Breaking News

ଦେଖନ୍ତୁ ଭିଡିଓ – ପ୍ରଥମ ଥର ପାଇଁ ଦେଖନ୍ତୁ ଶୁଭାଶିଶ ଓ ଆନିଶା (Subhasis Aanisha) ଙ୍କ ଝିଅ ଦେଖିବା ପାଇଁ କିପରି

ଦର୍ଶକ ବନ୍ଧୁ ପ୍ରଥମ ଥର ପାଇଁ ନିଜ ଝିଅ ର ଫଟୋ କୁ ଅନିଶା ଶର୍ମା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି । ତାହେଲେ ଆଜି ଆମେ ସୁଭାସିସ ଓ ଅନିଶା ଶର୍ମା ଙ୍କ ଝିଅ କୁ ଦେଖିବା ଓ ତାଙ୍କ ବିଷୟ ରେ କିଛି ଜାଣିବା ଆମର ଏହି ପେଜ ମାଧ୍ୟମ ରେ ।


ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଯୋଡି ସୁଭାସିସ ଓ ଅନିଶା ଶର୍ମା ଙ୍କ ଏକ କନ୍ୟା ସନ୍ତାନ ଜନ୍ମ ହୋଇଛି । ଆପଣ ମାନେ ଜାଣିଥିବେ ଏହି ଦୁଇ ଯୋଡେ ଏକ ରିଆଲିଟି ସୋ ମାନେ ଏକ ଧାରାବାହିକ ରେ ପ୍ରଥମେ ଦେଖା ହୋଇଥିଲେ ଓ ପରେ ପରେ ଉଭୟ ଙ୍କୁ ଭଲପାଇ ବସିଥିଲେ ଓ ବର୍ତ୍ତମାନ ସମୟ ରେ ଉଭୟ ବିବାହ ବନ୍ଧନ ରେ ବାନ୍ଧି ହୋଇ ସାରିଛନ୍ତି ଓ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଛି ।

ଅନିଶା ଓ ଓ ସୁଭାସିସ ତାଙ୍କ ଝିଅ ର ଫଟୋ କୁ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି ଓ ସେ ତାଙ୍କ ଝିଅ ର ନାମ ରଖିଛନ୍ତି ଭିୟୋନା ଶର୍ମା । ବନ୍ଧୁଗଣ ଗତ କାଲୀ ଭିୟୋନା ଶର୍ମା ଙ୍କ ଏକୋସିଆ ହୋଇଥିଲା ଓ ଏହି ଏକୋସିଆ ଫଟୋ ଅନିଶା ଓ ସୁଭାସିସ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରିଥିଲେ । ତେବେ ଏହି ଫଟୋ ରେ ତାଙ୍କ ଝିଅ ହାତ ରେ ଏକ ସୁନା ର କଙ୍କଣ ପିନ୍ଧିଛନ୍ତି ଓ ଏହି କଙ୍କଣ ଟି ଅନିଶା ତାଙ୍କ ଝିଅ କୁ ଉପହାର ଦେଇଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହିରୋ ଆକାଶ (Akash Dasnayak) ତାଙ୍କର ଫ୍ୟାନ ମାନଙ୍କୁ ଦେଲେ ଏକ ବହୁତ ବଡ ଖୁସି ଖବର, ଖୁସି ଖବର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଆପଣ ମାନେ ନିଶ୍ଚୟ ଆକାଶ ଦାସ ଙ୍କୁ ଜାଣିଥିବେ , ସେ ବହୁ ଗୁଡିଏ ଚଳଚିତ୍ର ରେ ତାଙ୍କ ଜବରଦସ୍ତ …

Leave a Reply

Your email address will not be published. Required fields are marked *