Breaking News

ପ୍ରଥମ ଥର ପାଇଁ ଦେଖନ୍ତୁ ଓଡିଶା ସବୁଠାରୁ ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ର (Sidhanta Mahapatra) ଙ୍କ Family ଓ Lifestyle

ଦର୍ଶକ ବନ୍ଧୁ ଆଜି ଆମେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ଜଣେ ଜଣା ଶୁଣା ଲୋକ ପ୍ରିୟ ସୁପର ଷ୍ଟାର ଅଭିନେତା ବା ମୁନା ଭାଇ ନାମ ରେ ବେଶ ପରିଚିତ ଥିବା ସିଦ୍ଧାନ୍ତ ମହାପାତ୍ର ଙ୍କ ରିଅଲ ଲାଇଫ ବିଷୟ ରେ ଜାଣିବା ଓ ତାଙ୍କ ବିଷୟ ରେ କିଛି ଅଜଣା କଥା ମଧ୍ୟ ଜାଣିବା ,


ବନ୍ଧୁଗଣ ସିଦ୍ଧାନ୍ତ ମହାପାତ୍ର ୧୯୬୬ ମସିହା ମେ ମାସ ୪ ତାରିsଖ ରେ ବ୍ରହ୍ମପୁର ସ୍ଥାନ ବ୍ରାହ୍ମଣ ପରିବାର ରେ ଜନ୍ମ ଗ୍ରହଣ କରିଥିଲେ । ବର୍ତ୍ତମାନ ସମୟ ରେ ତାଙ୍କ ବୟସ ହଉଛି ୫୫ ବର୍ଷ , ତାଙ୍କ ଡାକ ନାମ ହଉଛି ସିଧୁ ବା ମୁନା ଭାଇ । ସିଦ୍ଧାନ୍ତ ମହାପାତ୍ର ଙ୍କ ବାପା ମା ଉଭୟ ଡାକ୍ତର ଥିଲେ । ସିଦ୍ଧାନ୍ତ ଜଣେ ଭଲ ଅଭିନେତା ହବା ସହିତ ଜଣେ ଭଲ ଡିରେକ୍ଟର ଓ ପ୍ରୋଡ୍ୟୁସର ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଏଥିସହ ସେ ଜଣେ ବିଜନେଶ ମ୍ୟାନ । ବନ୍ଧୁଗଣ ସିଦ୍ଧାନ୍ତ ମହାପାତ୍ର ତାଙ୍କ ଅଭିନୟ ଜୀବନ ଆରମ୍ଭ ରୁ ବର୍ତ୍ତମାନୁଯାୟୀ ସେ ୧୫୦ ଚଳଚିତ୍ର ରୁ ଅଧିକ ଫିଲ୍ମ ରେ ଅଭିନୟ କରିଛନ୍ତି ।


ସେ ୭ ରାଜ୍ୟସ୍ତରୀୟ ପୁରସ୍କାର ପାଇଛନ୍ତି , ବନ୍ଧୁଗଣ ସିଦ୍ଧାନ୍ତ ମହାପାତ୍ର ଆମ ଓଡିଆ ଇଣ୍ଡଷ୍ଟ୍ରୀ ନାୟିକା ମାମା ମିଶ୍ର ଙ୍କୁ ୨୦୦୪ ମସିହା ରେ ବିବାହ କରିଛନ୍ତି ,ସେହିଦିନ ଠାରୁ ମାମା ଅଭିନୟ ଜଗତ ରୁ ଦୂରେଇ ଯାଇଛନ୍ତି । ବର୍ତ୍ତମାନ ସମୟ ରେ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି ଜଣେ ପୁଅ ଓ ଆଉ ଜଣେ ଝିଅ । ଝିଅ ର ନାମ ରହିଛି ସାଇ ସିଦ୍ଧି ମହାପାତ୍ର ଓ ପୁଅ ସାଇ ସମର୍ଥ ମହାପାତ୍ର ।


ସିଦ୍ଧାନ୍ତ ମହାପତ୍ର ଙ୍କ ପ୍ରଥମ ଚଳଚିତ୍ର ୧୯୯୨ ମସିହା ରେ ପରଦା କୁ ଆସିଥିଲା ଓ ସେତେବେଳେ ତାଙ୍କୁ ମାତ୍ର ୨୭ ବର୍ଷ ହୋଇଥିଲା । ସେ ପ୍ରାୟ ୧୫୦ ଚଳଚିତ୍ର ରୁ ଅଧିକ ଫିଲ୍ମ ରେ ଅଭିନୟ କରିଛନ୍ତି , ଶ୍ରଦ୍ଧାଞ୍ଜଳୀ ଓ ରହିଛି ରହିବି ତୋରି ପାଇଁ ,କଣ୍ଢେଇ ଆଖିରେ ଲୁହ ,ଧର୍ମ ର ହବ ଜୟ,ଏମିତି ବହୁ ସୁପର ହିଟ ଚଳଚିତ୍ର ଦର୍ଶକ ମାନ ଙ୍କ ପାଇଁ ଆଣିଛନ୍ତି । ସିଦ୍ଧାନ୍ତ ଙ୍କ ସମ୍ପତ୍ତି କହିଲେ ତାଙ୍କର ଦୁଇ ରୁ ତିନୋଟି ଆଳିଶିଆନ ବଙ୍ଗଳା ଅଛି,ଓ ତାଙ୍କ ପାଖ ରେ ଦୁଇ ଟି ଦାମୀ କାର ରହିଛି , ଏକ ରେଷ୍ଟୁରାଣ୍ଟ ରହିଛି , ସେ ଗୋଟେ ଗାଡି ସୋରୁମ ର ମାଲିକ ଅଟନ୍ତି ।


ସେ ଗୋଟିଏ ଫିଲ୍ମ ରେ ଅଭିନୟ କରିବା ପାଇଁ ୧୫ ରୁ ୨୦ ଲକ୍ଷ ଟଙ୍କା ନେଇଥାଆନ୍ତି ଓ ବର୍ତ୍ତମାନ ସମୟ ରେ ସିଦ୍ଧାନ୍ତ ମହାପାତ୍ର ଧାରାବାହିକ ରେ ମଧ୍ୟ ଅଭିନୟ କରିଛନ୍ତି ।।  ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହିରୋ ଆକାଶ (Akash Dasnayak) ତାଙ୍କର ଫ୍ୟାନ ମାନଙ୍କୁ ଦେଲେ ଏକ ବହୁତ ବଡ ଖୁସି ଖବର, ଖୁସି ଖବର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଆପଣ ମାନେ ନିଶ୍ଚୟ ଆକାଶ ଦାସ ଙ୍କୁ ଜାଣିଥିବେ , ସେ ବହୁ ଗୁଡିଏ ଚଳଚିତ୍ର ରେ ତାଙ୍କ ଜବରଦସ୍ତ …

Leave a Reply

Your email address will not be published. Required fields are marked *