Breaking News

ଦେଖନ୍ତୁ ଭିଡିଓ – ବାହାଘର ପରେ ପ୍ରଥମ ଥର ଗୁଡୁଙ୍କ (Gudu) ସ୍ତ୍ରୀ ପ୍ରିୟଙ୍କା ତାଙ୍କୁ କଣ ରୋଷେଇ କରି ଖାଇବା ପାଇଁ ଦେଲେ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ହାସ୍ୟ ଅଭିନେତା ଗୁଡୁ ଗତ କିଛି ଦିନ ତଳେ ହାତ କୁ ଦୁଇ ହାତ ହୋଇଛନ୍ତି । ତାହେଲେ ବନ୍ଧୁଗଣ ପ୍ରଥମ ଥର ପାଇଁ ଗୁଡୁ ଙ୍କ ପତ୍ନୀ ମାମା ରୋଷେଇ କରିଛନ୍ତି ଗୁଡୁ ଙ୍କ ପାଇଁ , ହଁ ବନ୍ଧୁ ପ୍ରଥମ ଥର ପାଇଁ ମାମା ତାଙ୍କ ଶାଶୁଘରେ ରୋଷେଇ କରୁଥିବାର ଦୃଶ୍ୟ ସୋସିଆଲ ମିଡିଆ ରେ ବେସ ଭାଇରାଲ ହବା ରେ ଲାଗିଛି । ତାହେଲେ ଆସନ୍ତୁ ଏହି ବିଷୟ ରେ ସଂପୂର୍ଣ୍ଣ ଖବର ଟି କଣ ରହିଛି ଜାଣିବା ,

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗୁଡୁ ବହୁସାରା ଚଳଚିତ୍ର ରେ ଜବରଦସ୍ତ କମିଡି ନିଶ୍ଚୟ ଦେଖିଥିବେ ଓ ତାଙ୍କ ଜବରଦସ୍ତ କମିଡି ଲୋକ ମାନ ଙ୍କୁ ବହୁତ ପସନ୍ଦ ଆସିବା ସହିତ ଲୋକ ପ୍ରିୟ ମଧ୍ୟ ହୋଇପାରିଥିଲେ । ତେବେ ଆପଣ ମାନେ ଜାଣିଥିବେ ଯେ ଗୁଡୁ ଭଲ ଅଭିନୟ କରିବା ସହିତ ଭଲ ନାଚ ମଧ୍ୟ କରିଥାନ୍ତି । ଗୁଡୁ ତାଙ୍କ ପ୍ରେମିକା କୁ ବିବାହ କରିଛନ୍ତି ।

ଗୁଡୁ ଙ୍କ ପ୍ରେମିକା ନାମ ହଉଛି ମାମା , ତେବେ ଗୁଡୁ ତାଙ୍କୁ ଫେସବୁକ ରେ ଦୀର୍ଘ 6 ମାସ ପର୍ଯ୍ୟନ୍ତ ଭଲ ପାଇବା ପରେ ପ୍ରିୟଙ୍କା ଙ୍କୁ ବିବାହ କରିଥିଲେ । ଏହି ବିବାହ ଘରେ କେବଳ ଉଭୟ ଙ୍କ ପରିବାର ଲୋକ ଓ ସମ୍ପର୍କୀୟ ଉପସ୍ଥିତ ଥିଲେ । ତେବେ ବନ୍ଧୁଗଣ ବିବାହ ପରେ ବର୍ତ୍ତମାନ ଗୁଡୁ ଙ୍କ ପତ୍ନୀ ମାମା ପ୍ରଥମ ଥର ପାଇଁ ତାଙ୍କ ଶାଶୁଘରେ ରୋଷେଇ କରୁଥିବାର ଦୃଶ୍ୟ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଛି , ଏହି ଫଟୋ ଟି ଗୁଡୁ ନିଜେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରଥମ ଥର ଦେଖନ୍ତୁ Anu Chaudhury ଜୀବନୀ ଓ ପରିବାର ତାଙ୍କ ଘରେ କିଏ କିଏ ସବୁ ଅଛନ୍ତି ଏବଂ ତାଙ୍କ ସ୍ୱାମୀ କିଏ !

ଆପଣମାନେ ଅନୁ ଚୌଧୁରୀ ଙ୍କୁ ସିନେମାରେ ବିଭିନ୍ନ କ୍ୟାରେକ୍ଟର ରେ ଅଭିନୟ କରିଥିବାର ଆପଣମାନେ ନିଶ୍ଚିତ ଦେଖିଥିବେ ସାଙ୍ଗମାନେ ଆପଣ …

Leave a Reply

Your email address will not be published.