Breaking News

ପବିତ୍ର ଶ୍ରାବଣ ମାସ – ସାଧବା ମହିଳା ମାନେ ନିଜ ସ୍ବାମୀଙ୍କ ସହ ମିଶି ନିଶ୍ଚୟ କରନ୍ତୁ ଏହି 5ଟି କାମ, ଆପଣଙ୍କୁ ମିଳିବ ଏମିତି ଫାଇଦା

ଦର୍ଶକ ବନ୍ଧୁ ଏହି ଶ୍ରବଣ ମାସ ରେ ବିବାହିତ ମହିଳା ମାନେ କରନ୍ତୁ ଏହି କାର୍ଯ୍ୟ ଯାହା ଦ୍ବାରା ଆପଣ ଙ୍କ ଧନ,ସୁଖ ଓ ସମୃଦ୍ଧି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଏହି ଶ୍ରାବଣ ମାସ ଟି ହଉଛି ଶିବ ଙ୍କ ଅତି ପ୍ରିୟ ମାସ । ଏହି ମାସ ରେ ଭକ୍ତ ମାନେ ମହାଦେବ ଙ୍କ ପୂଜା କରିଥାଆନ୍ତି , ଓ ବିଭିନ୍ନ ନଦୀ ରୁ ପାଣି ଉଠାଇ ଭଗବାନ ଙ୍କ ଉପରେ ଅର୍ପଣ କରିଥାଆନ୍ତି ।


ତେବେ ବନ୍ଧୁଗଣ ଏହି ଶ୍ରାବଣ ମାସ ରେ ବିବାହିତ ମହିଳା ଙ୍କ ପାଇଁ କିଛି ନିୟମ ଅଛି । ତାହେଲେ ଆଜି ଆମେ ସେହି ନିୟମ ବିଷୟ ରେ ଜାଣିବା , ତାହେଲେ ବନ୍ଧୁଗଣ ପୂଜା କରି ଯାଉଥିବା ସମୟ ରେ ସଦା ସର୍ବଦା ନାଲି ଲୁଗା ପିନ୍ଧି କି ଯାଆନ୍ତୁ କାରଣ ନାଲି ଲୁଗା ଶୁଭ ର ପ୍ରତୀକ ଅଟେ ତାହେଲେ ବନ୍ଧୁ ଗାଁ ପ୍ରତି ଟି ଶୁଭ କାର୍ଯ୍ୟ ରେ ନାଲି ଶାଢୀ ବା ଲୁଗା ପିନ୍ଧନ୍ତୁ । ତାହେଲେ ଭଗବାନ ଶିବ ଙ୍କୁ ପୂଜା କରୁଥିବା ସମୟ ରେ ସଦା ସର୍ବଦା ନାଲି ଲୁଗା ପିନ୍ଧନ୍ତୁ ଯାହାଫଳ ରେ କି ଭଗବାନ ଶିବ ଓ ମାତା ପାର୍ବତୀ ଆର୍ଶୀବାଦ ରହିବ ।


ଏହି ମାସ ରେ ଯେଉଁ ମହିଳା ମାନେ ସୋମବାର ବ୍ରତ କରିଥାଆନ୍ତି ତାହେଲେ ଶଏହି ମହିଳା ମାନେ ବ୍ରାହ୍ମ ମୂହୁର୍ତ୍ତ ରୁ ଉଠି ସ୍ନାନ କରି ଭଗବାନ ଶିବ ଓ ମାତା ପାର୍ବତୀ ଙ୍କ ପୂଜା କରିବା ଉଚିତ । ତାହେଲେ ବନ୍ଧୁଗଣ ନାଲି ରଙ୍ଗ ସହ ଭଗବାନ ଶିବ ଓ ପାର୍ବତୀ ଙ୍କୁ ସବୁଜ ରଙ୍ଗ ମଧ୍ୟ ବହୁତ ପସନ୍ଦ ଥାଏ । ସେଥିପାଇଁ ଆପଣ ମାନେ ସବୁଜ ରଙ୍ଗ ର ଚୁଡି ବା ବସ୍ତ୍ର ପିନ୍ଧିଲେ ଆପଣ ଙ୍କ ର ଶୁଭ ହବ । ଠିକ ସେହିଭଳି ମନ୍ଦିର ଯାଉଥିବା ସମୟ ରେ ସଦା ସର୍ବଦା ସିନ୍ଦୁର ଓ ମଙ୍ଗଳ ସୂତ୍ର ପିନ୍ଧନ୍ତୁ , ଏହା କରିବା ଦ୍ବାରା ମାତା ପାର୍ବତୀ ଓ ଭଗବାନ ଶିବ ଖୁସି ହୋଇ ଅଖଣ୍ଡ ସୌଭାଗ୍ୟ ବତୀ ହବା ର ବରଦାନ ଦେଇଥାଆନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

୭ ଟି ଲାଲ ମନ୍ଦାର ଫୁଲ ଭଗବାନ ଙ୍କ ପାଖରେ ଅର୍ପଣ କରନ୍ତୁ ,ବଦଳିଯିବ ଆପଣଙ୍କ ଭାଗ୍ୟ

ମେଷ ରାଶି :- ବୃଥା ଭ୍ରମଣ , ଅଯଥା ଖର୍ଚ୍ଚ ଓ ଅଙ୍ଗ ପୀଡା ଦେଖାଦେବ ତେବେ ଜଗି ରାଖୀ …

Leave a Reply

Your email address will not be published. Required fields are marked *