Breaking News

ଦେଖନ୍ତୁ ଭିଡିଓ – ଶ୍ରାବଣ ମାସରେ ନାଗ ନାଗୁଣୀ ମିଲନର ବିରଳ ଦୃଶ୍ୟ , ମନରେ ଭକ୍ତି ଥିଲେ ନିଶ୍ଚୟ ସେୟାର କରନ୍ତୁ

ଦର୍ଶକ ବନ୍ଧୁ ଆଜି ଆମେ ଆପଣ ଙ୍କୁ ବିରଳ ଦୃଶ୍ୟ ବିଷୟ ରେ କହିବାକୁ ଯାଉଛୁ , ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ନାଗ ନାଗୁଣୀ ଙ୍କ ମିଳନ ପ୍ରାୟତ ଅଧିକ ଗାଁ ଗହଳି ଦେଖିବାକୁ ମିଳିଥାଏ କିନ୍ତୁ ବର୍ତ୍ତମାନ ସମୟ ରେ ଆମ ରାଜଧାନୀ ରେ ଏହିଭଳି ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ।


ବନ୍ଧୁଗଣ ଯଦି ଏହି ନାଗ ନାଗୁଣୀ ଙ୍କ ମିଳନ ଦୃଶ୍ୟ ଗାଁ ଗହଳି ଯଦି କିଏ ଦେଖିଥାଏ ତ ତାର ନିକଟ ରେ ଏକ ବଡ ଧଳା ଲୁଗା ପରି ହଳଦୀ ପାଣି ପକାଇଥାଏ ଓ ଏହା କରିବା ଦ୍ବାରା ସେମାନ ଙ୍କ ର ମଙ୍ଗଳ ହୋଇଥାଏ ଓ ଜୀବନ ରେ କିଛି ଅସୁବିଧା ହୋଇ ନଥାଏ । ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଏହି ନାଗ ନାଗୁଣୀ ଙ୍କ ବିରଳ ଦୃଶ୍ୟ ଭୁବନେଶ୍ବର ର ରାଜ ମହଲ ଛକ ନିକଟ ରେ ଥିବା ଏକ ରାସ୍ତା ର ଡ୍ରେନ ଉପରେ ବସା ଯାଇଥିବେ ନଳା ରେ ନାଗ ନାଗୁଣୀ ଖେଳୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।


ଏହି ନାଗ ନାଗୁଣୀ ଙ୍କ ମିଳନ ଦୃଶ୍ୟ ଜଣେ ବ୍ୟକ୍ତି ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ପୋଷ୍ଟ କରିଥିଲେ ଓ ପରବର୍ତ୍ତୀ ସମୟ ରେ ଏହା ବହୁ ପରିମାଣ ରେ ଭାଇରାଲ ହୋଇଥିଲା । ତାହେଲେ ବବନ୍ଧୁଗାଁ ଏହି ମିଳନ ବର୍ତ୍ତମାନ ସମୟ ରେ ଦେଖିବାକୁ ମିଳିଥାଏ , ବହୁ ଜାଗା ରେ ମାନେ ଗାଁ ଗହଳି ମାନ ଙ୍କ ରେ ଅଧିକ ଦେଖାଯାଇଥାଏ ଏହି ନଗ ନାଗୁଣୀ ଙ୍କ ମିଳନ ଓ ଏହି ମିଳନ ଦେଖାଇବା ପାଇଁ ବହୁ ଲୋକ ସେଠାରେ ଉପସ୍ଥିତ ହୋଇ ଦେଖୁଥିବେ । ତେବେ ବନ୍ଧୁଗଣ ଏହି ମିଳନ ସମୟ ରେ ସେତେବେଳେ ଆଶ୍ଚର୍ଯ୍ୟ ଲାଗିବ ଯେତେବେଳେ ନାଗ ନାଗୁଣୀ ମିଳନ ସମୟ ରେ ସେମାନେ ଲଞ୍ଜ ମାଧ୍ୟମ ରେ ଠିଆ ହୋଇ ଖେଳୁଥିବାର ର ଦେଖିବାକୁ ମିଳିଥାଏ ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଦେଖନ୍ତୁ ଆଶ୍ଚର୍ଯ୍ୟ ଭିଡିଓ – ମଣିଷ ଛୁଆ ଜନ୍ମ କରିଲା ଛେଳି! ନିଜେ ନଦେଖିଲେ ବିଶ୍ଵାସ କରି ପାରିବେ ନାହିଁ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଲୋକ ପ୍ରିୟ ହୋଇଥିବା ସୋସିଆଲ ମିଡିଆ ରେ ସବୁ ଦିନ କିଛି …

Leave a Reply

Your email address will not be published. Required fields are marked *