Breaking News

ଭିଡିଓ ଦେଖନ୍ତୁ – ଓଡିଆ ହିରୋ ହିରୋଇନ ମାନେ କେମିତି ପାଳନ କରିଲେ ସ୍ଵାଧୀନତା ଦିବସ

ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ଆମ ଓଡିଆ ଇଣ୍ଡଷ୍ଟ୍ରୀ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ କେମିତି ଏହି ଅଗଷ୍ଟ 15 ତାରିଖ ଟି କୁ ପାଳନ କରିଛନ୍ତି , ଆସନ୍ତୁ ଜାଣିବା । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ହେଲା ସରିଯାଇଛି ସ୍ବାଧୀନତା ଦିବସ , ତେବେ ଏହି ଦିନ ଟି କୁ ଆମ ଭାରତ ର ସମସ୍ତ ବ୍ୟକ୍ତି ଅପେକ୍ଷା କରି ଥାଆନ୍ତି କାରଣ ଏହି ତାରିଖ ରେ ଆମ ଭାରତ ସ୍ବାଧୀନ ପାଇଥିଲା , ହଁ ବନ୍ଧୁ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଦିନ ଇଂରେଜ ମାନ କବଳ ରୁ ଆମ ଭାରତ ସ୍ବାଧୀନ ପାଇଥିଲା ଓ ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ଆମେ ଏହି ତାରିଖ ରେ ସ୍ବାଧୀନତା ପାଳନ କରି ଆସୁଛୁ ଓ ଏହି ଦିନ ରେ ଆମେ ଆମର ସହିତ ହୋଇଥିବା ବୀର ପୁରୁଷ ଙ୍କ ନାମ ଧରି ଶ୍ଳୋଗାନ ଦେଇଥାଉ ଓ ପତାକା ଉତ୍କଳନ କରିଥାଉ ।

ତେବେ ବନ୍ଧୁଗଣ ସ୍ବାଧୀନ ପାଇବା ପଛ ରେ ଆମର ହଜାର ହଜାର ବୀର ନିଜ ଯିବନ କୁ ଲୋଭ ନ କରି ନିଜ ଦେଶ ପାଇଁ ଲଢି ଶହୀଦ ହୋଇଥିଲେ । ବନ୍ଧୁଗଣ ଇଂରେଜ ମାନେ ୨୦୦ ବର୍ଷ ଶାସନ କରିଥିଲେ , ଭାରତ କୁ ପୁରା କବଳିତ କରି ରଖିଥିଲେ ଓ ରାଜ ମଧ୍ୟ କରୁଥିଲେ , ତେବେ ଏହି ଅନ୍ୟାୟ ଓ ଅତ୍ୟାଚାର ସହି ନ ପାରି ଆଗେଇ ଆସିଥିଲେ ଆମର ବହୁ ବୀର ପୁରୁଷ , ହଜାର ହଜାର ବୀର ଶହୀଦ ହୋଇ ଥିଲେ ଓ ଭାରତ କୁ ସ୍ବାଧୀନତା ଦେଇଥିଲେ । ବନ୍ଧୁଗଣ କହିବାକୁ ଗଲେ ଏହି ବୀର ପୁରୁଷ ଙ୍କ ତ୍ୟାଗ ଓ ବଳିଦାନ ପାଇଁ ଆଜି ଆମେ ସ୍ବାଧୀନ ପାଇଛୁ ।

ତେବେ ବନ୍ଧୁଗଣ ଏହି ଦିନ ଟି କୁ ଭାରତ ରେ ସବୁସ୍ଥାନ ରେ ପାଳନ କରାଯାଇଥାଏ , ଠିକ ସେହିଭଳି ଆମ ଓଡ଼ିଶା ରାଜ୍ୟ ଗ୍ରାମ ଠାରୁ ସହର ପର୍ଯ୍ୟନ୍ତ ସବୁଠି ଏହି ସ୍ବାଧୀନତା ଦିବସ ଟି ପାଳନ ହୋଇଥାଏ । ଠିକ ସେହିପରି ଆମ ଓଡିଆ ଇଣ୍ଡଷ୍ଟ୍ରୀ ସମସ୍ତ ଅଭିନେତା ଓ ଅଭିନେତ୍ରୀ ମାନେ ଏହି ସ୍ବାଧୀନତା ଦିବସ ରେ ବହୁ ଛୋଟ ଛୋଟ ଭିଡିଓ କରି ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଘରେ ଏକୁଟିଆ କେମିତି ସମୟ କାଟୁଛନ୍ତି ଅନୁଭବ (Anubhav Mohanty) ଭିଡିଓ ଦେଖିଲେ ଆଖି ଲୁହରେ ଭିଜିଯିବ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ବହୁ ଲୋକ ପ୍ରିୟ ଅଭିନେତା ଅଛନ୍ତି ଯେଉଁମାନେ କି …

Leave a Reply

Your email address will not be published. Required fields are marked *