Breaking News

କେଉଁ କାରଣ ପାଇଁ ଆଲବମ ସୁପର ଷ୍ଟାର Deepak Parida ଓଡିଆ ଇଣ୍ଡଷ୍ଟ୍ରୀ ଛାଡିଲେ, ଏବେ ବାହାର ଦେଶରେ ଏହି ସବୁ କାମ କରୁଛନ୍ତି, ଦେଖିଲେ ଆଶ୍ଚର୍ଯ୍ୟ ହେବେ

ଦର୍ଶକ ବନ୍ଧୁ ଆଜି ଆପଣ ମାନେ ଜାଣିଥିବେ ଆମେ ଓଡିଆ ଇଣ୍ଡଷ୍ଟ୍ରି ଇଣ୍ଡଷ୍ଟ୍ରି ବହୁ ଅଭିନେତା ଅଛନ୍ତି ଓ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହୋଇ ପାରିଛି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଏମିତି ବହୁ ଲୋକ ପ୍ରିୟ ଅଭିନେତା ଅଛନ୍ତି ଯେଉଁ ମାନେ ବହୁ ଦିନ ପୂର୍ବ ରୁ ନିଜ ଜବରଦସ୍ତ ଅଭିନୟ ଓ ନାଚ ଦେଖାଇ ବେସ ଲୋକ ପ୍ରିୟ ହୋଇପାରିଥିଲେ କିନ୍ତୁ ବର୍ତ୍ତମାନ ସମୟ ରେ ତାଙ୍କ ଅଭିନୟ ଓ ନାଚ ଦେଖିବାକୁ ନମିଳିଲେ , ହଁ ବନ୍ଧୁ ଏହି ଅଭିନେତା ମାନେ ଓଡିଆ ଇଣ୍ଡଷ୍ଟ୍ରି ରୁ ଦୂରେଇ ରହିଥିଲେ ମଧ୍ୟ ବହୁ ଦର୍ଶକ ବର୍ତ୍ତମାନ ମଧ୍ୟ ତାଙ୍କ ଅଭିନୟ ଦେଖିବାକୁ ଇଚ୍ଛୁକ ଅଛନ୍ତି ।


ତେବେ ବନ୍ଧୁଗଣ ସେହିଭଳି ଜଣେ ଅଭିନେତା ହଉଛନ୍ତି ଦୀପକ ପରିଡା , ତେବେ ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଏହି ଆଲବମ ହିରୋ ଙ୍କୁ ଜାଣିଥିବେ । ତାହେଲେ ଆଜି ଆମେ ତାଙ୍କ ବିଷୟ ରେ କିଛି ଜାଣିବା , ତେବେ ବନ୍ଧୁଗଣ ଏହି ଅଭିନେତା ଙ୍କ ଅଭିନୟ ଓ ନାଚ ଦର୍ଶକ ମାନ ଙ୍କୁ ବହୁତ ପସନ୍ଦ ଆସିଥିଲା , ଏହି ଅଭିନେତା ଜଣକ ଆଲବମ ଦୁନିଆ ରେ ବେସ ରାଜ କରୁଥିଲେ ଓ ଆଲବମ କ୍ଯାରିୟର ମଧ୍ୟ ରେ ସେ ବହୁ ଗୁଡିଏ ଗୀତ ରେ ଅଭିନୟ କରିଛନ୍ତି ଓ ପରବର୍ର୍ତି ସମୟ ରେ ଓଡିଆ ଚଳଚିତ୍ର ରେ ରେ ଅଭିନୟ କରି ବହୁ ଲୋକ ପ୍ରିୟ ହୋଇପାରିଥିଲେ ।

ତେବେ ବନ୍ଧୁଗଣ ଏହି ଅଭିନେତା ଜଣକ ଓଡିଆ ଇଣ୍ଡଷ୍ଟ୍ରି ରୁ ଦୂରେଇ ଯାଇଛନ୍ତି । ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସେ ତାଙ୍କର ଏକ ପୁଅ ଓ ଏକ ଝିଅ ଅଛି । ତେବେ ଦୀପକ ନିଜ ପତ୍ନୀ ଓ ପିଲା ଙ୍କ ସହ ନାଇଦରଲ୍ୟାଣ୍ଡ ରେ ରହୁଛନ୍ତି , ସେ ଇଣ୍ଟରନ୍ୟାସନାଲ ମଡେଲିଙ୍ଗ ରେ କାମ କରୁଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରଥମ ଥର ଦେଖନ୍ତୁ Anu Chaudhury ଜୀବନୀ ଓ ପରିବାର ତାଙ୍କ ଘରେ କିଏ କିଏ ସବୁ ଅଛନ୍ତି ଏବଂ ତାଙ୍କ ସ୍ୱାମୀ କିଏ !

ଆପଣମାନେ ଅନୁ ଚୌଧୁରୀ ଙ୍କୁ ସିନେମାରେ ବିଭିନ୍ନ କ୍ୟାରେକ୍ଟର ରେ ଅଭିନୟ କରିଥିବାର ଆପଣମାନେ ନିଶ୍ଚିତ ଦେଖିଥିବେ ସାଙ୍ଗମାନେ ଆପଣ …

Leave a Reply

Your email address will not be published.