Breaking News

ଭିଡିଓ ଦେଖନ୍ତୁ – ବିବାହ ପରେ ପ୍ରଥମ ଥର ପାଇଁ ଶୁଟିଙ୍ଗ ସେଟକୁ ଗଲେ ଓଡିଆ ଅଭିନେତ୍ରୀ ଝିଲ୍ଲିକ (Jhilik)

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ଜଣେ ଲୋକ ପ୍ରିୟ ଅଭିନେତ୍ରୀ ଙ୍କ ଅଭିନୟ ଆଉ ଦେଖିବାକୁ ମିଳୁନି କାରଣ ସେ ବିବାହ କରିବା ଦିନ ଠାରୁ ଅଭିନୟ ଦୁନିଆ ଋ ଦୂରେଇ ଯାଇଥିଲେ କିନ୍ତୁ ବର୍ତ୍ତମାନ ସମୟ ରେ ପ୍ରଥମ ଥର ପରଦା ଉପରେ ନଜର ଆସିଲେ ଏହି ଅଭିନେତ୍ରୀ ଜଣକ । ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହଉଛନ୍ତି ଝିଲ୍ଲିକ ଭଟ୍ଟାଚାର୍ଯ୍ଯ ।


ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଗତ ବର୍ଷ ଝିଲ୍ଲିକ ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡେଇ ଙ୍କୁ ବିବାହ କରିଥିଲେ । ବିବାହ ପରେ ଓଡିଆ ଇଣ୍ଡଷ୍ଟ୍ରି ରୁ ଦୂରେଇ ଯାଇଥିଲେ ଓ ନିଜ ସ୍ବାମୀ ଙ୍କ ସହ ମିଶି ସାମାଜିକ କାମ କରୁଥିଲେ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଝିଲ୍ଲିକ ହେଉଛନ୍ତି ଜଣେ ବଙ୍ଗୀୟ ଅଭିନେତ୍ରୀ , ସେ ଓଡିଆ ଇଣ୍ଡଷ୍ଟ୍ରି କୁ ଆସିଥିଲେ ଅଭିନୟ କରିବା ପାଇଁ । ତେବେ ଝିଲ୍ଲିକ ଭଟ୍ଟାଚାର୍ଯ୍ଯ ଓଡିଆ ଇଣ୍ଡଷ୍ଟ୍ରି ବହୁ ଚଳଚିତ୍ର ରେ ମୁଖ୍ୟ ଅଭିନେତ୍ରୀ ଚରିତ୍ର ରେ ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକ ପ୍ରିୟ ହୋଇପାରିଥିଲେ ଓ ସେ ଓଡିଆ ଇଣ୍ଡଷ୍ଟ୍ରି ରେ ଏକ ସ୍ଵତନ୍ତ୍ର ପରିଚୟ ପାଇଥିଲେ ।


ତେବେ ବନ୍ଧୁଗଣ ସେ ଓଡିଆ ଚଳଚିତ୍ର ରେ ଓଡିଆ ବୋହୁ ଅଭିନୟ କରୁ କରୁ ରିଅଲ ଲାଇଫ ରେ ଓଡିଆ ବୋହୁ ହୋଇଯାଇଥିଲେ । ଓଡିଆ ବୋହୁ ରୀତି ନୀତି ବ୍ୟବହାର ସ୍ଵାମୀ ,ସାସୁଶଶୁର ଙ୍କ ସେବା ଭଳି ସବୁ କ୍ଷେତ୍ର ରେ ଝିଲ୍ଲିକ ନିପୁଣ ଅଛନ୍ତି । ତେବେ ବିବାହ ପରେ ଓଡିଆ ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇଥିଲେ କିନ୍ତୁ ବର୍ତ୍ତମାନ ସମୟ ରେ ପୁଣି ଥରେ ପରଦା ରେ ନଜର ଆସିଛନ୍ତି ଏହି ଅଭିନେତ୍ରୀ ଜଣକ । ହଁ ବନ୍ଧୁ ଜୀ ସାର୍ଥକ ଟିଭି ରେ ପ୍ରସାରିତ ହେଉଥିବା ରିଆଲିଟି ଶୋ ରଜ କୁଇନି ର ଗ୍ରାଣ୍ଡ ଫାଇନାଲ ରେ ଜଜ ଭାବେ ଯୋଗ ଦେଇଥିଲେ ଝିଲ୍ଲିକ । ହଁ ବନ୍ଧୁ ସେ ଏହି ରିଆଲିଟି ଶୋ ରିୟା ଙ୍କ ଶହ ମିଶି ବହୁ ସାରା ମଜା ମସ୍ତି କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହିରୋ ଆକାଶ (Akash Dasnayak) ତାଙ୍କର ଫ୍ୟାନ ମାନଙ୍କୁ ଦେଲେ ଏକ ବହୁତ ବଡ ଖୁସି ଖବର, ଖୁସି ଖବର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଆପଣ ମାନେ ନିଶ୍ଚୟ ଆକାଶ ଦାସ ଙ୍କୁ ଜାଣିଥିବେ , ସେ ବହୁ ଗୁଡିଏ ଚଳଚିତ୍ର ରେ ତାଙ୍କ ଜବରଦସ୍ତ …

Leave a Reply

Your email address will not be published. Required fields are marked *