Breaking News

ଭିଡିଓ ଦେଖନ୍ତୁ – ବିବାହ ପରେ ପ୍ରଥମ ଥର ସ୍ଵାମୀଙ୍କ ସହ ପୁରୀ ବୁଲିବା ପାଇଁ ଗଲେ ଅଭିନେତ୍ରୀ ଜାଙ୍କଲିନ (Janklin)

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ବହୁ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ଶୁଟିଙ୍ଗ ସେଟ ରେ ଅଭିନୟ କରି ପରସ୍ପର କୁ ଭଲପାଇ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ତେବେ ବନ୍ଧୁଗଣ ବହୁ ଅଭିନେତା ଓ ଅଭିନେତ୍ରୀ ମାନେ ବିବାହ ପରେ ନିଜ ସ୍ଵାମୀ ଠାରୁ ବିଚ୍ଛେଦ ହୋଇଯାଇଛନ୍ତି କିନ୍ତୁ ବହୁ କମ ଅଭିନେତା ଓ ଅଭିନେତ୍ରୀ ବର୍ତ୍ତମାନ ସମୟ ରେ ବିବାହ ପରେ ବେସ ଖୁସି ରେ ଅଛନ୍ତି ।

ବନ୍ଧୁଗଣ ଠିକ ସେହିଭଳି ବର୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଯୋଡି ଅରବିନ୍ଦ ଓ ଜାଙ୍କଲିନ ଙ୍କ କିଛି ମଜା ମସ୍ତି କରୁଥିବା ର ଭିଡିଓ ସୋସିଆଲ ମିଡିଆ ରେ ବେସ ଭାଇରାଲ ହବ ରେ ଲାଗିଛି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଗତ କିଛି ମାସ ତଳେ ଏହି ଦୁଇ ଯୋଡି ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ , ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଦୁଇ ଜୋଶୀ ଏକ ରିଆଲିଟି ସୋ ରେ ଅଭିନୟ କରି ଥିଲେ ଓ ପରସ୍ପର କୁ ଭଲ ପାଇ ବସିଥିଲେ ।


ଭଲପାଇବା ର 3 ବର୍ଷ ପରେ ଏହି ଦୁଇ ଯୋଡି ହାତ କୁ ଦୁଇ ହାତ ହୋଇ ବେସ ଖୁସି ଥିବା ର ଜଣା ପଡିଛନ୍ତି । ହଁ ବନ୍ଧୁ ଏହି ଦୁଇ ଯୋଡି ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହିଥାନ୍ତି ଓ ସୋସିଆଲ ମିଡିଆ ରେ ବହୁ ମଜା ମସ୍ତି କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥାଏ ଓ ଏହି ଦୃଶ୍ୟ ରୁ ସ୍ପଷ୍ଟ ଭାବେ ଜଣା ପଡିଥାଏ ଯେ ଏହି ଦୁଇ ଯୋଡି ବେସ ଖୁସି ରେ ଅଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଏହି ଦୁଇ ଯୋଡି ଙ୍କ ଏକ ଭିଡିଓ ସୋସିଆଲ ମିଡିଆ ରେ ବେସ ଭାଇରାଲ ହବ ରେ ଲାଗିଛି ଓ ଏହି ଭିଡିଓ ରେ ଉଭୟ ପୁରୀ ସମୁଦ୍ର କୁଳ ରେ ବୁଲିବା ସହିତ ବହୁ ସାରା ମଜାମସ୍ତି କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରଥମ ଥର ଦେଖନ୍ତୁ Anu Chaudhury ଜୀବନୀ ଓ ପରିବାର ତାଙ୍କ ଘରେ କିଏ କିଏ ସବୁ ଅଛନ୍ତି ଏବଂ ତାଙ୍କ ସ୍ୱାମୀ କିଏ !

ଆପଣମାନେ ଅନୁ ଚୌଧୁରୀ ଙ୍କୁ ସିନେମାରେ ବିଭିନ୍ନ କ୍ୟାରେକ୍ଟର ରେ ଅଭିନୟ କରିଥିବାର ଆପଣମାନେ ନିଶ୍ଚିତ ଦେଖିଥିବେ ସାଙ୍ଗମାନେ ଆପଣ …

Leave a Reply

Your email address will not be published.