Breaking News

ଓଡିଶାର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ଅପରାଜିତା ମହାନ୍ତି (aparajita mohanty) ଙ୍କ Life Style ଓ Biography

ଦର୍ଶକ ବନ୍ଧୁ ଆଜି ଆପଣ ମାନେ ସଦା ସର୍ବଦା ଆମ ଓଡିଆ ଇଣ୍ଡଷ୍ଟ୍ରୀର ସମସ୍ତ ଅଭିନେତା ଓ ଅଭିନେତ୍ରୀ ଙ୍କ ରିଅଲ ଲାଇଫ ବସେ ରେ ଜାଣିବା ପାଇଁ ବହୁତ ଇଚ୍ଛୁକ ଥାଆନ୍ତି । ତାହେଲେ ଆଜି ଆମେ ଆମେ ଏମିତି ଏକ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯାହାଙ୍କ ଜବରଦସ୍ତ ଅଭିନୟ ପାଇଁ ଆଜି ଓଡିଆ ଚଳଚିତ୍ର ବହୁତ ଆଗକୁ ଯାଇପାରିଛି , ହଁ ବନ୍ଧୁ ସେହି ଅଭିନେତ୍ରୀ ଜଣକ ହଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଲୋକ ପ୍ରିୟ ଅଭିନେତ୍ରୀ ବା ଡ୍ରିମ ଗାର୍ଲ ଭାବେ ପରିଚିତ ଅପରାଜିତା ମହାନ୍ତି ଯିଏ କି ବର୍ତ୍ତମାନ ଘରେ ଘରେ ପରିଚିତ । ବନ୍ଧୁଗଣ ଆଜି ଆମେ ତାଙ୍କ ବିଷୟ ରେ ଜାଣିବା ଯେ ସେ ହିନ୍ଦୁ ନା ମୁସଲମାନ , ଏହି କଥା ଟି କୁ ଜାଣିବା ପାଇଁ ଅନେକ ଦର୍ଶକ ମାନେ ଇଚ୍ଛୁକ ଅଛନ୍ତି ତାହେଲେ ଆସନ୍ତୁ ଜାଣିବା ।

ବନ୍ଧୁଗଣ ଆମ ଓଡିଆ ଇଣ୍ଡଷ୍ଟ୍ରୀ ଟିକି ଅପା ବା ଡ୍ରିମ ଗାର୍ଲ ଭାବେ ବେଶ ପରିଚିତ ଏହି ଅଭିନେତ୍ରୀ ଜଣକ , ବନ୍ଧୁଗଣ ଅପରିଜିତା ମହାନ୍ତି ମେ ମାସ ୧୫ ତାରିଖ ୧୯୬୫ ମସିହା ରେ ଜନ୍ମ ଗ୍ରହଣ କରିଥିଲେ । ତାହେଲେ ଜନ୍ମ ବୟସ ଅନୁଯାୟୀ ଅପରାଜିତା ଙ୍କୁ ବର୍ତ୍ତମାନ ସମୟ ରେ ୫୬ ବର୍ଷ ବୟସ । ସେ ୧୯୮୭ ମସିହା ରେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ନବେ ଦଶକ ର ସୁପର ଷ୍ଟାର ଅଭିନେତା ଉତ୍ତମ ମହାନ୍ତି ଙ୍କୁ ବିବାହ କରିଥିଲେ ।


ବନ୍ଧୁଗଣ ଅପରାଜିତା ନିଜ ସ୍ବାମୀ ଙ୍କ ସହ ବହୁ ଗୁଡିଏ ଫିଲ୍ମ ରେ ଅଭିନୟ କରିଛନ୍ତି ଯେମିତି ଉଦଣ୍ଡି ସୀତା,ଜୋର ଜାର ମୂଳକତାର ,ଚକା ଭଉଁରୀ ଭଳି ଅନେକ ସୁପର ସୁପର ଫିଲ୍ମ ଦର୍ଶକ ମାନ ଙ୍କୁ ଦେଇଛନ୍ତି । ବନ୍ଧୁଗଣ ଅପରିଜିତା ମୁସଲମାନ ପରିବାର ରେ ଜନ୍ମ ଗ୍ରହଣ କରିଛନ୍ତି , ହଁ ବନ୍ଧୁ ତାଙ୍କ ବାପା ମୁସଲମାନ ହୋଇଥିବା ସମୟ ରେ ମା ହିନ୍ଦୁ । ବିବାହ ପରେ ଅପରିଜିତ ହିନ୍ଦୁ ପରିବାର ବୋହୁ ହୋଇଛନ୍ତି । ତାହେଲେ ବନ୍ଧୁଗଣ ସେ ବହୁ ଇଣ୍ଟରଭ୍ୟୁ କହିଛନ୍ତି ଯେ ତାଙ୍କର ଉଭୟ ଧାମ ପ୍ରତି ବିଶ୍ଵାସଃ ଅଛି ସେ ଆଲ୍ହା ଓ ରାମ ଙ୍କୁ ବିଶ୍ବାସ କରନ୍ତି ଓ ତାଙ୍କ ଘରେ ଭଗବାନ ଜଗନ୍ନାଥ ଓ ଯୀଶୁ ଉଭୟ ପୂଜା ପାଆନ୍ତି । ବର୍ତ୍ତମାନ ସମୟ ରେ ଅପରାଜିତା ଜେଜେମା ହୋଇସାରିଛନ୍ତି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

Babusan ହସ୍ପିଟାଲରୁ ଘରକୁ ଫେରିଲା ବେଳେ, ତୃପ୍ତି କାହିଁକି ରାଗିଲେ ଦେଖନ୍ତୁ !

ନମସ୍କାର ଦର୍ଶକବନ୍ଧୁ ଆପଣ ମାନେ ନିହାତି ଜାଣିଥିବେ ଗତ କିଛି ଦିନ ହେଲା ସମ ହସ୍ପିଟାଲରେ ଚିଖିଚିତ ହେଉଥିବା ଅଲିଉଡ଼ର …

Leave a Reply

Your email address will not be published.