Breaking News

ଭିଡିଓ ଦେଖନ୍ତୁ – ଓଡିଆ ଅଭିନେତ୍ରୀ ଜିନା (Zeena Samal) ଙ୍କୁ ତାଙ୍କ ସ୍ଵାମୀ ରୁଦ୍ର (Rudra) ତାଙ୍କୁ ସାଇକେଲରେ ବସି ବୁଲେଇଲେ

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ବହୁ ଅଭିନେତା ଓ ଅଭିନେତ୍ରୀ ଶୁଟିଙ୍ଗ ସେଟ ରୁ ଭଲପାଇ ବିବାହ କରିଥାନ୍ତି ତ ଆଉ କିଛି ଅଭିନେତା ଓ ଅଭିନେତ୍ରୀ ମାନେ ନିଜ ପ୍ରେମିକା ବା ପ୍ରେମିକ ଙ୍କୁ ବିବାହ କରିଥାନ୍ତି । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଜେନ ଲୋକ ପ୍ରିୟା ଅଭିନେତ୍ରୀ ଯିଏ କ ଏକ ରିଆଲିଟି ସୋ ମାଧ୍ୟମ ରେ ନିଜ ଜୀବନ ସାଥି କୁ ପାଇଥିଲେ , ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହଉଛନ୍ତି ଜିନା ସାମଲ ।

ତେବେ ବନ୍ଧୁଗଣ ଆପଣ ମାନେ ଜିନା ଙ୍କୁ ବହୁସାରା ଚଳଚିତ୍ର ଓ ଧାରାବାହିକ ରେ ଅଭିନୟ କରିଥିବାର ଆପଣ ମାନେ ନିଶ୍ଚୟ ଦେଖିଥିବେ , ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଚଳଚିତ୍ର ଓ ଧାରାବାହିକ ରେ ଅଭିନୟ କରିବା ପୂର୍ବରୁ ସେ ଲୋକ ପ୍ରିୟ ହୋଇଥିଲେ । ହଁ ବନ୍ଧୁ ସେ ତାଙ୍କ କ୍ଯାରିୟର ଆଲବମ ଦୁନିଆ ରୁ କରିଥିଲେ ଓ ସେ ଆଲବମ ହିରୋଇନ ଭାବେ ବେସ ପରିଚିତ ଥିଲେ । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସେ ଓଡିଆ ଇଣ୍ଡଷ୍ଟ୍ରି ଜଣେ ଲୋକ ପ୍ରିୟ ଅଭିନେତ୍ରୀ ।

ଆପଣ ମାନେ ଜାଣିଥିବେ ଜିନା ଙ୍କ ଜୀବନ ସାଥି ପାଇଁ ତାଙ୍କୁ ନେଇ ଏକ ରିଆଲିଟି ସୋ କରାଯାଇଥିଲା ଓ ଏହି ସୋ ର ନାମ ରଖାଯାଇଥିଲା ଜିନା ର ଜୀବନ ସାଥି । ଏହି ସୋ ସମସ୍ତ ରାଉଣ୍ଡ ପରେ ବିଜେତା ହୋଇଥିଲେ ରୁଦ୍ର , ତେବେ ଜିନା ଓ ରୁଦ୍ର ପରସ୍ପର କୁ ସେହି ସୋ ରେ ବିବାହ କରିଥିଲେ । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଏହି ଦୁଇ ଯୋଡି ଙ୍କ କିଛି ଭିଡିଓ ସୋସିଆଲ ମିଡିଆ ରେ ବେସ ଭାଇରାଲ ହବା ରେ ଲାଗିଛି । ହଁ ବନ୍ଧୁ ଗୋଟିଏ ଭିଡିଓ ରେ ଜିନା ଓ ରୁଦ୍ର ଗୋଟିଏ ସାଇକେଲ ରେ ରୁଦ୍ର ଚଲାଉଥିବା ସମୟ ରେ ଜିନା ପଛ କେରିୟାଲ ରେ ବସିଛନ୍ତି ଓ ଅନ୍ୟ ଏକ ଭିଡିଓ ରେ ରୁଦ୍ର ଏକ ପ୍ଲାଷ୍ଟିକ ଛୋଟ ବେଙ୍ଗ କୁ ନେଇ ଜିନା ଙ୍କୁ ଡରାଉଥିବାର ଦେଖିବାକୁ ମିଳିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରଥମ ଥର ଦେଖନ୍ତୁ Anu Chaudhury ଜୀବନୀ ଓ ପରିବାର ତାଙ୍କ ଘରେ କିଏ କିଏ ସବୁ ଅଛନ୍ତି ଏବଂ ତାଙ୍କ ସ୍ୱାମୀ କିଏ !

ଆପଣମାନେ ଅନୁ ଚୌଧୁରୀ ଙ୍କୁ ସିନେମାରେ ବିଭିନ୍ନ କ୍ୟାରେକ୍ଟର ରେ ଅଭିନୟ କରିଥିବାର ଆପଣମାନେ ନିଶ୍ଚିତ ଦେଖିଥିବେ ସାଙ୍ଗମାନେ ଆପଣ …

Leave a Reply

Your email address will not be published.