Breaking News

ଆଶ୍ଚର୍ଯ୍ୟ ଭିଡିଓ ଦେଖନ୍ତୁ – ହଠାତ ଯେତେବେଳେ ଝିଅ ଟି ନଦୀ ଉପରେ ଚାଲିବାକୁ ଲାଗିଲା ଲୋକ ଚକିତ ହୋଇଗଲେ

ଦର୍ଶକ ବନ୍ଧୁ ଅପନ ମାନେ ସୋସିଆଲ ମିଡ଼ିଆ ରୁ ପ୍ରତିଦିନ କିଛି ନା କିଛି ଆଶ୍ଚର୍ଯ୍ୟ ଓ ଚକିତ କଲାଭଳି ଖବର ଦେଖିବାକୁ ପାଇଥିବେ , ତାହେଲେ ଆଜି ଆମେ ସେହିଭଳି ଏକ ଖବର ବିଷୟ ରେ ଜାଣିବା । ଏହି ଖବର ଟି ଜାଣିବା ପରେ ଅପନ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ , ତାହେଲେ ଆସନ୍ତୁ ଜାଣିବା ,ବନ୍ଧୁଗଣ ଏହି ଆଶ୍ଚର୍ଯ୍ୟ ଖବର ଟି ହେଲା ଯେ ବିହାର ର ଏକ ଗାଁ ରେ ପାଣି ଉପରେ ଦୌଡିବାକୁ ଲାଗିଲା ଜଣେ ଯୁବତୀ । ତା ପରେ କଣ ହେଲା ଆସନ୍ତୁ ଜାଣିବା ,

ବନ୍ଧୁଗଣ ଏହି ଦୁନିଆ ରେ ମଣିଷ ସଦା ସର୍ବଦା ସନ୍ଦେହ ଘେର ରହିଛି ଭଗବାନ ଅଛନ୍ତି କି ନହିଁ , ତାହେଲେ ବନ୍ଧୁଗଣ ମାନିଲେ ପଥର ହେଉଛି ଭଗବାନ ଓ ନ ମାନିଲେ ଭଗବାନ ହେଉଛନ୍ତି ପଥର । ଭଗବାନ ଏଇ ଦୁନିଆ ରେ ଅଛନ୍ତି ଓ ମନ ପବିତ୍ର ଥିଲେ ନିଶ୍ଚୟ ଭଗବାନ ଦେଖା ଦିଅନ୍ତି । ବନ୍ଧୁଗଣ ଆମେ ସେହିଭଳି ଏକ ଘଟଣା ବିଷୟ ରେ କହିବାକୁ ଯାଉଛୁ , ବନ୍ଧୁଗଣ ବିହାର ର ଖାଦରୋଇ ଜିଲ୍ଲା ରେ ଜଣେ ଆଶା ନାମକ ଜଣେ ଯୁବତୀ ଥିଲା ଓ ଏହି ଯୁବତୀ ଜଣକ ମା ଦୂର୍ଗା ଙ୍କ ଜଣେ ବଡ ଭକ୍ତ ଥିଲା । ହଁ ବନ୍ଧୁ ଯେମିତି କି ମା ଦୂର୍ଗା ମନ୍ଦିର କୁ ସବୁଦିନ ଯିବା ଓ ନବରାତ୍ରୀ ରେ ଉପବାସ ରହିବା ଆଶା ର ନିୟମ ଥିଲା ।

ବନ୍ଧୁଗଣ ଏହି ଯୁବତୀ ଜଣକ ନିଜ ଗାଁ ଲୋକ ଙ୍କୁ ଭଲ ସମ୍ମାନ ଓ ବ୍ୟବହାର ଦେଇଥାଏ , ତେବେ ଗାଁ ରେ ଯେଉଁଠି ବି ଦୂର୍ଗା ଙ୍କ ପୂଜା ହୋଇଥାଏ ତ ସେହିଠାରେ ଆଶା ଯୋଗଦାନ ଦେଇଥାଆନ୍ତି । ବନ୍ଧୁଗଣ ଆଶା ଛୋଟ ଛୋଟ ପିଲା ମାନ ଙ୍କୁ ପାଠ ପଢାଇବା ସହିତ ନିଜେ ମଧ୍ୟ ପଢୁଥିଲେ । ବନ୍ଧୁଗଣ କିଛି ଦିନ ପରେ ମହା ଶିବ ରାତ୍ରି ପର୍ବ ଆସିଲା ଓ ଗାଁ ରେ ମଧ୍ୟ ମେଳା ର ଆୟୋଜନ କରାଗଲା , ଆଶା ମଧ୍ୟ ମହା ଶିବରାତ୍ରି ଉପବାସ କରିଥିଲା ଓ ସୂର୍ଯ୍ୟ ଉଇଁବା ପୂର୍ବ ରୁ ସେ ଗାଁ ରୁ ଗଙ୍ଗା ନଦୀ କୂଳ ସ୍ଥିତ ଶିବ ଲିଙ୍ଗ ରେ ପୂଜା କରିବାକୁ ପହଞ୍ଚିଲା । ବନ୍ଧୁଗଣ ସେହି ସମୟ ରେ ଗଙ୍ଗାନଦୀ ର ପାଣି ବେଶ ଜୋର ରେ ପ୍ରବାହିତ ହେଉଥିଲା । ଯେତେବେଳେ ଆଶା ନାମକ ଏହି ଯୁବତୀ ସ୍ନାନ କରିବା ପାଇଁ ଭିତର କୁ ପ୍ରବେଶ କରୁଥାଏ , ହଠାତ ତାର ଗୋଡ ଖସି ଯିବାରୁ ସେ ଗଙ୍ଗାନଦୀ ଭିତର କୁ ଖସିଗଲା ଓ ସେହିଦିନ ମଧ୍ୟ ଗଙ୍ଗାନଦୀ ବେଶ ଜୋର ରେ ପ୍ରବାହିତ ହେଉଥିଲା ।

ତାହେଲେ ବନ୍ଧୁଗଣ ଆଶା ଜୋର ରେ ଡ଼ାକିଥିଲେ ମଧ୍ୟ ସେଠାରେ କଏହି ବି ଉପସ୍ଥିତ ନଥିଲେ କାରଣ ସେତେ ବସିକି ସକାଳ ମଧ୍ୟ ହୋଇନଥିଲା । ଆଶା ମନେ ମନେ ଭାବିଳା ଯେ ଆଜି ତାର ମୃତ୍ଯୁ ନିଶ୍ଚିନ୍ତ , କିନ୍ତୁ ବନ୍ଧୁଗଣ ଆଶା ଶେଷ ରେ ମା ଦୂର୍ଗା ଙ୍କୁ ଡାକିଲା । ତା ପରେ ବନ୍ଧୁଗଣ ଯାହା ହେଲା ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଯେ କାରଣ ଏକ କୁନି ଝିଅ ଯାହାର ବୟସ ପାଖାପାଖୀ ୭ ବର୍ଷ ହବ ବୋଲି ଅନୁମାନ କରା ଯାଉଛି ।

ତାହେଲେ କୁନି ଝିଅ ଟି ପାଣି ଉପରେ ଦଉଡି ଦଉଡି ଆଶା ନିକଟ ରେ ପହଞ୍ଚିଲା ଓ ସେଠାରେ ଆଶା ର ହାତ ଧରି ତାକୁ ଗଙ୍ଗାନଦୀ କୂଳ ରେ ଛାଡିଲା ଓ ଆଶା କିଛି ପଚାରିବାରୁ ପୂର୍ବ ରୁ ସେ ଝିଅ ଟି ସେଠାରୁ ଅନ୍ତର୍ଦ୍ଧାନ ହୋଇଯାଇଥିଲା । ଏହି କଥା ଟି ସମସ୍ତେ ଜାଣି ଯାଇଥିଲେ ଓ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ବନ୍ଧୁଗଣ କିଛି ସମୟ ପରେ ପୂଜାରୀ ଜଣକ ଏହି କଥା ଟି ଜାଣିବା ପରେ ଆଶା ନିକଟ କୁ ଆସି କହିଲେ ଯେ ଏହି କୁନି ଝିଅ ଟି ଆଉ କଏହି ନୁହଁନ୍ତି ମା ଦୂର୍ଗା ବୋଲି କହିଥିଲେ ଓ ଏହି କଥା ଟି ଶୁଣିବ ପରେ ଆଶା କାନ୍ଦି ପକାଇଥିଲେ । ତାହେଲେ ବନ୍ଧୁଗଣ ଅପନ ମାନେ ଏହି ଖବର ବିଷୟ ରୁ ଜାଣି ପାରୁଥିବେ ଯେ ଏ ଦୁନିଆ ରେ ଭଗବାନ ଅଛନ୍ତି କି ନହିଁ ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଦେଖନ୍ତୁ ଆଶ୍ଚର୍ଯ୍ୟ ଭିଡିଓ – ମଣିଷ ଛୁଆ ଜନ୍ମ କରିଲା ଛେଳି! ନିଜେ ନଦେଖିଲେ ବିଶ୍ଵାସ କରି ପାରିବେ ନାହିଁ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଲୋକ ପ୍ରିୟ ହୋଇଥିବା ସୋସିଆଲ ମିଡିଆ ରେ ସବୁ ଦିନ କିଛି …

Leave a Reply

Your email address will not be published. Required fields are marked *