Breaking News

ଦେଖନ୍ତୁ Exclusive ଭିଡିଓ – ବିଜେଡିର ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ ଅନୁଭବ ବର୍ଷା (Anubhav Varsha) ବିବାଦକୁ ନେଇ ଏମିତି କିଛି ବୟାନ ଦେଲେ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଯୋଡି ବର୍ତ୍ତମାନ ସମୟ ରେ ଅଲଗା ହୋଇ ଯାଇଛନ୍ତି , ହଁ ବନ୍ଧୁ କିଛି ପାରିବାରିକ ବିବାଦ କୁ ନେଇ ଦୁହେଁ ଅଲଗା ହୋଇଯାଇଛନ୍ତି । ତେବେ ବନ୍ଧୁଗଣ ଏହି ଦୁଇ ଙ୍କ ବିବାଦ ବର୍ତ୍ତମାନ ସମୟ ରେ ରାଜନୈତିକ ଙ୍କ ଠାରୁ ଧରି ଆମ ଓଡିଆ ଇଣ୍ଡଷ୍ଟ୍ରି ର ସମସ୍ତ କଳାକାର ଓ ଜନସାଧାରଣ ମାନେ ଅବଗତ ହୋଇ ସାରିଲେଣି , ତେବେ ଏହି ବିବାଦ କୁ ନେଇ ପୂର୍ବ କଂଗ୍ରେସ ର ଟାଣୁଆ ନେତା ଓ ଲୋକ ପ୍ରିୟ ନେତା ଭାବେ ବେସ ପରିଚିତ ଥିବା ସୁର ରାଉତ ନିଜ ପ୍ରତିକ୍ରିୟା ରଖିଥିଲେ ।

ତେହେଲେ ବର୍ତ୍ତମାନ ସମୟ ରେ ବିଜେଡି ର ଜଣେ ଟାଣୁଆ ନେତା ଏହି ଦୁଇ ଯୋଡି ଙ୍କ ବିବାଦ କୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି , ଏହି ନେତା ଜଣକ ହେଲେ ଦେବାଶିଷ ସାମନ୍ତରାୟ । ତେବେ ବନ୍ଧୁଗଣ ଏହି ନେତା ଜଣକ ନିଜ ଶାସନ ରେ ନଥିଲେ ମଧ୍ୟ ସେ ବେସ ଲୋକ ପ୍ରିୟ ହୋଇ ରହିଛନ୍ତି କାରଣ ତାଙ୍କ ଆସନ ଥିବା ସମୟ ରେ ସେ ବହୁ କାର୍ଯ୍ୟ କରିଛନ୍ତି , ହଁ ବନ୍ଧୁ ଏହି ନେତା ଜଣକ 2009 ମସିହା ରେ କଟକ ବିଧାନ ସଭା ଆସନ ଜିତିଥିଲେ ଓ ନିଜର କର୍ତ୍ତବ୍ୟ ଭଲ ଭାବ ରେ କରୁଥିବାରୁ ସେ ପୁଣି ଠାରେ ମାନେ 2014 ରେ କଟକ ବାରବାଟୀ ବିଧାନ ସଭା ଜିତିଥିଲେ କିନ୍ତୁ ପରବର୍ତ୍ତୀ ନିର୍ବାଚନ 2019 ରେ ହାରି ଯାଇଥିଲେ ।

ବନ୍ଧୁଗଣ ସବୁଠୁ ବଡ କଥା ହେଲା ଯେ ସେ ନିଜ ଆସନ ରେ ନଥିଲେ ବି ମଧ୍ୟ ସେ ବର୍ତ୍ତମାନ ସମୟ ରେ ଲୋକ ମାନ ଙ୍କୁ ସାହାର୍ଯ୍ୟ କରୁଛନ୍ତି । ତେବେ ବନ୍ଧୁଗଣ ଏହି ନେତା ଜଣକ ଏକ ରିଆଲିଟି ସୋ ରେ ଆସିଥିଲେ ଓ ନିଜ ଅତୀତ ରେ କରିଯାଇଥିବା କିଛି କାର୍ଯ୍ୟ ବିଷୟ ରେ କହିଲେ ଓ ବହୁତ ମଜା କଥା ମଧ୍ୟ କହିଥିଲେ । ଏହି ନେତା ଜଣକ ଅନୁଭବ ଓ ବର୍ଷା ଙ୍କ ବିବାଦ କୁ ନେଇ ପ୍ରତିକ୍ରିୟା ରଖିଥିଲେ ଯେ ଏହି ବିବାଦ ନିଜ ଘରେ ସମାଧାନ ନକରି ପଦା କୁ ଆଣିବା ଏହା ଉଚିତ ନୁହେଁ ଏହି ଭଳି କିଛି କହିଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହିରୋ ଆକାଶ (Akash Dasnayak) ତାଙ୍କର ଫ୍ୟାନ ମାନଙ୍କୁ ଦେଲେ ଏକ ବହୁତ ବଡ ଖୁସି ଖବର, ଖୁସି ଖବର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଆପଣ ମାନେ ନିଶ୍ଚୟ ଆକାଶ ଦାସ ଙ୍କୁ ଜାଣିଥିବେ , ସେ ବହୁ ଗୁଡିଏ ଚଳଚିତ୍ର ରେ ତାଙ୍କ ଜବରଦସ୍ତ …

Leave a Reply

Your email address will not be published. Required fields are marked *