Breaking News

ଦେଖନ୍ତୁ ଭିଡିଓ – ରାକ୍ଷୀ ପୁର୍ଣିମାରେ ଭାଇ ମାନଙ୍କ ହାତରେ ରାକ୍ଷୀ ବାନ୍ଧି ଏହି ସବୁ ଦାମୀ ଗିପ୍ଟ ପାଇଲେ ହିରୋଇନ ଝିଲ୍ଲିକ (Jhilik Bhattacharjee)

ଦର୍ଶକ ବନ୍ଧୁ ଆଜି ଆମେ ଏମିତି ଏକ ଲୋକ ପ୍ରିୟ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯିଏ କି ବିବାହ କରିବା ଦିନ ଠାରୁ ସେ ଓଡିଆ ଇଣ୍ଡଷ୍ଟ୍ରି ରୁ ଦୂରେଇ ଯାଇଛନ୍ତି କିନ୍ତୁ ନିଜ ପ୍ରଶଂସକ ପାଇଁ ଏହି ଅଭିନେତ୍ରୀ ଜଣକ ସୋସିଆଲ ମିଡିଆ ରେ ବହୁତ ସମୟ ଆକ୍ଟିଭ ରହିଥାନ୍ତି । ହଁ ବନ୍ଧୁ କେତେବେଳେ ଲାଇଭ ଆସିଥାନ୍ତି ତ ଆଉ କେତେବେଳେ କିଛି ଫଟୋ ହଉ ବା ଭିଡିଓ ପୋଷ୍ଟ କରିଥାନ୍ତି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ । ତେବେ ବର୍ତ୍ତମାନ ସମୟ ରେ ଏହି ରାକ୍ଷୀ ପୁର୍ଣିମା ଦିନ ଝିଲ୍ଲିକ ଏକ ଭିଡିଓ ପୋଷ୍ଟ କରିଛନ୍ତି ଓ ଏହି ଭିଡିଓ ଟି ବେସ ଚର୍ଚା ର ବିଷୟ ପାଲଟିଛି ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ କାଲି ରାକ୍ଷୀ ପୁର୍ଣିମା ଦିନ ଟି ସରିଯାଇଛି , ତେବେ ଏହି ରାକ୍ଷୀ ପୁର୍ଣିମା ରେ ଜଣେ ଭଉଣୀ ତାର ଭାଇ ହାତ ରେ ରାକ୍ଷୀ ହାତ ରେ ବାନ୍ଧିଥାଏ । ଏହି ରାକ୍ଷୀ ପୁର୍ଣିମା ବହୁତ ପବିତ୍ର ହୋଇଥାଏ ଓ ଏହାକୁ କେବଳ ଭାଇ ଓ ଭଉଣୀ ମାନେ ବେସ ଧୁମଧାମ ରେ ଏହି ପର୍ବ ଟି କୁ ପାଳନ କରିଥାନ୍ତି । ଏହି ରାକ୍ଷୀ ବନ୍ଧନ ରେ ଭଉଣୀ ପାଖ ରୁ ଭାଇ ଯେତେଦୂର ରେ ଥିଲେ ମଧ୍ୟ ଏହି ଦିନ ରେ ସେ ତା ଭଉଣୀ ପାଖ କୁ ନିଶ୍ଚୟ ଆସିଥାଏ ରାକ୍ଷୀ ଭିଡିବାକୁ ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତ୍ରୀ ଝିଲ୍ଲିକ ଙ୍କ ଏକ ଭିଡିଓ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହବା ରେ ଲାଗିଛି , ତାହେଲେ ଏହି ଭିଡିଓ ରେ ଝିଲ୍ଲିକ ତାଙ୍କ ଭାଇ ମାନ ଙ୍କୁ ରାକ୍ଷୀ ପିନ୍ଧାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି , ହଁ ବନ୍ଧୁ ସେ ତାଙ୍କ ଭାଇ ମାନ ଙ୍କୁ ଏକ ଚେୟାର ରେ ବସାଇ ପୂଜା କରି ରାକ୍ଷୀ ପିନ୍ଧୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ରାକ୍ଷୀ ବାନ୍ଧି ଭଲ ଉପହାର ମଧ୍ୟ ଝିଲ୍ଲିକ ଙ୍କୁ ତାଙ୍କ ଭାଇ ମାନେ ଦେଇଥିବା ର ଦୃଶ୍ୟ ଦେଖିବାକୁ ମିଳିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହିରୋ ଆକାଶ (Akash Dasnayak) ତାଙ୍କର ଫ୍ୟାନ ମାନଙ୍କୁ ଦେଲେ ଏକ ବହୁତ ବଡ ଖୁସି ଖବର, ଖୁସି ଖବର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଆପଣ ମାନେ ନିଶ୍ଚୟ ଆକାଶ ଦାସ ଙ୍କୁ ଜାଣିଥିବେ , ସେ ବହୁ ଗୁଡିଏ ଚଳଚିତ୍ର ରେ ତାଙ୍କ ଜବରଦସ୍ତ …

Leave a Reply

Your email address will not be published. Required fields are marked *