Breaking News

ଭିଡିଓ ଦେଖନ୍ତୁ – ଅଲଗା ହେବା ପରେ କେମିତି ଅଛନ୍ତି ବର୍ଷା (Varsha) ଓ ଅନୁଭବ (Anubhav), ଦୁଃଖ ଦେଖିଲେ ଆଖି ଲୁହରେ ଭିଜିଯିବ

ଦର୍ଶକ ବନ୍ଧୁ ଆଗାମୀ ଦିନ ମାନ ଙ୍କ ଭିତରେ ଅଲଗା ହବା କୁ ଯାଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତା ଅନୁଭବ ଓ ଅଭିନେତ୍ରୀ ବର୍ଷା । ହଁ ବନ୍ଧୁ ଏହି ଦୁଇ ଯୋଡି ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଯୋଡି ଭାବେ ବେସ ପରିଚିତ , ଏହି ଲୋକ ପ୍ରିୟ ଯୋଡି ଖୁବ ଶୀଘ୍ର ଅଲଗା ହେବା କୁ ଯାଉଛନ୍ତି ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଦୁଇ ଯୋଡି 2014 ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ବିବାହ ର 6 ବର୍ଷ ପର୍ଯ୍ୟନ୍ତ ଉଭୟ ବେସ ଝୁସୀ ରେ ଥିଲେ କିନ୍ତୁ ପରବର୍ତ୍ତୀ ସମୟ ରେ କିଛି ପରିବାରିକ ବିବାଦ ଯୋଗୁ ଉଭୟ ପରସ୍ପର ଠାରୁ କିଛି ଦିନ ଅଲଗା ରହିଲେ ଓ କିଛି ଦିନ ଅଲଗା ରହିବା ପରେ ଉଭୟ କୋର୍ଟ ର ଦ୍ଵାରସ୍ଥ ହେଲେ ସମାଧାନ ପାଇଁ । ତେବେ କୋର୍ଟ ରେ ଆବେଦନ କରିବା ର 7 ମାସ ହୋଇଥିଲେ ମଧ୍ୟ ସମାଧାନ ହୋଇ ପାରିନାହିଁ କାରଣ,

ଅନୁଭବ ବର୍ଷା ଙ୍କ ସହିତ ରହିବାକୁ ଚାହୁଁ ନାହାଁନ୍ତି କିନ୍ତୁ ବର୍ଷା ଅନୁଭବ ଙ୍କ ସହ ସାରା ଜୀବନ ଏକାଠି ରହିବେ ବୋଲି ଚାହୁଁଛନ୍ତି ଏଥିପାଇଁ ଉଭୟ ଙ୍କ ସମଧନ ହବ ପାଇଁ ବିଳମ୍ବ ହଉଛି , ଯେବେ ବି କୋର୍ଟ ଉଭୟ ଙ୍କ ର ସମାଧାନ ପାଇଁ ଚେଷ୍ଟା କରୁଛି ତ ଅନୁଭବ ଉପସ୍ଥିତ ସମୟ ରେ ବର୍ଷା ନଥିବେ ତ ଆଉ କେତେବେଳେ ବର୍ଷା ଉପସ୍ଥିତ ଥିବା ସମୟ ରେ ଅନୁଭବ ଆସୁ ନାହାଁନ୍ତି । ସେଥିପାଇଁ ଉଭୟ ଙ୍କ ସମାଧାନ ପାଇଁ ବିଳମ୍ବ ହଉଛି ।

ବନ୍ଧୁଗଣ ବର୍ତ୍ତମାନ ସମୟ ରେ ବର୍ଷା ତାଙ୍କ ଭଉଣୀ ଘରେ ଅଛନ୍ତି ଓ ସେଠାରେ ତାଙ୍କ ଭଉଣୀ ଙ୍କ ଝିଅ ସହ ଖେଳୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଠିକ ସେହିପରି ଅନୁଭବ କେନ୍ଦ୍ରପଡା ର ସାଂସଦ ଅଟନ୍ତି ସେ ଲୋକ ମାନ ଙ୍କ କାର୍ଯ୍ୟ ରେ ବ୍ୟସ୍ତ ଅଛନ୍ତି , ତେବେ ବନ୍ଧୁଗଣ ଆଗାମୀ ଦିନ ମାନ ଙ୍କ ଭିତରେ ସ୍ପଷ୍ଟ ଭାବେ ଜଣା ପଡିଯିବ ଯେ ଉଭୟ ଅଲଗା ହେବେ ନା ପୁଣି ଠାରେ ଏକାଠି ହୋଇ ଓଡିଆ ଇଣ୍ଡଷ୍ଟ୍ରି ରେ କାମ କରିବେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଘରେ ଏକୁଟିଆ କେମିତି ସମୟ କାଟୁଛନ୍ତି ଅନୁଭବ (Anubhav Mohanty) ଭିଡିଓ ଦେଖିଲେ ଆଖି ଲୁହରେ ଭିଜିଯିବ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ବହୁ ଲୋକ ପ୍ରିୟ ଅଭିନେତା ଅଛନ୍ତି ଯେଉଁମାନେ କି …

Leave a Reply

Your email address will not be published. Required fields are marked *