Breaking News

ଦେଖନ୍ତୁ ଭିଡିଓ – ଅପରାଜିତାଙ୍କ (Aparajita Mohanty) ଏହି ଭିଡ଼ିଓ ଦେଖିଲେ ଆଖିରୁ ଲୁହ ଝରି ଆସିବ

ଦର୍ଶକ ବନ୍ଧୁ ଆଜି ଆମେ ଏମିତି ଏକ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯିଏ ବର୍ତ୍ତମାନ ସମୟ ରେ ମା ହବା ପରେ ଜେଜେମା ହୋଇ ସାରିଛନ୍ତି ଓ ତାଙ୍କ ଅଭିନୟ ସମୟ ରେ ତାଙ୍କ ଜବରଦସ୍ତ ଅଭିନୟ ପାଇଁ ଆଜି ଓଡିଆ ଚଳଚିତ୍ର ବହୁତ ଆଗକୁ ଯାଇପାରିଛି , ହଁ ବନ୍ଧୁ ସେହି ଅଭିନେତ୍ରୀ ଜଣକ ହଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଲୋକ ପ୍ରିୟ ଅଭିନେତ୍ରୀ ବା ଡ୍ରିମ ଗାର୍ଲ ଭାବେ ପରିଚିତ ଅପରାଜିତା ମହାନ୍ତି ଯିଏ କି ବର୍ତ୍ତମାନ ଘରେ ଘରେ ପରିଚିତ ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ତାଙ୍କ ଅଭିନୟ ଆଉ ଦେଖିବାକୁ ମିଳୁନାହିଁ , ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଅପରିଜିତା ଙ୍କ ପରିବାର କହିଲେ ସ୍ଵାମୀ ଉତ୍ତମ ମହାନ୍ତି , ପୁଅ ବାବୁଷାନ ଓ ବୋହୁ ତୃପ୍ତି ଅଛନ୍ତି ଓ ଏହି ପରିବାର ରେ ଗତ କିଛି ଦିନ ତଳେ ଏକ ନୂଆ ଅତିଥି ଆସିଛି । ହଁ ବନ୍ଧୁ ବାବୁଷାନ ଓ ତୃପ୍ତି ଙ୍କ ଏକ ପୁତ୍ର ସନ୍ତାନ କିଛି ମାସ ତଳେ ହୋଇଥିଲା ।

ତେବେ ବନ୍ଧୁଗଣ ଆପଣ ମାନେ ପୂର୍ବ ରୁ ସୋସିଆଲ ମିଡିଆ ରେ ଦେଖିବାକୁ ପାଇଥିବେ ଯେ ଅପରାଜିତା ନିଜ ନାତି ଙ୍କୁ ଧରିବା ସହିତ ବହୁ ସାରା ମଜାମସ୍ତି କରୁଥିବାର ଦୃଶ୍ୟ ଆପଣ ମାନେ ସୋସିଆଲ ମିଡିଆ ରେ ଦେଖିବାକୁ ପାଇଥିବେ । ତାହେଲେ ବର୍ତ୍ତମାନ ସମୟ ରେ ଅପରାଜିତା ତାଙ୍କ ନାତି ସହ ମଜା କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି , ହଁ ବନ୍ଧୁ ଏହି ଭିଡିଓ ରେ ପ୍ରଥମ ଥର ପାଇଁ ବାବୁଷାନ ତାଙ୍କ ପୁଅ ହସୁଥିବାର ନଜର ଆସିଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହିରୋ ଆକାଶ (Akash Dasnayak) ତାଙ୍କର ଫ୍ୟାନ ମାନଙ୍କୁ ଦେଲେ ଏକ ବହୁତ ବଡ ଖୁସି ଖବର, ଖୁସି ଖବର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଆପଣ ମାନେ ନିଶ୍ଚୟ ଆକାଶ ଦାସ ଙ୍କୁ ଜାଣିଥିବେ , ସେ ବହୁ ଗୁଡିଏ ଚଳଚିତ୍ର ରେ ତାଙ୍କ ଜବରଦସ୍ତ …

Leave a Reply

Your email address will not be published. Required fields are marked *