Breaking News

ଭିଡିଓ ଦେଖନ୍ତୁ – ପ୍ରଥମ ଥର ନିଜ ସ୍ତ୍ରୀଙ୍କୁ ନେଇ ପୁରୀ ବୁଲିବାକୁ ଗଲେ କମେଡିଆନ ଗୁଡୁ (Gudu)

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ବହୁ କଳାକାର ଅଛନ୍ତି , ଏହି କଳାକାର ମାନ ଙ୍କ ମଧ୍ୟ ରୁ ବହୁ କଳାକାର ଅଛନ୍ତି ଯେଉଁ ମାନେ ଚଳଚିତ୍ର ରେ ମୁଖ୍ୟ ଅଭିନେତା ଚରିତ୍ର ରେ ଅଭିନୟ କରି ବେସ ଲୋକ ପ୍ରିୟ ହୋଇ ପାରିଥାନ୍ତି ଠିକ ସେହିଭଳି ଜଣେ ହାସ୍ୟ ଅଭିନେତା ମଧ୍ୟ ଚଳଚିତ୍ର ରେ ଜବରଦସ୍ତ କମିଡି ଦେଖାଇ ଲୋକ ମାନ ଙ୍କୁ ବେସ ହସାଇ ବେସ ଲୋକ ପ୍ରିୟ ହୋଇପାରିଥାଏ । ତାହେଲେ ଆଜି ଆମେ ଠିକ ସେହିଭଳି ଜଣେ ଅଭିନେତା ଙ୍କ ବିଷୟ ରେ ଜାଣିବା ଯିଏ ଭଲ କମିଡି କରିବା ସହିତ ଭଲ ନାଚ ମଧ୍ୟ କରିଥାନ୍ତି ଓ ଠିକ ସେହିଭଳି ଜଣେ ହାସ୍ୟ ଅଭିନେତା ହେଉଛନ୍ତି ଗୁଡୁ ।


ତାହେଲେ ବନ୍ଧୁଗଣ ଗୁଡୁ ଙ୍କ ପ୍ରକୃତ ନାମ ହଉଛି ସାୱାନ ସୁମନ ନାୟକ । ସେ ବର୍ତ୍ତମାନ ତାଙ୍କ ପରିବାର ଙ୍କ ସହ ଭୁବନେଶ୍ୱର ରେ ରହୁଛନ୍ତି । ତାଙ୍କ ପରିବାର ରେ ସେ ତାଙ୍କ ବାପା, ମା,ଭଉଣୀ ଏକାଠି ରହୁଛନ୍ତି । ତାଙ୍କ ବାପା ଜଣେ ସରକାରୀ କର୍ମଚାରୀ ଓ ମା ହେଉଛନ୍ତି ଜଣେ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣେ ମେକପ ଅଟିଷ୍ଟ ।


ତେବେ ବନ୍ଧୁ ଗୁଡୁ ପ୍ରଥମେ ଶିଶୁ କଳାକାର ଭାବେ ଅଭିନୟ ଆରମ୍ଭ କରିଥିଲେ ସେ ଚଳଚ୍ଚିତ୍ର ର ନାମ ହେଉଛି ସମୟ ଖେଳୁଛି ଚକା ଭଉଁରୀ । ତା ପରେ ସେ ଫାଲତୁ କଥା ରେ ପପୁ ଙ୍କ ସହ ଅଭିନୟ କରି ଲୋକ ପ୍ରିୟ ହୋଇ ପାରିଥିଲେ । ତା ପରେ ସେ ରଙ୍ଗିଲା ଟୋକା, ବାଳୁଙ୍ଗା ଟୋକା ରେ ଜବରଦସ୍ତ ଅଭିନୟ ଦେଖାଇ ଲୋକ ପ୍ରିୟ ହୋଇ ପାରିଥିଲେ । ତାଙ୍କ କମିଡି ମାଧ୍ୟମ ରେ ସେ ଲୋକ ମାନ ଙ୍କୁ ବହୁତ୍ ହସାଇ ଥିଲେ ।


ତେବେ ବନ୍ଧୁଗଣ ଗତ କିଛି ଦିନ ତଳେ ଗୁଡୁ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ , ସେ ତାଙ୍କ ପ୍ରେମିକା ପ୍ରିୟଙ୍କା ଙ୍କୁ ଭଲପାଇ ବିବାହ କରିଛନ୍ତି ଓ ବର୍ତ୍ତମାନ ସମୟ ରେ ଉଭୟ ବେସ ଖୁସି ରେ ଅଛନ୍ତି । ହଁ ବନ୍ଧୁ ଏହି ଦୁଇ ଙ୍କ ବହୁ ଗୁଡିଏ ଫଟୋ ଓ ଭିଡିଓ ସୋସିଆଲ ମିଡିଆ ରେ ବେସ ଭାଇରାଲ ହବ ରେ ଲାଗିଛି । ଏହି ଭିଡିଓ ଓ ଫଟୋ ରୁ ସ୍ପଷ୍ଟ ଭାବେ ଜଣା ପଡୁଛି ଯେ ଉଭୟ ବେସ ଖୁସି ରେ ଅଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରଥମ ଥର ଦେଖନ୍ତୁ Anu Chaudhury ଜୀବନୀ ଓ ପରିବାର ତାଙ୍କ ଘରେ କିଏ କିଏ ସବୁ ଅଛନ୍ତି ଏବଂ ତାଙ୍କ ସ୍ୱାମୀ କିଏ !

ଆପଣମାନେ ଅନୁ ଚୌଧୁରୀ ଙ୍କୁ ସିନେମାରେ ବିଭିନ୍ନ କ୍ୟାରେକ୍ଟର ରେ ଅଭିନୟ କରିଥିବାର ଆପଣମାନେ ନିଶ୍ଚିତ ଦେଖିଥିବେ ସାଙ୍ଗମାନେ ଆପଣ …

Leave a Reply

Your email address will not be published.