Breaking News

ACF ସୌମ୍ୟ ଙ୍କ ମୃ-ତ୍ୟୁ ରହସ୍ୟ ଉପରୁ ଉଠୁଛି ପରଦା, OIC ମମତା ପଣ୍ଡାଙ୍କୁ ତିନି ଘଣ୍ଟା ମାରାଥନ ଜେରା ପରେ ସତ ଓଗାଳିଲେ ମମତା!

ଦର୍ଶକ ବନ୍ଧୁ ପାରଳାଖେମୁଣ୍ଡି ଏସିଏଫ ଙ୍କ ମୃ-ତ୍ୟୁ ପଛ ର ରହସ୍ୟ ଖୋଜୁଛି କ୍ରାଇମବ୍ରାଞ୍ଚ , ତେବେ ବର୍ତ୍ତମାନ ସମୟ ରେ କ୍ରାଇମବ୍ରାଞ୍ଚ ଗୁରଣ୍ଡୀ ଥାନା ଓଆଇସି ମମତା ପଣ୍ଡା ଙ୍କୁ ଜେରା କରିଛି । ହଁ ବନ୍ଧୁ ଏହି ଲେଡି ପୋଲିସ ଜଣକ ହଉଛନ୍ତି ସେହି ବ୍ୟକ୍ତି ଯିଏ କି ମୃ-ତ ସୌମ୍ୟ ଙ୍କ ଆମ୍ବୁଲାନ୍ସ କୁ କିଛି ସମୟ ପାଇଁ ଅଟକାଇ ଥିଲେ । ତେବେ କୁହାଯାଉଛି ସେଡି ଦିନ ଓଆଇସି ମମତା ପଣ୍ଡା ଙ୍କ ଡ୍ଯୁଟି ନଥିଲା କିନ୍ତୁ ସେ ୟୁନିଫର୍ମ ରେ ନିଜ ଥାନା ଅଧୀନ ରେ ନ ଯାଉଥିବା ସ୍ଥାନ ରେ ହଠାତ କଣ ପାଇଁ ରାତି ଅଧ ରେ ପହଞ୍ଛି ଆମ୍ବୁଲାନ୍ସ କୁ ଅଟକାଇ ଥିଲେ ।


ବନ୍ଧୁଗଣ ଏହି 3 ଦିନମଧ୍ୟ ରେ କ୍ରାଇମବ୍ରାଞ୍ଚ 15 ଜଣକ ଙ୍କୁ ଜେରା କରିସାରିଲେଣି । ଗତ କାଲି ମମତା ପଣ୍ଡା ଙ୍କୁ ଜେରା କରିଥିଲା କ୍ରାଇମବ୍ରାଞ୍ଚ । ଦୀର୍ଘ 3 ଘଣ୍ଟା ପର୍ଯ୍ୟନ୍ତ ଜେରା କରିଥିଲା କ୍ରାଇମବ୍ରାଞ୍ଚ । ବନ୍ଧୁଗଣ ଏହାରି ଭିତରେ ଏଊ ଏକ ନୂଆ ମୋଡ ସାମ୍ନା ଆସିଛି ଯେ , ଏକ ଭିଡିଓ ରେ ପାରଳାଖେମୁଣ୍ଡି ଡିଏଫେଓ ସଂଗ୍ରାମ କେଶରୀ ଦୁଇ ଡାକ୍ତର ଙ୍କ ପାଖ ରେ ବସିଛନ୍ତି ଓ ଜଣେ ଡାକ୍ତର କିଛି ଲେଖୁଛନ୍ତି ।


ତେବେ ବନ୍ଧୁଗଣ ହସ୍ପିଟାଲ ରେ ଡିଏଫଓ କଣ କରୁଛନ୍ତି ଓ ପୁଣି ଡାକ୍ତର ଙ୍କ ସହ କଣ ଆଲୋଚନା କରିଛନ୍ତି , କଣ ଡାକ୍ତର ଲେଖୁଛନ୍ତି । କଣ ଏହି ଭିଡିଓ ଟି ମୃ-ତ ସୌମ୍ୟ ଙ୍କ ପୂର୍ବ ରୁ ନା ପରବର୍ତ୍ତୀ ସମୟ ରେ ହୋଇଛି ତାହା ସ୍ପଷ୍ଟ ଭାବେ ଜଣା ପଡି ନହିଁ କିନ୍ତୁ ଏହି ଭିଡିଓ ରେ ଡିଏଫଓ ବହୁତ ଭୟବିତ ହୋଇଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ଏପଟେ କ୍ରାଇମବ୍ରାଞ୍ଚ କୁ ମମତା ପଣ୍ଡା କ୍ରାଇମବ୍ରାଞ୍ଚ ଙ୍କ ସମସ୍ତ ପ୍ରଶ୍ନ ର ଉତ୍ତର ଦେଇଛନ୍ତି କିନ୍ତୁ ଗଣ ମାଧ୍ୟମ ନିକଟ ରେ କିଛି ବି ପ୍ରକାଶ କରୁ ନାହାଁନ୍ତି ମମତା ପଣ୍ଡା । ତେବେ ଦେଖାଯାଉ ଆଗାମୀ ଦିନ ମାନ ଙ୍କ ଭିତରେ କଣ ହଉଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆସୁଛି ବଡ ଲଘୁଚାପ, ପ୍ରବଳ ବର୍ଷିବ, ଏହି ସବୁ ଜିଲ୍ଲାକୁ ସତର୍କ ଘଣ୍ଟି

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଆସି ଯାଇଛି ପାଣିପାଗ କୁ ନେଇ , ହଁ ବନ୍ଧୁ …

Leave a Reply

Your email address will not be published. Required fields are marked *