Breaking News

ଭିଡିଓ ଦେଖନ୍ତୁ – ଓଡିଆ ହିରୋ ସ୍ଵରାଜ (Swaraj) କିପରି ତାଙ୍କ ସାଙ୍ଗ ମାନଙ୍କ ସହ ଫ୍ରେଣ୍ଡସିପ ଡେ ସେଲିବ୍ରେଟ କରିଲେ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ରେ ଏମିତି ଅଳ୍ପ ସୁପର ଷ୍ଟାର ଅଛନ୍ତି ଯେଉଁମାନେ କି ଛୋଟ ବେଳୁ ତାଙ୍କ ଜବରଦସ୍ତ ଅଭିନୟ ଦେଖାଇ ଲୋକ ପ୍ରିୟ ହୋଇପାରିଛନ୍ତି, ବା ଶିଶୁ କଳାକାର ଭାବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ବେଶ ପରିଚିତ । ବନ୍ଧୁଗଣ ସେହିଭଳି ଜଣେ ଅଭିନେତା ହଉଛନ୍ତି ସ୍ଵରାଜ ବାରିକ , ବନ୍ଧୁଗଣ ସ୍ଵରାଜ ବାରିକ ଏହି ଫ୍ରେଣ୍ଡଶିପ ଡେ ନିଜ ସାଙ୍ଗ ସାଥି ମାନ ଙ୍କ ସହିତ ପାଳନ କଲେ ଆସନ୍ତୁ ଜାଣିବା ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସ୍ଵରାଜ ବାରିକ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଜଣେ ଜଣା ଶୁଣା ଲୋକ ପ୍ରିୟ ଅଭିନେତା , ସ୍ଵରାଜ ତାଙ୍କ ଛୋଟ ବେଳୁ ଜବରଦସ୍ତ ଅଭିନୟ ଦେଖାଇ ବେଶ ଲୋକ ପ୍ରିୟ ହୋଇପାରିଛନ୍ତି । ସେ ତାଙ୍କ ଛୋଟ ବେଳେ ବହୁ ଗୁଡିଏ ଚଳଚ୍ଚିତ୍ର ରେ ଜବରଦସ୍ତ ଅଭିନୟ କରିଥିଲେ । ସେ ବଡ ହବା ପରେ ଓଡିଆ ଇଣ୍ଡଷ୍ଟ୍ରୀ ରେ ହିରୋ ଭାବେ ଅଭିନୟ କରିଥିଲେ ତୁ ମୋ ଲଭ ଷ୍ଟୋରି । ଏହି ଚଳଚିତ୍ର ଆପଣ ମାନେ ନିଶ୍ଚୟ ସ୍ଵରାଜ ଓ ଭୂମିକା ଙ୍କ ଜବରଦସ୍ତ ଅଭିନୟ ଦେଖିଥିବେ । ଏହି ଫିଲ୍ମ ଟି ସୁପର ହିଟ ହୋଇଥିଲା ।


ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ସ୍ଵରାଜ ଭୂମିକା ଙ୍କ ସହ ଅଭିନୟ କରିବା ସହିତ ଆହୁରି ଅନେକ ହିରୋଇନ ଙ୍କ ସହ ଅଭିନୟ କରିଛନ୍ତି । ତାହେଲେ ବନ୍ଧୁଗଣ ଏହି ଫ୍ରେଣ୍ଡଶିପ ରେ ସ୍ଵରାଜ ନିଜ ସାଙ୍ଗ ସାଥି ମାନ ଙ୍କ ସହିତ ବହୁସାରା ମଜାମସ୍ତି କରିବା ସହିତ ନାଚ ମଧ୍ୟ କରୁଥିବାର ଦୃଶ୍ୟ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଛି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

Babusan ହସ୍ପିଟାଲରୁ ଘରକୁ ଫେରିଲା ବେଳେ, ତୃପ୍ତି କାହିଁକି ରାଗିଲେ ଦେଖନ୍ତୁ !

ନମସ୍କାର ଦର୍ଶକବନ୍ଧୁ ଆପଣ ମାନେ ନିହାତି ଜାଣିଥିବେ ଗତ କିଛି ଦିନ ହେଲା ସମ ହସ୍ପିଟାଲରେ ଚିଖିଚିତ ହେଉଥିବା ଅଲିଉଡ଼ର …

Leave a Reply

Your email address will not be published.