Breaking News

ପ୍ରଥମ ଥର ପାଇଁ ଦେଖନ୍ତୁ ମାୟା ସିରିଏଲରେ ଅଭିନୟ କରୁଥିବା ଗିରୀଶଙ୍କ (Piyush Tripathy) ପରିବାର ର ଫୁରା ଫଟୋ

ଦର୍ଶକ ବନ୍ଧୁ ଆପଣ ମାନେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ଲୋକ ପ୍ରିୟ ଧାରାବାହିକ ମାୟା ଧାରାବାହିକ ଟି କୁ ଆପଣ ମାନେ ନିଶ୍ଚୟ ଦେଖିଥିବେ । ତେବେ ଏହି ଧାରାବାହିକ ରେ ବହୁ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଅଭିନୟ କରୁଥିବା ର ନଜର ଆସୁଛନ୍ତି , ତେବେ ବନ୍ଧୁଗଣ ଏହି ଧାରାବାହିକ ରେ ଜଣେ ନୂଆ ଅଭିନେତା ଯାହାଙ୍କ ନାମ ରହିଛି ଗିରିଶ , ଏହି ଅଭିନେତା ଜଣକ ଗତ କିଛି ଦିନ ହେଲା ଏହି ଧାରାବାହିକ ରେ ଅଭିନୟ କରୁଥିବାର ଆପଣ ମାନେ ଦେଖୁଥିବେ ତେବେ ଆଜି ଆମେ ଏହି ଅଭିନେତା ଙ୍କ ରିଅଲ ଲାଇଫ ବିଷୟ ରେ ଜାଣିବା ,


ତେବେ ବନ୍ଧୁଗଣ ଆପଣ ମାନେ ଏହି ଅଭିନେତା ଙ୍କୁ ମାୟା ଧାରାବାହିକ ରେ ମୁଖ୍ୟ ଅଭିନେତା ଙ୍କ ବାପା ଙ୍କ ଚରିତ୍ର ରେ ଅଭିନୟ କରୁଥିବା ର ଆପଣ ମାନେ ନିଶ୍ଚୟ ଦେଖୁଥିବେ । ତେବେ ଏହି ଧାରାବାହିକ ରେ ତାଙ୍କ ନାମ ରହିଛି ଗିରୀଶ , ତାହେଲେ ଗିରିଶ ଙ୍କ ପ୍ରକୃତ ନାମ ହଉଛି ପିୟୁଷ । ସେ ଓଡିଆ ଯାତ୍ରା ଜଗତ ରେ ଅଭିନୟ କରିବା ସହ ଓଡିଆ ଇଣ୍ଡଷ୍ଟ୍ରି ରେ ବହୁ ଚଳଚିତ୍ର ଓ ଧାରାବାହିକ ରେ ଅଭିନୟ କରିଛନ୍ତି ।


ତେବେ ବନ୍ଧୁଗଣ ପିୟୁଷ ହେଉଛନ୍ତି ଓଡିଆ ଯାତ୍ରା ଜଗତ ର ଜଣେ ଲୋକ ପ୍ରିୟ ଅଭିନେତା , ସେ କେତେବେଳେ ମୁଖ୍ୟ ଅଭିନେତା ଭାବେ ନଜର ଆସୁଛନ୍ତି ତ ଔ କେତେବେଳେ ନେଗେଟିଭ ଚରିତ୍ର ରେ ଅଭିନୟ କରୁଥିବାର ଦେଖିବାକୁ ମିଳିଛି । ପ୍ରାୟତଃ ଦର୍ଶକ ତାଙ୍କ ମୁଖ୍ୟ ଖ-ଳ-ନା-ୟ-କ ଅଭିନୟ କୁ ବହୁତ ପସନ୍ଦ କରିଛନ୍ତି । ପିୟୁଷ ବର୍ତ୍ତମାନ ସମୟ ରେ କଟକ ରେ ରହୁଛନ୍ତି ଓ ତାଙ୍କ ପରିବାର କହିଲେ ବାପା,ମା ଓ ପିୟୁଷ ଙ୍କ ସ୍ତ୍ରୀ ଓ ତାଙ୍କ ପୁଅ । ତେବେ ପିୟୁଷ ହଉଛନ୍ତି ଜଣେ ବ୍ରାହ୍ମଣ ପରିବାର ରେ ଜନ୍ମ କରିଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଘରେ ଏକୁଟିଆ କେମିତି ସମୟ କାଟୁଛନ୍ତି ଅନୁଭବ (Anubhav Mohanty) ଭିଡିଓ ଦେଖିଲେ ଆଖି ଲୁହରେ ଭିଜିଯିବ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ବହୁ ଲୋକ ପ୍ରିୟ ଅଭିନେତା ଅଛନ୍ତି ଯେଉଁମାନେ କି …

Leave a Reply

Your email address will not be published. Required fields are marked *