ ସେ ସେ ଭାରତୀୟ ଜନତା ପାର୍ଟି ରେ ଯୋଗ ଦେଇଥିଲେ । ଅପରାଜିତା ଷଡଙ୍ଗୀ 1969 ମସିହା ସେପ୍ଟେମ୍ବର 1 ତାରିଖ ଦିନ ବିହାର ର ଫଗଲପୁର ସ୍ଥାନ ରେ ଜନ୍ମ ଗ୍ରହଣ କରିଥିଲେ , ତେବେ ଅପରିଜିତା ଅର୍ଥନୀତି ରେ ଗ୍ରାଜୁଏସନ ସଂପୂର୍ଣ୍ଣ କରିଛନ୍ତି ନାଲନ୍ଦା ୟୁନିଭର୍ସିଟି ରେ । ଅପରାଜିତା ଙ୍କ ମା ଓ ବାପା ଉଭୟ ଶିକ୍ଷକ ଅଟନ୍ତି ।


ଅପରାଜିତା ଷଡଙ୍ଗୀ ୟୁପିଏଶଷି ସିଭିଲ ସର୍ଭିସ 1994 ମସିହା ରେ ଉତ୍ତିର୍ଣ ହବା ପରେ ସେ ଆଇଏସ ଅଫିସର ଭାବେ କାର୍ଯ୍ୟ କରିଥିଲେ । ତେବେ ବନ୍ଧୁଗଣ ସବୁଠୁ ବଡ କଥା ହେଲା ଷଡଙ୍ଗୀ ବିବାହ କରିଛନ୍ତି ,ତାହା ପୁଣି ଭଲ ପାଇକି ହଁ ବନ୍ଧୁ ସେ ପାଠ ପଢୁଥିବା ସମୟ ରେ ତାଙ୍କ ସନ୍ତୋଷ ଷଡଙ୍ଗୀ ଭଲ ପାଇବସିଥିଲେ ଓ ପରବର୍ତ୍ତୀ ସମୟ ରେ ଉଭୟ ବିବାହ କରିଥିଲେ । ତେବେ ବନ୍ଧୁଗଣ ସନ୍ତୋଷ ଷଡଙ୍ଗୀ ମଧ୍ୟ ଜଣେ ଆଇଏସ ଅଫିସର ।


ଅପରାଜିତା ଷଡଙ୍ଗୀ ଙ୍କ ଦୁଇ ପୁଅ ଓ ଝିଅ ଅଛନ୍ତି , ତାଙ୍କ ପୁଅ ଶିଖର ଷଡଙ୍ଗୀ ଓ ଝିଅ ଅର୍ଚ୍ଚିତ ଷଡଙ୍ଗୀ । ତାହେଲେ ଆସନ୍ତୁ ଜାଣିବା ଅପରିଜିତ କେଉଁ ବିଭାଗ ରେ କାର୍ଯ୍ୟ କରିଛନ୍ତି ଜାଣିବା , ଅପରିଜିତା 2006 ରୁ 2009 ପର୍ଯ୍ୟନ୍ତ ବିଏମଷୀ ରେ କମିଶନ ଭାବ ରେ କାର୍ଯ୍ୟ କରୁଥିଲେ । ତା ପରେ 4 ବର୍ଷ ସେ ପଞ୍ଚାୟତିରାଜ ର ସେକ୍ରେଟେରୀ ,ସ୍କୁଲ ଓ ଗଣଶିକ୍ଷା ବିଭାଗ ର ସେକ୍ରେଟେରୀ , ଉଛ ଶିକ୍ଷା ବିଭାଗ ଓ ତୋକ୍ସାଇଲ ଆଣ୍ଡ ହାଣ୍ଡଲୁମ ଡିପାର୍ଟମେଣ୍ଟ ର ସେକ୍ରେଟେରୀ ଭାବେ କାର୍ଯ୍ୟ କରୁଥିଲେ । 2012 ରେ ଶକ୍ତି ସମ୍ମାନ ଆବର୍ଡ ରେ ସମ୍ମାନିତ ହୋଇଥିଲେ । 2013 ରେ ସେ 5 ବର୍ଷ ସେଣ୍ଟ୍ରାଲ ଡେପ୍ୟୁସନ ରେ ଯାଇଥିଲେ । ତେବେ ତାଙ୍କ ଅବସର 2018 ମସିହା ହବା ପରେ ସେହି 2018 ରେ ବିଜେପି ରେ ଯୋଗ ଦେଇଥିଲେ ॥

 

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରଥମ ଥର ଦେଖନ୍ତୁ Anu Chaudhury ଜୀବନୀ ଓ ପରିବାର ତାଙ୍କ ଘରେ କିଏ କିଏ ସବୁ ଅଛନ୍ତି ଏବଂ ତାଙ୍କ ସ୍ୱାମୀ କିଏ !

ଆପଣମାନେ ଅନୁ ଚୌଧୁରୀ ଙ୍କୁ ସିନେମାରେ ବିଭିନ୍ନ କ୍ୟାରେକ୍ଟର ରେ ଅଭିନୟ କରିଥିବାର ଆପଣମାନେ ନିଶ୍ଚିତ ଦେଖିଥିବେ ସାଙ୍ଗମାନେ ଆପଣ …

Leave a Reply

Your email address will not be published.