Breaking News

ଭିଡିଓ ଦେଖନ୍ତୁ – ଜାଗା ପ୍ରେମରେ ବିଦେଶିନୀ, ସେ ରୁଷିଆ ଝିଅ ହେଲେ ଏବେ ଓଡିଶା ବୋହୂ, ତାଙ୍କର ଜାଗା ପ୍ରେମ ଦେଖିଲେ ଆପଣ ବି ସାବାସି ନଦେଇ ରହି ପାରିବେନି

ଦର୍ଶକ ବନ୍ଧୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଡୋରୀ ଲାଗିଲେ ଯିଏ ଯଉଁଠାର ଥିଲେ ମଧ୍ୟ ସେ କାଳିଆ ତା ନିକଟ କୁ ଡାକି ଆଣେ , ବନ୍ଧୁଗଣ କଥା ରେ ଅଛି କି ଅନାର୍ଥ ମାନ ଙ୍କ ର ନାଥ ହଉଛନ୍ତି ଶ୍ରୀ ଜଗନ୍ନାଥ , ଯାହାର କଏହି ନାହାଁନ୍ତି ତାର ସାହା ଜଗନ୍ନାଥ । ତାହେଲେ ବନ୍ଧୁଗଣ ଆଜି ଆମେ ଜାଣିବା ବିଦେଶିନୀ ଙ୍କ ଜଗା ପ୍ରୀତି । ହଁ ବନ୍ଧୁ ଜଣେ ବିଦେଶିନୀ ସୁଦୂର ଋଷିଆ ରୁ ଆସି ଶ୍ରୀକ୍ଷେତ୍ର ବୋହୁ ସାଜିଛନ୍ତି ଓ ତାଙ୍କ ନାମ ରହିଛି ଗୋପିକା ଦାସ ।


ନିଜ ଦେଶ ଛାଡି ଆମ ଓଡ଼ିଶା ରେ ଓଡିଆଣୀ ବେଶ ରେ ଶ୍ରୀକ୍ଷେତ୍ର ଦିନ କାଟୁଛନ୍ତି ଓ ଶ୍ରୀକ୍ଷେତ୍ର କଳା ସଂସ୍କୃତି କୁ ଆପଣେଇଛନ୍ତି । ହଁ ବନ୍ଧୁ ଜଗନ୍ନାଥ ଙ୍କ ଡୋରୀ ଏମିତି ଲାଗିଛି ଯେ ଶ୍ରୀକ୍ଷେତ୍ର ଧାମ ରେ ଶେଷ ନିଶ୍ଵାସ ତ୍ୟାଗ କରିବାକୁ ଇଚ୍ଛା ରଖିଛନ୍ତି । ହଁ ବନ୍ଧୁ ଖାଲି ସେତିକି ନୁହେଁ ଋଷିଆ ରେ ଥିବା ନିଜ ସଙ୍ଗ,ସାଥି,ବନ୍ଧୁ ଓ ପରିଜନ ଙ୍କୁ ଜଗନ୍ନାଥ ଙ୍କ ସମସ୍ତ ସଂସ୍କୃତି ଓ ଲୀଳାଖେଳ ବିଷୟ ରେ କହିଥାଆନ୍ତି ।


ହଁ ବନ୍ଧୁ ନିଜ ଦେଶ ରେ ଜଗନ୍ନାଥ ଙ୍କ ସଂସ୍କୃତି ର ପ୍ରଚାର ପ୍ରସାର ପାଇଁ ଲାଗି ପଡିଛନ୍ତି ଗୋପିକା ଦାସ । ତେବେ ବନ୍ଧୁଗଣ ରଥ ଯାତ୍ରା ଓ ଶ୍ରୀ ଜଗନ୍ନାଥ ସମସ୍ତ ନୀତିକାନ୍ତ ସରିବା ପରେ କଟକଣା କୋହଳ ହୋଇଛି ଓ ଗୋପିକା କାଳିଆ କୁ ଦେଖିବେ ବୋଲି ଧାଇଁ ଆସିଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଘରେ ଏକୁଟିଆ କେମିତି ସମୟ କାଟୁଛନ୍ତି ଅନୁଭବ (Anubhav Mohanty) ଭିଡିଓ ଦେଖିଲେ ଆଖି ଲୁହରେ ଭିଜିଯିବ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ବହୁ ଲୋକ ପ୍ରିୟ ଅଭିନେତା ଅଛନ୍ତି ଯେଉଁମାନେ କି …

Leave a Reply

Your email address will not be published. Required fields are marked *