Breaking News

ଭିଡିଓ ଦେଖନ୍ତୁ – ବି-ବା-ହି-ତ ମହିଳା ଙ୍କୁ ଯୁବକ ପ୍ରେ-ମ ନିବେଦନ କରିଥିଲେ, ଆଉ ତାପରେ ଯାହା ହେଲା ଦେଖନ୍ତୁ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆ ରେ ଏକ ଭିଡିଓ ବେସ ଭାଇରାଲ ହବା ରେ ଲାଗିଛି ଓ ଏହି ଭାଇରାଲ ଭିଡିଓ ରେ ଜଣେ ଯୁବକ ଙ୍କୁ ଜଣେ ବିବାହିତ ମହିଳା ଚପଲ ରେ ମା-ରୁ-ଥି-ବାର ଦୃଶ୍ୟ ଦେଖିବାକୁ ମିଳିଛି । ହଁ ବନ୍ଧୁ ଘଟଣା ଟି ଘଟିଛି ବାଲେଶ୍ଵର ଜିଲ୍ଲା ଖନ୍ତପଡା ଥାନା ଅଧିକ ସେରଗଡ ଅଞ୍ଚଳ ର ରେ 16 ନଂ ଜାତୀୟ ରାଜପଥ ଉପରେ ଜଣେ ମହିଳା ,ଜଣେ ଯୁବକ ଙ୍କୁ ମା-ରୁ-ଥି-ବା-ର ଦୃଶ୍ୟ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହବା କୁଲାଗିଛି ।


ତେବେ ବନ୍ଧୁଗଣ ସୂଚନା ଅନୁସାରେ ତୁରିଗୁଡିଆ ଅଞ୍ଚଳ ର ଜଣେ ଯୁବକ ସେରଗଡ ଅଞ୍ଚଳ ରେ ଥିବା ଜଣେ ବିବାହିତ ମହିଳା ଙ୍କ ସହ ଫେସବୁକ ରେ ଚାଟିଙ୍ଗ ପରେ ସେ ମୋବାଇଲ ରେ ନମ୍ବର ଆଣି କଥା ହେଉଥିଲେ । ତେବେ ସେରଗଡ ଟୋଲଗେଟ ନିକଟ ରେ ମହିଳା ଯୁବତୀ ଙ୍କୁ ଦେଖିବା ପାଇଁ ଅପେକ୍ଷା କରିଥିଲେ ଓ ଫୋନ ମଧ୍ୟ କରିଥିଲେ ।

ତେବେ ସେ ବିବାହିତ ମହିଳା ଜଣକ ସେହି ସ୍ଥାନ ରେ ପହଞ୍ଚି ଥିଲେ ଓ ଯୁବକ ଙ୍କୁ ନିଜ ଚପଲ ମାଧ୍ୟମ ରେ ବା-ଡେ-ଇ-ଥିଲେ ଓ ଅ-ଶ୍ଳୀ-ଳ ଭାଷା ରେ ଗାଳିଗୁଲଜ କରିଥିଲେ । ଏହି ଦୃଶ୍ୟ କିଛି ସମୟ ରେ ପରେ ଦେଖିବାକୁ ମିଳିଛି ଯେ ଜଣେ ବୟସ୍କ ବ୍ୟକ୍ତି ଆସିକି ଏହା କୁ ଅଟକାଇବା କୁ ଚେଷ୍ଟା କରୁଛନ୍ତି । ତେବେ ଏହି ଭିଡିଓ ଟି ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବେସ ଭାଇରାଲ ହବା ରେ ଲାଗିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରେମ କରୁଥିବା ସମୟରେ ଧରା ପଡିଲେ ପ୍ରେମୀ ଯୁଗଳ, ଗାଁ ଲୋକ ତାଙ୍କ ସହ ଏପରି କଲେ ଜାଣିଲେ ଆପଣ ମୁଣ୍ଡରେ ହାତ ଦେଇଦେବେ…

ନମସ୍କାର ବନ୍ଧୁଗଣ ପ୍ରେମ କରିବା ସମୟରେ ଧରି ନେଲେ ଗାଁ ଲୋକେ। ସାମ୍ନାକୁ ଆସିଛି ଏପରି ଏକ ଭିଡିଓ ଯାହା …

Leave a Reply

Your email address will not be published.