Breaking News

ଭିଡିଓ ଦେଖନ୍ତୁ – କେମିତି ରାକ୍ଷୀ ପୁର୍ଣିମା ପାଳନ କରିଲେ ସବ୍ୟସାଚୀ – ଅର୍ଚ୍ଚିତା (Sabyasachi Archita)

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ସବୁଠାରୁ ପବିତ୍ର ବନ୍ଧନ ହଉଛି ଏହି ରାକ୍ଷୀ ବନ୍ଧନ , ତେବେ ଏହି ପର୍ବ ଟି ପ୍ରତ୍ଯେକ ବର୍ଷ ଶ୍ରାବଣ ମାସ ର ପୁର୍ଣିମା ଦିନ ରେ ପଡିଥାଏ ଓ ଏହି ପୁର୍ଣିମା ଙ୍କୁ ରାକ୍ଷୀ ପୁର୍ଣିମା ବୋଲି କୁହାଯାଇଥାଏ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ପୁର୍ଣିମା ଟି ହଉଛି ଭାଇ ଭଉଣୀ ଙ୍କ ପବିତ୍ର ବନ୍ଧନ ର ପର୍ବ ଓ ଏହି ପର୍ବ ରେ ଭଉଣୀ ତାର ଭାଇ ହାତ ରେ ରାକ୍ଷୀ ପିନ୍ଧାଇ ଥାନ୍ତି ଓ ସେଥିପାଇଁ ଆମେ ରାକ୍ଷୀ ବନ୍ଧନ ।


ତେବେ ବନ୍ଧୁଗଣ ଏହି ରାକ୍ଷୀ ପୁର୍ଣିମା ରେ ଶାଳି ମାନେ ମଧ୍ୟ ନିଜ ଭିଣେଇ ମାନ ଙ୍କ ହାତ ରେ ରାକ୍ଷୀ ବାନ୍ଧି ଭଲ ଉପହାର ପାଇଥାନ୍ତି , ତେବେ ଆଜି ଆମେ ସେହିଭଳି ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ନୂଆ କରି ବିବାହ କରିଥିବା ସବ୍ୟଶଚି ଅର୍ଚିତା ଙ୍କୁ ବିବାହ କରିଥିଲେ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ କାଲି ରାକ୍ଷୀ ବନ୍ଧନ ଦିନ ଟି ସରିଯାଇଛି ତେବେ ଗତ କାଲି ସବ୍ୟଶଚି ଙ୍କ ଘର କୁ ତାଙ୍କୁ ଶାଳି ମାନେ ଆସିଥିଲେ ରାକ୍ଷୀ ପିନ୍ଧାଇବାକୁ । ରାକ୍ଷୀ ପିନ୍ଧାଇଥିଲେ ।


ଠିକ ସେହିପରି ମଧ୍ୟ ସବ୍ୟଶଚି ତାଙ୍କ ଭଉଣୀ ମଧ୍ୟ ନିଜ ଭାଇ ହାତ ରେ ରାଖୀ ବାନ୍ଧିବାକୁ ଆସିଥିଲେ । ତେବେ ସବ୍ୟଶଚି ଙ୍କୁ ତାଙ୍କ ଶାଳି ମାନେ ଓ ଭଉଣୀ ମାନେ ରାକ୍ଷୀ ପିନ୍ଧାଉଥିବା ର ଫଟୋ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରି ଲେଖିଛନ୍ତି ଭାଇ ଓ ଭଉଣୀ ର ଏମିତି ଏକ ସମ୍ପର୍କ ତାହା କେବେ ବି ଭାଙ୍ଗିବନହିଁ ଓ ସେଥିପାଇଁ ଆପଣ ମାନେ ସଦାସର୍ବଦା ନିଜ ଭଉଣୀ ମାନ ଙ୍କୁ ସମ୍ମାନ ଦିଅନ୍ତୁ ଏହି ଭଳି କିଛି ଲେଖିଥିଲେ ସବ୍ୟଶଚି ମିଶ୍ର ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଘରେ ଏକୁଟିଆ କେମିତି ସମୟ କାଟୁଛନ୍ତି ଅନୁଭବ (Anubhav Mohanty) ଭିଡିଓ ଦେଖିଲେ ଆଖି ଲୁହରେ ଭିଜିଯିବ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ବହୁ ଲୋକ ପ୍ରିୟ ଅଭିନେତା ଅଛନ୍ତି ଯେଉଁମାନେ କି …

Leave a Reply

Your email address will not be published. Required fields are marked *