Breaking News

ଭିଡିଓ ଦେଖନ୍ତୁ – ବିବାହ କରିଲେ ଓଡିଶାର ଲୋକପ୍ରିୟ ଆଙ୍କର ଶୋଭନା ମିଶ୍ର (Shovanaa Mishra)

ଦର୍ଶକ ବନ୍ଧୁ ଆଗାମୀ ଦିନ ମାନ ଙ୍କ ଭିତରେ ବିବାହ କରିବାକୁ ଯାଉଛନ୍ତି ଆମ ଅଲିଉଡ ଇଣ୍ଡଷ୍ଟ୍ରୀ ର ଜଣେ ଜଣା ଶୁଣା ଲୋକ ପ୍ରିୟ ଆଙ୍କର । ହଁ ବନ୍ଧୁ ଏହି ଆଙ୍କର ଜଣକ ବର୍ତ୍ତମାନ ସମୟ ରେ ଦି ଗ୍ରେଟ ଓଡ଼ିଶା ପଲିଟିକାଲ ସର୍କସ ରେ ଜବରଦସ୍ତ ଆଙ୍କରିଙ୍ଗ କରୁଥିବା ଶୋଭନା ମିଶ୍ର । ହଁ ବନ୍ଧୁ ଶୋଭନା ମିଶ୍ର ଆଗାମୀ କିଛି ଦିନ ଭିତରେ ବିବାହ କରିବାକୁ ଯାଉଛନ୍ତି । ତାହେଲେ ବନ୍ଧୁଗଣ ଶୋଭନା କେଉଁଠି ଓ କାହାକୁ ବିବାହ କରିବାକୁ ଯାଉଛନ୍ତି ଆସନ୍ତୁ ଜାଣିବା ।


ତାହେଲେ ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଦେଖୁଥିବେ ଓଟିଭି ରେ ପ୍ରସାରିତ ହଉଥିବା ଦି ଗ୍ରେଟ ଓଡ଼ିଶା ପଲିଟିକାଲ ସର୍କସ କମିଡି ସୋ ନିଶ୍ଚୟ ଦେଖୁଥିବେ , ଏହି ସୋ ଆପଣ ମାନେ ଜବରଦସ୍ତ କମିଡି ନିଶ୍ଚୟ ଦେଖିଥିବେ । ତାହେଲେ ବନ୍ଧୁଗଣ ଏହି ସୋ ରେ ଆଙ୍କରିଙ୍ଗ କରୁଥିବା ଶୋଭନା ମିଶ୍ର ଆଗାମୀ ଦିନ ମାନ ଙ୍କ ଭିତରେ ବିବାହ ବନ୍ଧନ ରେ ବାନ୍ଧି ହବା କୁ ଯାଉଛନ୍ତି । ବର୍ତ୍ତମାନ ସମୟ ରେ ଶୋଭନା ଙ୍କ ନିର୍ବନ୍ଧ ସରି ଯାଇଛି ।

ଏହି ନିର୍ବନ୍ଧ ରେ ଶୋଭନା ଙ୍କ ପରିବାର ଓ ତାଙ୍କ କିଛି ସାଙ୍ଗସାଥି ମାନେ ଉପସ୍ଥିତ ଥିଲେ ଓ ସରକାର ଗାଇଡଲାଇନ ଅନୁସାରେ ହୋଇଥିଲା , ଏହି ନିର୍ବନ୍ଧ ରେ ଅଳ୍ପ ଲୋକ ସାମିଲ ହୋଇଥିଲେ । ତାହେଲେ ଆଗାମୀ ଦିନ ମାନ ଙ୍କ ଭିତରେ ବିବାହ ବନ୍ଧନ ରେ ବାନ୍ଧି ହବା କୁ ଯାଉଛନ୍ତି ଅଲିଉଡ ଇଣ୍ଡଷ୍ଟ୍ରୀ ର ଲୋକ ପ୍ରିୟ ଆଙ୍କର ଶୋଭନା ମିଶ୍ର । ବନ୍ଧୁଗଣ ଏହି ସୂଚନା ଟି ନିଜେ ଶୋଭନା ମିଶ୍ର ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ କିଛି ଫଟୋ ପୋଷ୍ଟ କରି ଜଣାଇଛନ୍ତି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସିନ୍ଦୁରର ଅଧିକାର Siriel ରେ ଅଭିନୟ କରୁଥିବା ଲିକୁନ ଚୌଧୁରୀଙ୍କ ଘର ଏବଂ ତାଙ୍କ ପରିବାରରେ କିଏ କିଏ ସବୁ ଅଛନ୍ତି ଏବଂ ସେ କେଉଁ ଓଡ଼ିଆ ହିରୋଇନ ଙ୍କୁ ବିବାହ କରିଛନ୍ତି….

ବନ୍ଧୁଗଣ ଆପଣମାନେ ତ ମିଠୁଙ୍କୁ ନିଶ୍ଚିତ ଜାଣିଥିବେ ଯିଏକି ସିନ୍ଦୁର ର ଅଧିକାର ସିରିଏଲ୍ ରେ ସେକେଣ୍ଡ ଲିଡ ଆକ୍ଟର …

Leave a Reply

Your email address will not be published.