Breaking News

ଭିଡିଓ ଦେଖନ୍ତୁ – ଓଡିଆ ଅଭିନେତା ବବି ମିଶ୍ର (Bobby Mishra) କିପରି ଶୁଟିଙ୍ଗ ସେଟରେ ଗୀତ ଗାଉ ଭାବବିହ୍ଵଳ ହୋଇଗଲେ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ଅନେକ କଳାକାର ଅଛନ୍ତି ଯେଉଁ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ଲୋକ ମାନ ଙ୍କ ପାଖ ରେ ବେଶ ଲୋକ ପ୍ରିୟ ହୋଇପାରିଛନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ କଣ ଜାଣିଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରୀ ରେ ବହୁ କମ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି ଯେଉଁ ମାନେ କି ଭଲ ଅଭିନୟ କରିବା ସହିତ ଭଲ ଗୀତ ମଧ୍ୟ ଗାଇଥାନ୍ତି ଯେମିତି କି ଆପଣ ମାନେ ଗତ କିଛି ଦିନ ତଳେ ଦେଖିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଶିଶୁ କାଳକର ଭାବେ ବେଶ ପରିଚିତ ଥିବା ଶିବାନୀ ଯିଏ କି ଭଲ ଅଭିନୟ କରିବା ସହିତ ଗୀତ ଗାଉଥିବା ର ଠିକ ସେହିଭଳି ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଲୋକ ଅଭିନେତା ବର୍ତ୍ତମାନ ସମୟ ରେ ବହୁତ ସୁନ୍ଦର ଗୀତ ଗାଇଛନ୍ତି ।


ତେବେ ବନ୍ଧୁଗଣ ଏହି ଅଭିନେତା ଜଣକ ହଉଛନ୍ତି ବବି ମିଶ୍ର । ତାହେଲେ ବନ୍ଧୁଗଣ ଏହି ଅଭିନେତା ଜଣକ ପ୍ରଥମେ ଆଲବମ ରେ ସୁପର ହିଟ ଗୀତ ରେ ଜବରଦସ୍ତ ନାଚ କରି ବେଶ ଲୋକ ପ୍ରିୟ ହୋଇପାରିଥିଲେ , ପରବର୍ତ୍ତୀ ସମୟ ରେ ଲୋକ ପ୍ରିୟ ହାସଲ କରି ଚଳଚିତ୍ର ରେ ଜବରଦସ୍ତ ଅଭିନୟ ଦେଖାଇ ଚଳଚିତ୍ର କୁ ସୁପର ହିଟ କରାଇଥିଲେ ଓ ବର୍ତ୍ତମାନ ସମୟ ରେ ଶୁଟିଙ୍ଗ ସେଟ ରେ ଜବରଦସ୍ତ ଗୀତ ଗାଈ ବେଶ ଚର୍ଚ୍ଚା ବିଷୟ ପାଲଟିଛନ୍ତି ବବି ମିଶ୍ର ।


ତାହେଲେ ବନ୍ଧୁଗଣ ବବି ମିଶ୍ର ଶୁଟିଙ୍ଗ ସେଟ ସମୟ ରେ ମଜାମସ୍ତି ରେ ଏକ ସୁନ୍ଦର ଗୀତ ଗାଇଛନ୍ତି ଓ ଏହି ଗୀତ ଟି ହେଲା ‘ତୁ ନୂଆ ସାୟାରୀ ତୁ ନୂଆ କବିତା ‘ ଏହି ଗୀତ ଟି ବେଶ ସୁନ୍ଦର ଭାବେ ଗାଇଛନ୍ତି । ବବି ମିଶ୍ର ଗାଉଥିବା ସମୟ ରେ ଉପସ୍ଥିତ ଥିଲେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଜବରଦସ୍ତ ଗାୟକ ବା ଗୀତ ନିର୍ଦ୍ଦେଶକ ଅଭିଜିତ ମୁଜାମଦର , ଓଡିଆ ଇଣ୍ଡଷ୍ଟ୍ରୀ ର ଲୋକ ପ୍ରିୟ ମୁଖ୍ୟ ଅଭିନେତା ଅମ୍ଳାନ ମିଶ୍ର ଭଳି ଅନେକ ଲୋକ ପ୍ରିୟ ସେଠାରେ ଉପସ୍ଥିତ ଥିଲେ । ବନ୍ଧୁଗଣ ବବି ମିଶ୍ର ବହୁତ ସୁନ୍ଦର ଗୀତ ଗାଉଛନ୍ତି ଓ ଏହି ଗାଉଥିବାର ଦୃଶ୍ୟ ସୋସିଆଲ ମିଡ଼ିଆ ରେ ବେଶ ଭାଇରାଳ ହବା ରେ ଲାଗିଛି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଘରେ ଏକୁଟିଆ କେମିତି ସମୟ କାଟୁଛନ୍ତି ଅନୁଭବ (Anubhav Mohanty) ଭିଡିଓ ଦେଖିଲେ ଆଖି ଲୁହରେ ଭିଜିଯିବ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ବହୁ ଲୋକ ପ୍ରିୟ ଅଭିନେତା ଅଛନ୍ତି ଯେଉଁମାନେ କି …

Leave a Reply

Your email address will not be published. Required fields are marked *