Breaking News

ହେ ଭଗବାନ! ୧୬ କୋଟି ଦାମର ବିଶ୍ଵର ଦାମୀ ଇଂଜେକସନ ବଞ୍ଚାଇ ପାରିଲା ନାହିଁ ବେଦିକାଙ୍କୁ, ଖବର ଟି ଶୁଣିଲେ ଆଖିରେ ଲୁହ ଆସିଯିବ

ବନ୍ଧୁଗଣ ଦୁନିଆ ର ସବୁଠାରୁ ମହଙ୍ଗା ଇଞ୍ଜେକ୍ସନ କୁନି ଝି-ଅ ବେଦିକା ନେଇଥିଲେ ମଧ୍ୟ ତାର ଜୀବନ ଚାଲିଯାଇଛି । ହଁ ବନ୍ଧୁ କୁନି ଝିଅ ବେଦିକା ତାର ମା କୋଳ ଶୂନ୍ୟ କରି ଏଇ ଦୁନିଆ ଛାଡି ଚାଲିଯାଇଛି , ବନ୍ଧୁଗଣ ଏହି ଝିଅ କୁ ଏକ ବିରଳ ରୋଗ ହୋଇଥିଲା ଓ ଏଥିରୁ ରକ୍ଷା ପାଇବା ପାଇଁ ତାକୁ ୧୬ କୋଟି ର ଏକ ଇଞ୍ଜେକ୍ସନ ଦିଆଯାଇଥିଲା କିନ୍ତୁ କିଛି ଫଳପ୍ରଦ ମିଳିଲାନାହିଁ ସେ ଏହି ବିରଳ ରୋଗ ରେ ପଡି ମୃତ୍ଯୁ କରିଛନ୍ତି ।

ବନ୍ଧୁଗଣ ଏହି ବେଦିକା ସୌରଭ ସିନ୍ଧେ ଯାହାଙ୍କ ବୟସ ମାତ୍ର ୧ ବର୍ଷ , ତାହେଲେ ବେଦିକା ଙ୍କ ଦେହ ଖରାପ ହବା ରୁ ତାଙ୍କୁ ବିଭିନ୍ନ ଡାକ୍ତରଖାନା ଦେଖାଯାଇଥିଲା କିନ୍ତୁ ଡକ୍ଟର ମାନେ କହିଥିଲେ ତାର ସେମିତି କିଛି ହୋଇନି ବୋଲି , ତେବେ ପରିବାର ଲୋକ ବେଦିକା କୁ ନେଇ ବଙ୍ଗଲୋର ଯାଇଥିଲେ ଓ ବଙ୍ଗଲୋର ଏକ ଡାକ୍ତରୀ ଦଳ ପରୀକ୍ଷା କରି ରୁ ଜଣା ପଡିଲା ଯେ ସ୍ପାଇନାଲ ମସ୍କୁଲର ଆଟ୍ରାଫି ନାମକ ଏକ ରୋ-ଗ ରେ ପୀଡ଼ିତ ଅଛନ୍ତି । ହଁ ବନ୍ଧୁ ଡକ୍ଟର ଆହୁରି ମଧ୍ୟ କହିଥିଲେ ଯେ ଏହି ରୋଗ ରେ ପଡିଲା ପରେ ଜଣେ ପିଲା ପାଖାପାଖି ୨ ବର୍ଷ ଯାଏ ବ-ଞ୍ଚି ପାରିବ ଓ ଏହି ରୋଗ ର ମାନ ଧୀରେ ଧୀରେ ମିଳିବାକୁ ଲାଗେ ।


ବନ୍ଧୁଗଣ ଏହି ବିରଳ ରୋ-ଗ ମେରୁଦଣ୍ଡ ମାଂସପେଶୀ ଆଟ୍ରୋଫି ଭଳି ଜିନଗତ ରୋ-ଗ ର ଶିକାର ହବା ପରେ ମେଡ଼ିକାଲ ରେ ଚିକିତ୍ସା ହେଉଥିଲେ ଓ ଏହି ଚିକିତ୍ସା କୁ ଭଲ ଫଳପ୍ରଦ ପାଇଁ ଆମେରିକାରେ ପ୍ରସ୍ତୁତ ହୋଇଥିବା ZOLGENSMA ଇଂଜେକସନ ଏହି ଭଳି ରୋଗ ଟି ଭଲ କରି ପାରିବ । ବନ୍ଧୁଗଣ ଏହି ଇଞ୍ଜେକ୍ସନ ର ମୂଲ୍ୟ ହଉଛି ୨.୧ ମିଲିଅନ ଡ଼ଲାର ଯାହାର ଆମ ଭାରତ ର ମୂଲ୍ୟ ୧୬ କୋଟି ଟଙ୍କା । ବନ୍ଧୁଗଣ ଏତେ ଗୁଡାଏ ଟଙ୍କା ତାଙ୍କ ପକ୍ଷ ରେ ଅସମ୍ଭବ ଥିବା ରୁ ସେ ଭାରତ ବାସୀ ଙ୍କୁ ତାଙ୍କ ସୋସିଆଲ ମିଡ଼ିଆ ରେ କିଛି ଅର୍ଥ ସହାୟତା ପାଇଁ ଅନୁରୋଧ କରିଥିଲେ ଓ ସହାୟତା ମଧ୍ୟ ମିଳିଥିଲା । ତାହେଲେ ହି ଟୀକା କୁ ଜୁଲାଇ ମାସ ରେ ଆମେରିକରୁ ଅଣାଯାଇଥିଲା ଓ ଦିଆ ହୋଇଥିଲା ମଧ୍ୟ କିନ୍ତୁ ବର୍ତ୍ତମାନ ସମୟ ରେ ଭଲ ରେ ଦୁନିଆ ନ ଦେଖିଥିବା କୁନି ଝିଅ ବେଦିକା ତାର ମା କୋଳ ଶୂନ୍ୟ କରି ଏଇ ଦୁନିଆ ଛାଡି ଚାଲିଗଲା ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆଖି ବୁଜିଲେ ମୁମ୍ବାଇର ନିର୍ଭୟା, ତାଙ୍କ ସହ ଯାହା ହୋଇଥିଲା ଶୁଣିଲେ ଲୁହକୁ ରୋକି ପାରିବେ ନାହିଁ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ମୁମ୍ବାଇ ର ସାକିନକା ଆଞ୍ଚଲ ରେ ଦୁ-ଷ୍କ-ର୍ମ ହୋଇଥିବା …

Leave a Reply

Your email address will not be published. Required fields are marked *