Breaking News

ଦେଖନ୍ତୁ କେମିତି ବର୍ଷା (Varsha) ତାଙ୍କ ବାପା କଥା ୨୧ ବର୍ଷ ପରେ ମନେ ପକାଇ କାନ୍ଦିଲେ, ଆଉ କହିଲେ ତୁମେ ଥିଲା ଆଜି…

ଦର୍ଶକ ବଡହ୍ନୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଯୋଡି ଅନୁଭବ ଓ ବର୍ଷା ବର୍ତ୍ତମାନ ସମୟ ରେ ନିଜ କିଛି ପାରିବାରିକ ବିବାଦ କୁ ନେଇ ଅଲଗା ହୋଇଯାଇଛନ୍ତି । ଏହି ବିବାଦ ର ସମାଧାନ ଏ ପର୍ଯ୍ୟନ୍ତ ହୋଇନାହିଁ କିନ୍ତୁ ଏହି ବିବାଦ ଦିନ କୁ ଦିନ ବଢିବ ରେ ଲାଗିଛି । ଏହି ବିବାଦ ର ସମାଧାନ ପାଇଁ ଉଭୟ କୋର୍ଟ ର ଦ୍ଵାରସ୍ଥ ହୋଇଥିଲେ ମଧ୍ୟ କୋର୍ଟ ଏହାର ସମାଧାନ କରି ପାରିନାହିଁ । ହଁ ବନ୍ଧୁ କୋର୍ଟ ଏହି ଦୁଇ ଯୋଡି ଏନକେ ସମାଧାନ ପାଇଁ ଚାହିଁଥିଲେ ମଧ୍ୟ ଏହା ସମ୍ଭବ ହୋଇ ପାରିନାହିଁ କାରଣ ଅନୁଭବ ଉପସ୍ଥିତ ହେଉଥିବା ସମୟ ରେ ବର୍ଷା ଉପସ୍ଥିତ ରହି ପାରୁନଥିଲେ ଓ ଯେବେ ବର୍ଷା ଉପସ୍ଥିତ ହେଉଥିଲେ ସେତେବେଳେ ଅନୁଭବ ଆସୁ ନଥିଲେ ଓ ସେଥିପାଇଁ ଉଭୟ ଙ୍କ ସମାଧାନ ହବ ରେ ବିଳମ୍ବ ହୋଇଛି ।


ବନ୍ଧୁଗଣ ଏହି ଦୁଇ ଙ୍କ ବିବାଦ ସମାଧାନ ହୋଇ ପାରୁନାହିଁ ବୋଲି ଉଭୟ ବହୁତ ପ୍ରାଭାବିତ ହେଉଛନ୍ତି ହଁ ବନ୍ଧୁ ବିବାଦ ସମାଧାନ ନହେବ କାରଣ ରୁ ବର୍ଷା ଅଭିନୟ ଜଗତ ରୁ ସଂପୂର୍ଣ୍ଣ ଭାବେ ଦ୍ଯରେଇ ଅଛନ୍ତି ଓ ଯାହାଫଳ ରେ ସେ ବହୁ ଅସୁବିଧା ରେ ସମ୍ମୁଖୀନ ହଉଛନ୍ତି । ବର୍ଷା ଙ୍କ ଭଳି ଅନୁଭବ ମଧ୍ୟ ପ୍ରଭାବିତ ହେଉଛନ୍ତି ରାଜନୈତିକ କ୍ଷେତ୍ର ରେ , ଏହି କାରଣ ରୁ ତାଙ୍କୁ ଅନେକ ବିଜେଡି କାର୍ଯ୍ୟ ରୁ ଦୂରେଇ ରଖିଛନ୍ତି । ସେଥିପାଇଁ ନିଜ ପାରିବାରିକ ବିବାଦ କୁ ନେଇ ଅନୁଭବ ରାଜନୈତିକ ଜୀବନ ରେ ବହୁ ପରିମାଣ ରେ ପ୍ରଭାବିତ ହୋଇଛନ୍ତି ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କିଛି ଦିନ ତଳେ ବର୍ଷା ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଏକ ଫଟୋ ସେୟାର କରିଥିଲେ ଏହି ଫଟୋ ଟି ବହୁ ପରିମାଣ ରେ ଭାଇରାଲ ହବା ରେ ଲାଗିଛି । ତେବେ ବନ୍ଧୁଗଣ ଏହି ଫଟୋ ରେ ବର୍ଷା ତାଙ୍କ ତାଙ୍କ ପିତା ଙ୍କ ଫଟୋ ପାଖ ରେ ବସିଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଓ ଏହି ଫଟୋ ଟି ପୋସ୍ତ କରିବା ସହିତ ଉପରେ ଲେଖିଥିଲେ ଯେ ଏହି ଦୁନିଆ ଟା ତୁମ ଭଳି କାହିଁକି ନୁହେଁ ବାପା , ଏହି କଥା ରୁ ଭଲ ଭାବ ରେ ଜଣା ପଡିଯାଉଛି ଯେ ସେ ତାଙ୍କ ପିତା ଙ୍କୁ ବହୁତ ମନେ ପକାଉଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରଥମ ଥର ଦେଖନ୍ତୁ Anu Chaudhury ଜୀବନୀ ଓ ପରିବାର ତାଙ୍କ ଘରେ କିଏ କିଏ ସବୁ ଅଛନ୍ତି ଏବଂ ତାଙ୍କ ସ୍ୱାମୀ କିଏ !

ଆପଣମାନେ ଅନୁ ଚୌଧୁରୀ ଙ୍କୁ ସିନେମାରେ ବିଭିନ୍ନ କ୍ୟାରେକ୍ଟର ରେ ଅଭିନୟ କରିଥିବାର ଆପଣମାନେ ନିଶ୍ଚିତ ଦେଖିଥିବେ ସାଙ୍ଗମାନେ ଆପଣ …

Leave a Reply

Your email address will not be published.