Breaking News

ଅନୁଭବ ମହାନ୍ତିଙ୍କ (Anubhav) ସ୍ତ୍ରୀ ଅଧିକ ସୁନ୍ଦରୀ ନାଁ ତାଙ୍କ ଭାଉଜ ଅଧିକ ସୁନ୍ଦରୀ ଦେଖିଲେ ଆଶ୍ଚଯ୍ୟ ହୋଇଯିବେ !

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ଲୋକ ପ୍ରିୟ ଅଭିନେତା ଅନୁଭବ ମହାନ୍ତି ଙ୍କ ଭାଇ ଙ୍କ ପତ୍ନୀ କୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ , ହଁ ବନ୍ଧୁ ଆଜି ଆମେ ଅମର ଏହି ପେଜ ରେ ଜାଣିବାକୁ ପାଇବା ଯେ ଅନୁଭବ ଙ୍କ ଭାଉଜ ଙ୍କ ବିଷୟ ରେ , ତାହେଲେ ଆସନ୍ତୁ ଜାଣିବା ।


ତାହେଲେ ବନ୍ଧୁ ଗଣ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଲୋକ ପ୍ରିୟ ଅଭିନେତା ଅନୁଭବ ମହାନ୍ତି ଯିଏ କି ଜବରଦସ୍ତ ଅଭିନୟ କରିବା ସହିତ ଜଣେ ଜଣେ ରାଜନୀତିଜ୍ଞ ଅଟନ୍ତି । ବନ୍ଧୁଗଣ ଆପଣ ମାନେ ତାଙ୍କର ବହୁ ଗୁଡିଏ ଚଳଚିତ୍ର ରେ ତାଙ୍କ ଜବରଦସ୍ତ ଅଭିନୟ ଦେଖିଥିବେ । ଅନୁଭବ ମହାନ୍ତି ୨୦୦୪ ମସିହା ରେ ନିଜ ଅଭିନୟ ଜଗତ ରେ କ୍ୟାରିଆର ଆରମ୍ଭ କରିଥିଲେ ଓ ୨୦୧୩ ମସିହା ରେ ସେ ପଲିଟିକାଲ କ୍ୟାରିଆର ଆରମ୍ଭ କରିଥିଲେ ।


ତାହେଲେ ଆପଣ ମାନେ ଜାଣିଥିବେ ଅନୁଭବ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ବିବାହ କରିଛନ୍ତି । ତାହେଲେ ବନ୍ଧୁଗଣ ଅନୁଭବ ଙ୍କ ପରିବାର ରେ ତାଙ୍କ ବାପା,ମା ଓ ସାନ ଭାଇ ଓ ଭାଇ ବୋହୁ ଅଛନ୍ତି । ବନ୍ଧୁଗଣ ଅନୁଭବ ଙ୍କ ସାନ ଭାଇ ଜଣେ ବିଜିନେଶ ମ୍ୟାନ ଅଟନ୍ତି ସେ ୨୦୧୫ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ଓ ତାଙ୍କ ପତ୍ନୀ ଙ୍କ ନାମ ହଉଛି ପ୍ରେରଣା ମହାନ୍ତି । ପ୍ରେରଣା ଦେଖିବା ପାଇଁ ବହୁତ ସୁନ୍ଦର ଓ ଟ୍ୟାଲେଣ୍ଟ ମଧ୍ୟ ଅଛନ୍ତି । ଅନୁପ୍ରାସ ଓ ପ୍ରେରଣା ଙ୍କ ଏକ କୁନି ଝିଅ ଅଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସିନ୍ଦୁରର ଅଧିକାର Siriel ରେ ଅଭିନୟ କରୁଥିବା ଲିକୁନ ଚୌଧୁରୀଙ୍କ ଘର ଏବଂ ତାଙ୍କ ପରିବାରରେ କିଏ କିଏ ସବୁ ଅଛନ୍ତି ଏବଂ ସେ କେଉଁ ଓଡ଼ିଆ ହିରୋଇନ ଙ୍କୁ ବିବାହ କରିଛନ୍ତି….

ବନ୍ଧୁଗଣ ଆପଣମାନେ ତ ମିଠୁଙ୍କୁ ନିଶ୍ଚିତ ଜାଣିଥିବେ ଯିଏକି ସିନ୍ଦୁର ର ଅଧିକାର ସିରିଏଲ୍ ରେ ସେକେଣ୍ଡ ଲିଡ ଆକ୍ଟର …

Leave a Reply

Your email address will not be published.