Breaking News

ଭିଡିଓ ଦେଖନ୍ତୁ – କିପରି ଓଡିଆ ହିରୋଇନ ଅର୍ଚିତା ଙ୍କ ନଣନ୍ଦ ତାଙ୍କ ଠାରୁ ବି ଭଲ ଡ୍ୟାନ୍ସ କରୁଛନ୍ତି

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଜଣା ଶୁଣା ଲୋକ ପ୍ରିୟ ଅଭିନେତ୍ରୀ ଅର୍ଚିତା ସାହୁ , ଯିଏ କି ଆମ ଓଡିଆ ଇଣ୍ଡଷ୍ଟ୍ରୀ ରେ ଚୁଲବୁଲି ନାୟିକା ଭାବେ ବେଶ ପରଚିତ । ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଅର୍ଚିତା ଙ୍କ ଏକ ଭିଡିଓ ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ବେଶ ଭାଇରାଲ ହବା ରେ ଲାଗିଛି । ତାହେଲେ ଆସନ୍ତୁ ଜାଣିବା ଏହି ଭାଇରାଲ ଭିଡିଓ ବିଷୟ ରେ ଜାଣିବା ।


ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଲୋକ ପ୍ରିୟ ଯୋଡି ସୁପର ଷ୍ଟାର ସବ୍ୟସଚି ଓ ଅର୍ଚିତା ଗତ କିଛି ମାସ ତଳେ ବିବାହ ବନ୍ଧନ ରେ ବାନ୍ଧି ହବା ପରେ ଅର୍ଚିତା ଶପଥ ନେଇଥିଲେ ଯେ ସେ ତାଙ୍କ ସ୍ବାମୀ ସବ୍ୟସାଚୀ କରୁଥିବା ସହାୟ ରେ ତାଙ୍କ ସହ ମିଶି ମୁ ମଧ୍ୟ ଏହି କରୋନା ସମୟ ରେ ଲୋକ ମାନ ଙ୍କୁ ସହାୟ କରିବି । ତାହା ଆଜି ଫଳପ୍ରଦ ହୋଇଛି ହଁ ବନ୍ଧୁ ଏହି କରୋନା ର ସମୟ ରେ ସବ୍ୟସଚି ଓ ଅର୍ଚିତା ଦୁହେଁ ମିଶି ବହୁ ଲୋକ ନିକଟ କୁ ଅତି ଆବଶ୍ୟକ ମେଡ଼ିସିନ , ଅକ୍ସିଜେନ, ଭଳି ଅନେକ ଜିନିଷ ମଧ୍ୟ ଦେଇଛନ୍ତି । ଏହି ଦୁଇ ଜଣ ଙ୍କ ସହାୟ କୁ ଭୁଲି ପାରିବେ ନହିଁ ଆମ୍ ଓଡ଼ିଶା ବାସୀ ।


ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଅର୍ଚିତା ଙ୍କ କିଛି ଭିଡିଓ ସୋସିଆଲ ମିଡ଼ିଆ ରେ ବେଶ ଭାଇରାଲ ହବା ରେ ଲାଗିଛି , ହଁ ବନ୍ଧୁ ଏହି ଭିଡିଓ ରେ ଅର୍ଚିତା ତାଙ୍କ ମା ଙ୍କ ସହିତ ବହୁସାରା ମଜାମସ୍ତି କରିଥିବା ସମୟ ର ଅନ୍ୟ ଏକ ଭିଡିଓ ରେ ଅର୍ଚିତା ତାଙ୍କ ନଣନ୍ଦ ମାନେ ସବ୍ୟସଚି ଙ୍କ ଭଉଣୀ ଙ୍କ ସହିତ ବହୁ ସାରା ମଜା ମସ୍ତି କରିବା ସହିତ ଜବରଦସ୍ତ ନାଚ ଦେଖିବାକୁ ମିଳିଛି ଓ ଏହି ଭିଡିଓ ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ବେଶ ଚର୍ଚ୍ଚା ର ବିଷୟ ପାଲଟିଛି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହିରୋ ଆକାଶ (Akash Dasnayak) ତାଙ୍କର ଫ୍ୟାନ ମାନଙ୍କୁ ଦେଲେ ଏକ ବହୁତ ବଡ ଖୁସି ଖବର, ଖୁସି ଖବର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଆପଣ ମାନେ ନିଶ୍ଚୟ ଆକାଶ ଦାସ ଙ୍କୁ ଜାଣିଥିବେ , ସେ ବହୁ ଗୁଡିଏ ଚଳଚିତ୍ର ରେ ତାଙ୍କ ଜବରଦସ୍ତ …

Leave a Reply

Your email address will not be published. Required fields are marked *