Breaking News

ଦେଖନ୍ତୁ ଭିଡିଓ – ମାଳିକା ବଚନ ସତ ହେଲା ପଦ୍ମ ଫୁଲ ଫୁଟିଲା ପାହାଡ ଉପରେ ପାହାଡରେ ରହିଛି ଦୈବୀ ଚିହ୍ନ ଆଉ ଦିବ୍ୟ କୁଣ୍ଡରେ ଫୁଟିଛି କଇଁ ଫୁଲ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଦର୍ଶକ ବନ୍ଧୁ ଆଜି ଆମେ ଏମିତି ଏକ ବିଷୟ ରେ ଜାଣିବା ଯାହା ଆପଣ ମାନେ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ । ହଁ ବନ୍ଧୁ ମାଳିକା ରେ ବର୍ଣ୍ଣିତ ହୋଇଥିବା ମହାପୁରୁଷ ର ଉଲ୍ଲେଖ ଆଜି ସତ ହୋଇଛି , ଯେ ପାହାଡ ରେ ଫୁଟୁଛି କଇଁ ଫୁଲ , ତାହେଲେ ଆସନ୍ତୁ ଜାଣିବା ଏହି କଇଁ ଫୁଲ ଟି କେଉଁ ସ୍ଥାନ ରେ ଫୁଟୁଛି ଜାଣିବା ।

ତେବେ ବନ୍ଧୁଗଣ ଏହି ପାହାଡ ଟି ଅବସ୍ଥିତ ଅଛି ଗଞ୍ଜାମ ଜିଲ୍ଲା ଚମ୍ପେଇତପୁର ଠାରେ । ବନ୍ଧୁଗଣ ଯାହା ସୂଚନା ମିଳିଛି ଯେ ଏହି ପାହାଡ ରେ ଦୁଇ ଟି ଗୁମ୍ଫା ରହିଛି ଓ ସବୁଠାରୁ ବଡ କଥା ହେଲା ସେଠାରେ ବହୁ ବହୁ ବଡ ପଥର ରହିଛି ଓ ଏହି ପଥର ରେ ମହାଦେବ , ଶ୍ରୀ ଜଗନ୍ନାଥ , କସ୍ଛପ ରହିଛି , ଖାଲି ସେତିକି ନୁହେଁ ବନ୍ଧୁ ଏହି ପାହାଡ ରେ ମହାଦେବ ଏନକେ ପାଦ ଚିହ୍ନ ରହିଛି ଓ ସେହି ସ୍ଥାନ ରେ ହିଁ କଇଁ ଫୁଟିଛି । ଏହା ମାଳିକା ରେ ମହା ପୁରୁଷ ଅଚ୍ୟୁତ ଙ୍କ ର ଲେଖିଛନ୍ତି ଯେ ପର୍ବତ ଶିଖର ରେ ଫୁଟିଲା କଇଁ ,ମସ୍ତ କେ ମୋହର ଲଗାଇ ଦିଅ ହେ ସାଇ ।


ଏହି ପାହାଡ ର ଦୈବୀକ କୁଣ୍ଡ ରେ କଇଁ ଫୁଟୁଛି , ତେବେ ବନ୍ଧୁଗଣ ସେହି ସ୍ଥାନ ରେ ବହୁ ଦୈବୀକ କୁଣ୍ଡ ରହିଛି ଓ ଦୈବୀକ ଚିହ୍ନ ମଧ୍ୟ ଦେଖିବାକୁ ମିଳିଛି । ସେହି ସ୍ଥାନ ରେ ଜଣେ ବାବା ରହୁଛନ୍ତି ଓ ସେ କହିଛନ୍ତି ଯେ ସେଠାରେ ଥିବା ପାଦ ଚିହ୍ନ ଟି ମହାଦେବ ଙ୍କ ର ଅଟେ । ବନ୍ଧୁଗଣ ଏହି ପାହାଡ ଟିଆର ଦୁଇ ଟି ଗୁମ୍ଫା ରହିଛି ଗୋଟେ ହୁଅଛି ଜମ୍ବେଶ୍ଵର ଗୁମ୍ଫା ଓ ଅନ୍ୟ ଟି ହଉଛି ଭବାନୀ ଶଙ୍କର ଗୁମ୍ଫା ।

ଏହି ଗୁମ୍ଫା ରେ ୫ ଟି ଦୈବୀକ କୁଣ୍ଡ ଅଛି ଓ ୩ ଟି ଦୈବୀକ କୁଣ୍ଡର ସନ୍ଧାନ ପାଇ ସାରିଲେଣି ,ଆଉ ଦୁଇ ଟି କୁଣ୍ଡ ର ଆବଶ୍ୟକତା ରହିଛି । ତେବେ ବନ୍ଧୁଗଣ ସେଠାରେ ଥିବା ବାବା ଜଣକ ଗଣ ମାଧ୍ୟମ ରେ ସରକାର ଅନୁରୋଧ କରିଛନ୍ତି ଯେ ଏହାର ରକ୍ଷଣ ଭକ୍ଷଣ କରିବା ପାଇଁ ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ, ପାଣିରେ ଜଳୁଛି ଦୀପ !

ଭାରତରେ ରହିଥିବା ବିଭିନ୍ନ ଧର୍ମ ସ୍ଥାନ ଗୁଡିକର ସ୍ୱତନ୍ତ୍ର ମାହାତ୍ମ୍ୟ ରହିଛି ସେଗୁଡିକର ପୌରାଣିକ ଗ୍ରନ୍ଥା ଓ ଚମତ୍କାରୀର ରହସ୍ୟ …

Leave a Reply

Your email address will not be published.