Breaking News

ଜାନୁୟାରୀ 8 ରେ ସ୍କୁଲ୍ ଖୋଲିବ ପରେ ପରେ ଜାନୁୟାରୀ 11 ରେ କଲେଜ୍ ଖୋଲିବ

୧୧ ତାରିଖ ରୁ ଖୋଲିବ ବିଶ୍ଵବିଦ୍ୟାଳୟ ଓ ଡିଗ୍ରୀ କଲେଜ । କଲେଜ ଉଚ୍ଚ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛନ୍ତି ୧୧ ତାରିଖ ରୁ ଖୋଲିବ ବିଶ୍ଵବିଦ୍ୟାଳୟ ଏବଂ ଡିଗ୍ରୀ କଲେଜ । ଜାନୁୟାରୀ ୧୧ ରୁ ବିଶ୍ଵବିଦ୍ୟାଳୟ ଏବଂ କଲେଜ୍ ଖୋଲିବା ନିଷ୍ପତ୍ତି ନିଆଯାଇଛି । ପ୍ରେଥମେ ସ୍କୁଲ୍ ତା ପରେ ପରେ ପାଇଁ କଲେଜ୍ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ବିଜ୍ଞପ୍ତି ପ୍ରକାଶ ପାଇଛି ପ୍ରଯାୟା କ୍ରମେ କଲେଜ୍ ଖୋଲା ଯାଉଚି । କାହିଁକି ନା ଜାନୁୟାରୀ ୮ ରୁ ଯେତେ ବେଳେ ସ୍କୁଲ୍ ଖୋଲା ହବ ତା ପରେ ପରେ କଲେଜ୍ ହବ ୧୧ ତାରିଖରେ ବିଶ୍ବିଦ୍ୟାଳୟ ଏବଂ ଡିଗ୍ରୀ କଲେଜ ଏଇ ନେଇ ଉଚ୍ଚ ଶିକ୍ଷା ବିଭାଗର ବିଜ୍ଞପ୍ତି ଜାରି କରାଯାଇଛି । ତେବେ କରୋନା କଟ କଣା ଯୋଗୁ ସମସ୍ତ ସ୍କୁଲ୍ , କଲେଜ୍ ବନ୍ଦ ରହିଥିଲା ।

 

ମହାମାରୀ କୁ ଆଖି ଆଗରେ ରଖି । ଏହା ପରେ ଯେତେ ବେଳେ ସ୍ଥିତି ଯେତେ ବେଳେ ଧୀରେ ଧୀରେ ନିୟନ୍ତ୍ରଣ କୁ ଆସିଛି ଏବଂ ତା ପରେ । ସ୍ଥିତି କୁ ଆଖି ଆଗରେ ରଖି ନିଷ୍ପତ୍ତି ନେଇ ଛନ୍ତି ସରକାର ୧୧ ଜାନୁୟାରୀ ରୁ ୧୫ ମାର୍ଚ୍ଚ ପର୍ଯ୍ୟନ୍ତ କ୍ଲାସ୍ ରୁମ୍ ରେ ପାଠ ପଢା । ମାର୍ଚ୍ଚ ୧୬ ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସେମିଷ୍ଟର ପରୀକ୍ଷା ଏପ୍ରିଲ୍ ୩୦ ସୁଦ୍ଧା ଶିକ୍ଷା ଫଳ ପ୍ରକାଶ କରାଯିବ ।

ଏଭଳି ଏକ ବଡ଼ ଖବର ବର୍ତ୍ତମାନ ସମୟରେ ସାମ୍ନା କୁ ଆସୁଚି । ୧୧ ରୁ ଖୋଲିବ ବିଶ୍ଵବିଦ୍ୟାଳୟ ଏବଂ ଡିଗ୍ରୀ କଲେଜ । ଜାନୁୟାରୀ ୧୧ ରୁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଅର୍ଥାତ୍ ଜାନୁୟାରୀ ମାସ ରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ କ୍ଲାସ୍ ରୁମ୍ ରେ ପାଠ ପଢା ଜାରି ରହିବ । ଏବଂ ମାର୍ଚ୍ଚ ୧୬ ରୁ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଶେଷ ସେମିଷ୍ଟର ପରୀକ୍ଷା ହବ ଏପ୍ରିଲ୍ ୩୦ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ ।

ଅର୍ଥାତ ଦଶମ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପରେ ପରେ ଅନ୍ୟ ଯୋଉ କ୍ଲାସ୍ ଗୁଡ଼ିକ ରହିଛି । ଯେମିତି +୩ କଥା କହିବା ଯୋଉ ଡିଗ୍ରୀ କଲେଜ କଥା କହିବା ବିଶ୍ଵବିଦ୍ୟାଳୟ କଥା କହିବା । ଅନ୍ୟ କଲେଜ୍ ଛାତ୍ର ଛାତ୍ରୀ ମାନେ ମଧ୍ୟ ଜାନୁୟାରୀ ୧୧ ରୁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ କ୍ଲାସ୍ ରୁମ୍ ରେ ପାଠ ପଢା ଜାରି ରହିବ ଏବଂ ମାର୍ଚ୍ଚ ୧୬ ରୁ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ସେମିଷ୍ଟର ପରୀକ୍ଷା କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏବଂ ଏପ୍ରିଲ୍ ୩୦ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ମାଳିକା ଦେଲା ପ୍ରମାଣ କେବେ ଅନ୍ତ ହେବ କରୋନାର ପ୍ରଭାବ! କେଉଁ କେଉଁ ଏଥିରୁ ବଞ୍ଚିବେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ଏକ ବଡ ଖବର ଯେ ମାଳିକା ଦେଲା ପ୍ରମାଣ କେବେ ସରିବ କରୋନା …

Leave a Reply

Your email address will not be published. Required fields are marked *