Breaking News

ACF ସୌମ୍ୟ କେସରେ DFO ସଂଗ୍ରାମ କେଶରୀଙ୍କ ଦୋ ମୁହାଁ କଥା, ଡାହା ମିଛ କଥା କହୁଛନ୍ତି!

ଦର୍ଶକ ବନ୍ଧୁ ମରୁତ ଏସିଏଫ ଙ୍କ ମୃତ୍ୟୁ ପଛ ର ରହସ୍ୟ ଖୋଜୁଛି କ୍ରାଇମବ୍ରାଞ୍ଚ , ତେବେ ବନ୍ଧୁଗଣ କ୍ରାଇମବ୍ରାଞ୍ଚ ତାର ତଦନ୍ତ ବେସ ଜୋରସୋର କରିଛି ଓ ବର୍ତ୍ତମାନ ସମୟ ରେ କିଛି ଅଳ୍ପ ଜଣକୁ ଜେରା କରି ପଚରା ଉଚରା କରିଛି । ତେବେ ଏହି ସମୟ ରେ କ୍ରାଇମବ୍ରାଞ୍ଚ ଡ଼ିଏଫଓ ସଂଗ୍ରାମ କେଶରୀ ଙ୍କୁ 3 ଘଣ୍ଟା ଜେରା ପରେ କ୍ରାଇମବ୍ରାଞ୍ଚ ସୂଚନା ଦେଇଛି dfo ଓ ବିଦ୍ୟଭରତି ଙ୍କ ଆବଶ୍ୟକ ହେଲେ ଲାଏ ଡିଟେକସନ ଟେଷ୍ଟ କରାଯିବ ବୋଲି କ୍ରାଇମବ୍ରାଞ୍ଚ ସୂଚନା ଦେଇଛି ।

ତେବେ ବନ୍ଧୁଗଣ ଆଜି ଡ଼ିଏଫଓ ସଂଗ୍ରାମ କେଶରୀ ଙ୍କୁ କ୍ରାଇମବ୍ରାଞ୍ଚ ର 4 ଜଣିଆ ଟିମ ଜେରା କରିଥିଲେ ଓ ସମସ୍ତ ପ୍ରଶ୍ନ ପଚାରିବ ପରେ କ୍ରାଇମବ୍ରାଞ୍ଚ ଡ଼ିଏସପି କହିଥିଲେ ବିଦ୍ୟାଭାରତି ଓ ଡ଼ିଏଫଓ ଙ୍କ କେଶରୀ ଙ୍କ ଲାଏ ଡିଟେକସନ ଟେଷ୍ଟ କରାଯିବ ଓ ସବୁଠାରୁ ବଡ କଥା ହେଲା ମୃ-ତ ଏସିଏଫ ଙ୍କ ସୌମ୍ଯରଞ୍ଜନ ଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ଉଲ୍ଲେଖ କରାଯାଉଥିବା ସମୟ ରେ ସେଠାରେ ଡ଼ିଏଫଓ କେଶରୀ ସେଠାରେ ଉପସ୍ଥିତ ଥିଲେ ଓ ସେ ମୃ-ତ୍ୟୁ କାଳୀନ ଜମାନବନ୍ଦି ରେ କଣ ଲେଖା ହୋଇଛି ସେ ଜାଣି ନାହାଁନ୍ତି ।

ତେବେ ବନ୍ଧୁଗଣ ଏହି କଥା ଟି ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହବା ରେ ଲାଗିଛି । ହଁ ବନ୍ଧୁ ଡ଼ିଏଫଓ ଙ୍କ ଦୋ ମୁହାଁ କଥା ସୋସିଆଲ ମିଡିଆ ରେ ଭାଇରାଲ ହବା ରେ ଲାଗିଛି ଯେ , ଡ଼ିଏଫଓ ସର୍ବ ପ୍ରଥମେ  ଗଣମାଧ୍ୟମ ନିକଟ ରେ ନିଜ ପ୍ରତିକ୍ରିୟା ରଖିଥିଲେ ମୃତ ସୌମ୍ୟ ଙ୍କ ମୃତ କାଳୀନ ଜମାନବନ୍ଦି ଲେଖା ସମୟ ରେ ସେ ଉପସ୍ଥିତ ନଥିଲେ କିନ୍ତୁ କ୍ରାଇମବ୍ରାଞ୍ଚ ଆଗରେ କହିଛନ୍ତି ସେ ସେଠାରେ ଉପସ୍ଥିତ ଥିଲେ , ତେବେ ସ୍ପଷ୍ଟ ଭାବେ ଡ଼ିଏଫଓ ଙ୍କ କଥା ରୁ ଜଣା ପଡୁଛି ଯେ ଡ଼ିଏଫଓ ସବୁକିଛି ଜାଣିଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆସୁଛି ବଡ ଲଘୁଚାପ, ପ୍ରବଳ ବର୍ଷିବ, ଏହି ସବୁ ଜିଲ୍ଲାକୁ ସତର୍କ ଘଣ୍ଟି

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଆସି ଯାଇଛି ପାଣିପାଗ କୁ ନେଇ , ହଁ ବନ୍ଧୁ …

Leave a Reply

Your email address will not be published. Required fields are marked *