Breaking News

ଏହି ଦୁଇ ବଡ ଅଭିନେତ୍ରୀଙ୍କୁ ପଞ୍ଚ ତାରକା ହୋଟେଲ ରୁ ଏମିତି କାମ କରୁଥିବା ବେଳେ ଧରିଲା ପୋଲିସ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ମୁମ୍ବାଇ ପୁଣିଥରେ ଚର୍ଚା କୁ ଆସିଛି , ହଁ ବନ୍ଧୁ ପୂର୍ବ ରୁ ପ-ର୍ଣ ଭିଡିଓ ରାକେଟ କୁ ନେଇ ଚର୍ଚା ରେଥିବା ସମୟ ରେ ବର୍ତ୍ତମାନ ସେ-କ୍ସ ରା-କେ-ଟ  କୁ ନେଇ ବେସ ଚର୍ଚା ରେ ଅଛି ମୁମ୍ବାଇ । ଗତ ଶୁକ୍ରବାନ ଦିନ ମୁମ୍ବାଇ କ୍ରାଇମବ୍ରାଞ୍ଚ ହାତ ରେ ଧରା ପଡିଛନ୍ତି ଜଣେ ଜଣା ଶୁଣା ଲୋକ ପ୍ରିୟ ଅଭିନେତ୍ରୀ । ତେବେ ଏହି 25 ବର୍ଷୀୟ ଅଭିନେତ୍ରୀ ଜଣକ ସେ-କ୍ସ ରା-କେ-ଟ ଚଳଉଥିଲେ ।


ତେବେ ଏହି ଅଭିନେତ୍ରୀ ଙ୍କ ସହ ଆଉ ଆଉ ଜଣେ ମଡେଲ ଅଭିନେତ୍ରୀ ଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ତେବେ ବନ୍ଧୁଗଣ ଏକ 5 ଷ୍ଟାର ହୋଟେଲ ରେ ବହୁତ ଦିନ ହେଲା ଚାଲି ଆସୁଥିଲା ସେ-କ୍ସ ରା-କେ-ଟ । ତେବେ ମୁମ୍ବାଇ କ୍ରାଇମବ୍ରାଞ୍ଚ ସୂଚନା ପାଇବା ପରେ 5 ଷ୍ଟାର ହୋଟେଲ ରେ ରେ-ଡ କରି ଥିଲା ଓ ଜଣେ ଲୋକ ପ୍ରିୟ ଅଭିନେତ୍ରୀ ଙ୍କୁ ଗିରଫ କରିଛନ୍ତି , ତେବେ ଏହି ଅଭିନେତ୍ରୀ ଜଣକ ଏକ ସାବୁନ ର ବିଜ୍ଞାପନ କରିଥିଲେ ।

ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ 2 ଘଣ୍ଟା ପାଇଁ 2 ଲକ୍ଷ ଟଙ୍କା ନେଉଥିଲେ , ଏହି କଥା କ୍ରାଇମବ୍ରାଞ୍ଚ ଜାଣିବା ପରେ ନକଲି ଗ୍ରାହକ ଭାବେ ସେଠାକୁ ଯାଇଥିଲେ ଓ ଏହି ଦୃଶ୍ୟ ସେ ସେଠାରେ ଦେଖିବା ପରେ ସେମାନ ଙ୍କୁ ଗିରଫ କରିଥିଲେ । ପୋଲିସ ବର୍ତ୍ତମାନ ଏହି ଅଭିନେତ୍ରୀ ଙ୍କୁ ଜେରା କରିବା ପରେ ତାଙ୍କ ସହ ଆଉ ଇଛି ଅଭିନେତ୍ରୀ ସମ୍ପୃକ୍ତ ଅଛନ୍ତି ବୋଲି ସ୍ପଷ୍ଟ ଜଣା ପଡୁଛି ॥

About admin

Check Also

ପ୍ରଥମ ଥର ଦେଖନ୍ତୁ Anu Chaudhury ଜୀବନୀ ଓ ପରିବାର ତାଙ୍କ ଘରେ କିଏ କିଏ ସବୁ ଅଛନ୍ତି ଏବଂ ତାଙ୍କ ସ୍ୱାମୀ କିଏ !

ଆପଣମାନେ ଅନୁ ଚୌଧୁରୀ ଙ୍କୁ ସିନେମାରେ ବିଭିନ୍ନ କ୍ୟାରେକ୍ଟର ରେ ଅଭିନୟ କରିଥିବାର ଆପଣମାନେ ନିଶ୍ଚିତ ଦେଖିଥିବେ ସାଙ୍ଗମାନେ ଆପଣ …

Leave a Reply

Your email address will not be published.