Breaking News

ଦେଖନ୍ତୁ ଭିଡିଓ – ଓଡିଆ ଅଭିନେତ୍ରୀ ଝିଲ୍ଲିକ (Jhilik) ଆନିଶା (Aanisha) ଓ ସୁଭାଶିଷଙ୍କ ଝିଅ ଦେଲେ ଏହି ଦାମୀ ଉପହାର, ଦାମ ଜାଣିଲେ ଚକିତ ହେବେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତ୍ରୀ ଝିଲ୍ଲିକ ଭଟ୍ଟାଚାର୍ଯ୍ଯ ବର୍ତ୍ତମାନ ସମୟ ରେ ଏକ ସୁନ୍ଦର ଉପହାର ଦେଇଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଯୋଡି ଆନିଶା ଶର୍ମା ଓ ସୁଭାସିସ ଙ୍କ ଝିଅ ଙ୍କୁ , ତେବେ ଆସନ୍ତୁ ଜାଣିବା ରେ ଯେ ଏହି ଉପହାର ରେ କଣ କଣ ଦେଇଛନ୍ତି ,


ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଝିଲ୍ଲିକ ଙ୍କ ଅଭିନୟ ଔ ଦେଖିବାକୁ ମିଳୁନାହିଁ କାରଣ ସେ ବର୍ତ୍ତମାନ ସମୟ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ବିବାହ ପରେ ସେ ଓଡିଆ ଇଣ୍ଡଷ୍ଟ୍ରି ରୁ ଟିକେ ଦୂରେଇ ଯାଇଛନ୍ତି । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଯୋଡି ସୁଭାସିସ ଓ ଅନିଶା ଙ୍କ ଏକ କନ୍ୟା ସନ୍ତାନ ଜନ୍ମ ଲାଭ କରିଛି ଓ ଏହି ଦୁଇ ଯୋଡି ନିଜ ନିଜ ଝିଅ ର ନାମ ଭିୟୋନା ଶର୍ମା ।


ତାହେଲେ ବନ୍ଧୁଗଣ ପ୍ରଥମ ଥର ପାଇଁ ଭିୟୋନା ଙ୍କୁ ଉପହାର ଦେଇଛନ୍ତି ଝିଲ୍ଲିକ , ତେବେ ଏହି ଉପହାର ରେ ଝିଲ୍ଲିକ ଭିୟୋନା ଙ୍କୁ ଏକ ଭେସ୍ଳେଟ ଓ କିଛି ବେବି ପ୍ରଡ଼କ୍ଟ ଦେଇଛନ୍ତି । ଝିଲ୍ଲିକ ଦେଇଥିବା ଉପହାର କୁ ଅନିଶା ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରି ବହୁତ ଧନ୍ୟବାଦ ଜଣାଇଛନ୍ତି ଓ ଏହାର ପ୍ରତିକ୍ରିୟା ରେ ଝିଲ୍ଲିକ କହିଛନ୍ତି ମୋର କୁନି ସାଙ୍ଗ ଆସିଗଲା । ବନ୍ଧୁଗଣ ଆପଣ ମାନେ କଣ ଜାଣିଛନ୍ତି କି ସୁଭାସିସ ଅନିଶା ଓ ଝିଲ୍ଲିକ ଭଲ ସାଙ୍ଗ ଅଟନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଘରେ ଏକୁଟିଆ କେମିତି ସମୟ କାଟୁଛନ୍ତି ଅନୁଭବ (Anubhav Mohanty) ଭିଡିଓ ଦେଖିଲେ ଆଖି ଲୁହରେ ଭିଜିଯିବ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ବହୁ ଲୋକ ପ୍ରିୟ ଅଭିନେତା ଅଛନ୍ତି ଯେଉଁମାନେ କି …

Leave a Reply

Your email address will not be published. Required fields are marked *