Breaking News

ସମସ୍ତ ହିରୋ ମାନଙ୍କ ସହ ସିନେମା କରିଥିଲେ ମଧ୍ୟ କାହିଁକି Babushan Mohanty ଙ୍କ ସହ ସିନେମା କରୁ ନଥିଲେ ବର୍ଷା! ଶେଷରେ ନିଜେ ଏହାର ଗୁମର ଖୋଲି ଦେଲେ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବ ଆମ ଓଡିଆ ଇଣ୍ଡଷ୍ଟ୍ରି ବହୁ ରେ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି , ତେବେ ବନ୍ଧୁଗଣ ଆମ ଓଡିଆ ଇଣ୍ଡଷ୍ଟ୍ରି ସମସ୍ତ ଅଭିନେତା ଓ ଅଭିନେତ୍ରୀ ମାନ ଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଓ ଏହି ଅଭିନେତା ଓ ଅଭିନେତ୍ରୀ ମାନ ଙ୍କୁ ବହୁ ସାରା ଚଳଚିତ୍ର ରେ ଅଭିନୟ କରିଥିବାର ଦେଖିଥିବେ । ତାହେଲେ ଆଜି ଆମେ ଏମିତି ଦୁଇ ଅଭିନେତା ଓ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯେଉଁ ଅଭିନେତା ଓ ଅଭିନେତ୍ରୀ ଙ୍କୁ ଆପଣ ମାନେ ଜାଣିଥିବେ କିନ୍ତୁ କେବେ ହେଲେ ଏକ ଚଳଚିତ୍ର ରେ ଏକାଠି ହୋଇ ଅଭିନୟ କରିଥିବାର ଦେଖି ନଥିବେ ।

ତେବେ ବନ୍ଧୁଗଣ ଏହି ଅଭିନେତା ଓ ଅଭିନେତ୍ରୀ ଜଣକ ହଉଛନ୍ତି ବାବୁସାନ ଓ ବର୍ଷା ପ୍ରିୟଦର୍ଶିନୀ , ଏହି ଦୁଇ ଯୋଡି କଣ ପାଇଁ ଏ ପର୍ଯ୍ୟନ୍ତ ଅଭିନୟ କରି ନାହାଁନ୍ତି , ଓ ଏହା କୁ ନେଇ ବର୍ଷା ପ୍ରିୟଦର୍ଶିନୀ କଣ କହିଛନ୍ତି ଆସନ୍ତୁ ଜାଣିବା । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ହଉଛନ୍ତି ବାବୁଷାନ ମହାନ୍ତି , ସେ ତାଙ୍କ ଜବରଦସ୍ତ ଅଭିନୟ ଦେଖାଇ ଘରେ ଘରେ ପରିଚିତ ହୋଇପାରିଛନ୍ତି । ବାବୁଷାନ ଆମ ଓଡିଆ ଇଣ୍ଡଷ୍ଟ୍ରି ର ସମସ୍ତ ଅଭିନେତ୍ରୀ ମାନ ଙ୍କ ସହ ଅଭିନୟ କରିଛନ୍ତି କିନ୍ତୁ ବର୍ଷା ପ୍ରିୟଦର୍ଶିନୀ ଙ୍କ ସହ ସେ କେବେ ବି ଗୋଟାଏ ହେଲେ ଚଳଚିତ୍ର ରେ ଅଭିନୟ କରି ନାହାଁନ୍ତି ।


ଠିକ ସେହିଭଳି ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତ୍ରୀ ଯିଏ ଆମ ଓଡ଼ିଆଇ ଇଣ୍ଡଷ୍ଟ୍ରି ର ଚୁଲ ବୁଲ ନାୟିକା ଭାବେ ବେସ ପରିଚିତ , ବର୍ଷ ତାଙ୍କ ଜବରଦସ୍ତ ଅଭିନୟ ପାଇଁ ସେ ଆଜି ଓଡିଆ ଇଣ୍ଡଷ୍ଟ୍ରି ବହୁ ନାମ ଅର୍ଜନ କରିବା ସହିତ ଘରେ ଘରେ ପରିଚିତ । ତେବେ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ଆମ ଓଡିଆ ଇଣ୍ଡଷ୍ଟ୍ରି ର ବହୁ ଅଭିନେତା ମାନ ଙ୍କ ସହିତ ଅଭିନୟ କରିଛନ୍ତି କିନ୍ତୁ ବାବୁଷାନ ଙ୍କ ସହ କରି ନାହାଁନ୍ତି ।

ତେବେ ଏହି କଥା ଟି କୁ ବର୍ଷା ଙ୍କୁ ପଚରା ଯାଇଥିଲା ଓ ସେ ଏହାର ପ୍ରତିକ୍ରିୟା ଦେଇଥିଲେ ଯେ ବାବୁଶନ ଜଣେ ଭଲ ଅଭିନେତା ସହ ବହୁତ ଭଲ ମଣିଷ , ମୁଁ ତାଙ୍କ ସହ ଅଭିନୟ କରିବା ପାଇଁ ଚାହୁଞ୍ଛି କିନ୍ତୁ ଆମ ପାଇଁ ଏ ପର୍ଯ୍ୟନ୍ତ ଆମ ମନ ଲାଗି ସ୍କ୍ରିପ୍ଟ ମିଳି ନହିଁ । ଯଦି ଭବିଷ୍ୟତ ରେ ସେହିଭଳି ସ୍କ୍ରିପ୍ଟ ମିଳିବ ତାହେଲେ ବାବୁଷାନ ଙ୍କ ସହ ମୁଁ ନିଶ୍ଚୟ ଅଭିନୟ କରିବି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହିରୋ ଆକାଶ (Akash Dasnayak) ତାଙ୍କର ଫ୍ୟାନ ମାନଙ୍କୁ ଦେଲେ ଏକ ବହୁତ ବଡ ଖୁସି ଖବର, ଖୁସି ଖବର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଆପଣ ମାନେ ନିଶ୍ଚୟ ଆକାଶ ଦାସ ଙ୍କୁ ଜାଣିଥିବେ , ସେ ବହୁ ଗୁଡିଏ ଚଳଚିତ୍ର ରେ ତାଙ୍କ ଜବରଦସ୍ତ …

Leave a Reply

Your email address will not be published. Required fields are marked *