Breaking News

ଭିଡିଓ ଦେଖନ୍ତୁ – Live ରେ ଆସି ସ୍ଵାତିକ (Jagajit) ଓ ରାଧିକା (Mitali) କହିଲେ ନୂଆ ବୋହୂ ଛାଡିଲା ପରେ ଏକ ନୂଆ ସିରିଏଲ ରେ ନଜର ଆସିବେ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ଆପଣ ଙ୍କ ଲୋକ ପ୍ରିୟ ଧାରାବାହିକ ଟି ବନ୍ଦ ହୋଇଯାଇଛି ଓ ଯାହାଫଳ ରେ କି ଆପଣ ମାନେ ସାତ୍ଵିକ ଓ ରାଧିକା ଙ୍କ ଜବରଦସ୍ତ ଅଭିନୟ ଆଉ ଦେଖି ପାରୁନାହାଁନ୍ତି , ତେବେ ବନ୍ଧୁଗଣ ଖୁବ ଶୀଘ୍ର ଏହି ଦୁଇ ଯୋଡି ଙ୍କୁ ନେଇ ଆଉ ଏକ ନୂଆ ଧାରାବାହିକ ଆସିବାକୁ ଯାଉଛି । ତାହେଲେ ଆସନ୍ତୁ ଜାଣିବା କେଉଁ ନୂଆ ଧାରାବାହିକ ରେ ନଜର ଆସିବେ ଜାଣିବା ।

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ଏହି ଧାରାବାହିକ ଟି ବନ୍ଦ ହୋଇଯାଇଛି ଓ ଏହି ଧାରାବାହିକ ଷ୍ଟୋରି 18 ବର୍ଷ ଆଗକୁ ଚାଲିଯାଇଛି । ଏହି ନୂଆ ଧାରାବାହିକ ରେ ରାଧିକା ଓ ସାତ୍ଵିକ ଙ୍କ ଝିଅ ମୁଖ୍ୟ ଅଭିନେତା ଭାବେ ନଜର ଆସିବେ । ରାଧିକା ଓ ସାତ୍ଵିକ ଦୁହେଁ ଏହି ନୂଆ ଧାରାବାହିକ ରେ ମୃତ୍ଯୁ କରିଛନ୍ତି ।



ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଦୁଇ ଯୋଡି ଙ୍କ ଜବରଦସ୍ତ ଅଭିନୟ ପାଇଁ ନୂଆ ଧାରାବାହିକ ଟି ଓଡ଼ିଶା ର ଲୋକ ପ୍ରିୟ ଧାରାବାହିକ ହୋଇପାରିଥିଲା । ସାତ୍ଵିକ ଓ ରାଧିକା ଙ୍କ ଜବରଦସ୍ତ ଅଭିନୟ ଦର୍ଶକ ମାନ ଙ୍କୁ ବହୁତ ପସନ୍ଦ ଆସିଥିଲା , ତେବେ ନୂଆ ବୋହୁ ଧାରାବାହିକ ଟି ବନ୍ଦ ହୋଇଯାଇଥିଲେ ମଧ୍ୟ ଦର୍ଶକ ମାନେ ଏ ପର୍ଯ୍ୟନ୍ତ ରାଧିକା ଓ ସାତ୍ଵିକ ଅଭିନୟ ଦେଖିବା ପାଇଁ ଇଛୁକ ଅଛନ୍ତି । ବନ୍ଧୁଗଣ ଆମେ ଆପଣ ଙ୍କୁ କହି ରଖୁଛୁ ଯେ ଖୁବ ଶୀଘ୍ର ଏହି ଦୁଇ ଯୋଡି ଙ୍କୁନେଇ ଆଉ ଏକ ନୂଆ ଧାରାବାହିକ ଆସୁଛି , ଏହି ଧାରାବାହିକ ଟି ର ନାମ କଣ ଓ ଏହି ଧାରାବାହିକ ଟି କେଉଁ ଚ୍ଯାନେଲ ରେ ପ୍ରସାରିତ ହେବ ତାହା ସ୍ପଷ୍ଟ ଭାବେ ଜଣା ପଡ଼ିନାହିଁ କିନ୍ତୁ ଖୁବ ଶୀଘ୍ର ଏକ ନୂଆ ଧାରାବାହିକ ଏହି ଲୋକ ପ୍ରିୟ ଯୋଡି ନଜର ଆସିବେ ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଘରେ ଏକୁଟିଆ କେମିତି ସମୟ କାଟୁଛନ୍ତି ଅନୁଭବ (Anubhav Mohanty) ଭିଡିଓ ଦେଖିଲେ ଆଖି ଲୁହରେ ଭିଜିଯିବ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ବହୁ ଲୋକ ପ୍ରିୟ ଅଭିନେତା ଅଛନ୍ତି ଯେଉଁମାନେ କି …

Leave a Reply

Your email address will not be published. Required fields are marked *