Breaking News

ଓଡିଶାର ଲୋକପ୍ରିୟ ଯାତ୍ରା ଅଭିନେତ୍ରୀ Rinky ଦିନେ ଫଳ ଓ ଅଣ୍ଡା ବିକି ପେଟ ପୋଶୁଥିଲେ, ସବ୍ୟସାଚୀଙ୍କ ସାହାର୍ଯ୍ୟ ପରେ ଏମିତି ବଦଳି ଯାଇଛି ଜୀବନ, ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆଜି ଆମର ଏହି ପେଜ ରେ ଆମେ କିଛି ଅତୀତ ଘଟଣା ବିଷୟ ରେ ଜାଣିବା , ହଁ ବନ୍ଧୁ କାରୋନା ସମୟ ରେ କିପରି ଜଣେ ଅଭିନେତ୍ରୀ ଟଙ୍କା ପାଇଁ ଫଳ ମୂଳ ବେପାର କରିଥିଲେ , ସେ କରୋନା ସମୟ ରେ ବହୁ ସଂଘର୍ଷ କରିଥିଲେ । ତାହେଲେ ଆଜି ଆମେ ସେହିଲୋକ ପ୍ରିୟ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କାରୋନା ସମୟ ରେ ବହୁତ ବ୍ୟକ୍ତି ନିଜ ଜୀବନଜୀବିକା ହରାଇ ବେସ ଅସୁବିଧା ର ସମ୍ମୁଖୀନ ହୋଇଥିଲେ ଖାଲି ସେତିକି ନୁହେଁ ବନ୍ଧୁଗଣ ଶୁଟିଙ୍ଗ ସେଟ ରେ ମଧ୍ୟ ଏହାର ପ୍ରଭାବ ବେସ ଅଧିକ ପକାଇଥିଲା ।

ତେବେ ବନ୍ଧୁଗଣ ଓଡିଆ ଇଣ୍ଡଷ୍ଟ୍ରି ର ଅଭିନେତା ଓ ଅଭିନେତା ମାନେ ନିଜ ଜୀବିକା ହରାଇ ଘରେ ବସିଥିଲେ ଓ ବହୁତ ହଇରାଣ ରେ ମଧ୍ୟ ପଡିଥିଲେ , ହଁ ବନ୍ଧୁ ମାତ୍ର କିଛି ଅଭିନେତା ଓ ଅଭିନେତ୍ରୀ ବହୁତ ହଇରାଣ ହୋଇଥିଲେ । ତେବେ ବନ୍ଧୁଗଣ ଓଡିଆ ଯାତ୍ରା ଜଗତ ର ଲୋକ ପ୍ରିୟ ଅଭିନେତ୍ରୀ ଋଙ୍କି ବହୁତ ପ୍ରଭାବିତ ହୋଇଥିଲେ । ବନ୍ଧୁଗଣ ଆପଣ ମାନେ ରିଙ୍କି ଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ ବହୁ ଯାତ୍ରା ଜଗତ ରେ , ତାଙ୍କ ଜବରଦସ୍ତ ଅଭିନୟ ପାଇଁ ସେ ବେସ ଲୋକ ପ୍ରିୟ ହୋଇପାରିଛି ।

ବନ୍ଧୁଗଣ ଏହି ଅଭିନେତ୍ରୀ ଙ୍କ ପ୍ରକୃତ ନାମ ହଉଛି ପ୍ରତିଭା ମହାରଣା , ତାହେଲେ ପ୍ରତିଭା ତାଙ୍କ ଜବରଦସ୍ତ ପ୍ରତିଭା ଦର୍ଶକ ମାନ ଙ୍କୁ ଦେଖାଇ ବେସ ଲୋକ ପ୍ରିୟ ହୋଇପାରିଥିଲେ । କିନ୍ତୁ କାରୋନା କାରଣ ରୁ ସମସ୍ତ ଯାତ୍ରା ଜଗତ ବନ୍ଦ ହୋଇଯାଇଥିଲା ଓ ଲକ ଡାଉନ ଆରମ୍ଭ ହୋଇଯାଇଥିଲା , ତେବେ ଏହି ଅଭିନେତ୍ରୀ ସଞ୍ଚିତ କରି ରଖିଥିବା ଟଙ୍କା ଖର୍ଛ ସରିବା ପରେ ସେ ବହୁତ ହଇରାଣ ହେଉଥିଲେ । ତାହେଲେ ସେ ଏକ ଫଳ ଦୋକାନ ଖୋଲିଲେ କିନ୍ତୁ ତାହା ମଧ୍ୟ ତାଙ୍କ ଅଭାବ କୁ ପୂରଣ କରି ପାରିଲା ନହିଁ ।

ସେଥିପାଇଁ ସେ କାରୋନା ସମୟ ର ଦେବଦୂତ ସାଜିଥିବା ସବ୍ୟସାଚୀ ଙ୍କୁ ଜଣାଇଥିଲେ ଓ ସବ୍ୟ ତାଙ୍କୁ ସାହାର୍ଯ୍ୟ କରି ତାଙ୍କ ମୁହଁ ରେ ହସ ଫୁଟାଇ ପାରିଥିଲେ । ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ କାରୋନା ସମୟ ରେ ବହୁ ସଂଘର୍ଷ କରିଥିଲେ ॥ ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହିରୋ ଆକାଶ (Akash Dasnayak) ତାଙ୍କର ଫ୍ୟାନ ମାନଙ୍କୁ ଦେଲେ ଏକ ବହୁତ ବଡ ଖୁସି ଖବର, ଖୁସି ଖବର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଆପଣ ମାନେ ନିଶ୍ଚୟ ଆକାଶ ଦାସ ଙ୍କୁ ଜାଣିଥିବେ , ସେ ବହୁ ଗୁଡିଏ ଚଳଚିତ୍ର ରେ ତାଙ୍କ ଜବରଦସ୍ତ …

Leave a Reply

Your email address will not be published. Required fields are marked *