Breaking News

ଭିଡିଓ ଦେଖନ୍ତୁ – ରାସ୍ତା ମଝିରେ ମହିଳା ଏସଆଇ ଦେଖାଇଲେ ତାଙ୍କ ଦ-ବ-ଙ୍ଗ-ଗି-ରି ଆଉ ତାପରେ ଯାହା ହେଲା ଦେଖନ୍ତୁ

ମହିଳା ଏସଆଇ ବିନା ୟୁନିଫର୍ମ ରେ ରାସ୍ତା ମଝିରେ ଦ-ବ-ଙ୍ଗ-ଗି-ରି , ବ୍ରେକ ମରା କୁ ନେଇ ତାତିଲେ ମହିଳା ଏସଆଇ । ତା ପରେ ପୋଲିସ ଓ ଜନତା ମୁହାଁମୁହିଁ । ବନ୍ଧୁଗଣ ସାମାନ୍ଯ ଘଟଣା କୁ ନେଇ ମହିଳା ଏସଆଇ ଓ ତାପରେ ମୁହାଁମୁହିଁ ହେଲେ ପୋଲିସ ଓ ଜନତା । ଏମିତି କି ମହିଳା ଏସଆଇ ଓ ଜନତା ଙ୍କ ମଝି ରେ ଠେଲା ପେଲା ହବା ସହିତ ଧସ୍ତାଧସ୍ତି ହୋଇଥିଲେ ।

ବନ୍ଧୁଗଣ ଏହି ଭଳି ଘଟଣା ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଞ୍ଚଳ ରେ ଦେଖିବାକୁ ମିଳିଛି । ଯାହାକି ବର୍ତ୍ତମାନ ସେହି ଅଞ୍ଚଳ ର ଚର୍ଚା ରବିଷୟ ପାଲଟିଛି । ବନ୍ଧୁଗଣ ଯାହା ସୂଚନା ମିଳିଛି ଯେ ତିର୍ତ୍ତୋଲ ଥାନା ରେ କାର୍ଯ୍ୟଗତ ମହିଳା ଏସଆଇ ଧରିତ୍ରୀ ଜେନା ତାଙ୍କ ସ୍ବାମୀ ଙ୍କ ସହ କଟକ ପାରାଦ୍ବୀପ ରାସ୍ତା ରେ ଯାଉଥିବା ସମୟ ରେ ତିର୍ତ୍ତୋଲ ନେହେରୁ ଛକ ରେ ହଠାତ ଗାଡି ବ୍ରେକ ମାରିବାରୁ ପଛ ପଟେ ଆସୁଥିବା ଏକ ବାଇକି ତାଙ୍କ ଗାଡି ରେ ମଦ ହୋଇଗଲା ।

ଗାଡି ମା-ଡ଼ ରେ ହୋଇ ଯିବାରୁ ଏସଆଇ ଧରିତ୍ରୀ ଜେନା ଗାଡି ଓହ୍ଲାଇ ନିଜ ଦ-ବ-ଙ୍ଗ ଗିରି ଦେଖାଇଥିଲେ । ହଁ ବନ୍ଧୁ ଗାଡି ମାଡ଼ କରିଥିବା ବ୍ୟକ୍ତି ଙ୍କୁ ମହିଳା ଏସଆଇ ଦୁଇ ଚ-ଟ-କ-ଣି ମରିବା ସହିତ ତିର୍ତ୍ତୋଲ ଥାନା ରେ ଉକ୍ତ ବ୍ୟକ୍ତି ଗାଡି ଟି କୁ ତାଙ୍କୁ ହସ୍ତାନ୍ତର କରିଥିଲେ । ମା-ଡ଼ ଖାଇଥିବା ବ୍ୟକ୍ତି କହିଛନ୍ତି ଯେ ସେ ଜଗତସିଂହପୁର ମେଡ଼ିକାଲ କୁ ଯାଉଥିଲେ ତାଙ୍କ ବାଇକି ରେ କିନ୍ତୁ ତାଙ୍କ ସାମ୍ନା ରେ ମହିଳା ଏସଆଇ ଓ ତାଙ୍କ ସ୍ବାମୀ ଯାଉଥିଲେ । ବନ୍ଧୁଗଣ ହଠାତ ମହିଳା ଏସଆଇ ତାଙ୍କ ଗାଡି ବ୍ରେକ ମାରିଦେବାରୁ ପଛ ରେ ଆସୁଥିବା ବ୍ୟକ୍ତି ଜଣକ ତାଙ୍କ ଗାଡି ଟି କୁ ତାଙ୍କ ଗାଡି ସହ ବାଡ଼େଇ ହୋଇଗଲା । ସେଥିପାଇଁ ମହିଳା ଏସଆଇ ଜଣକ ତାଙ୍କୁ ବା-ଡ଼େ-ଇ ,ତାଙ୍କ ଠାରୁ ମୋବାଇଲ ଓ ଗାଡି ଚାବି ନେଇ ତିର୍ତ୍ତୋଲ ଥାନା ସୂଚନା ଦେଇଥିଲେ ।

ବନ୍ଧୁଗଣ ଆପଣ ମାନେ କୁହନ୍ତୁ ଯେ ରାସ୍ତା ରେ ଆମେ ମାନେ କେମିତି ଗାଡି ଚଳାଇବା ତାହା ପୋଲିସ ଆମ ମାନ ଙ୍କୁ ସୂଚନା ଦେଇଥାଆନ୍ତି କିନ୍ତୁ ଏଠାରେ ମହିଳା ଏସଆଇ ଜଣକ ଆଗ ପଛ ନଦେଖି ହଠାତ ବ୍ରେକମାରିବା ଓ ବ୍ରେକମାରିବା ପରେ ନିଜ ଏସଆଇ କ୍ଷମତା ପାଇଥିବାରୁ ଦ-ବ-ଙ୍ଗ ଗିରି ଦେଖାଇବା ସେଥିପାଇଁ ପୋଲିସ ଓ ଜନତା ମୁହାଁମୁହିଁ ହୋଇଛନ୍ତି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବଡ ଖବର – ଭୁବନେଶ୍ଵର ହାଇଟେକ ହସ୍ପିଟାଲରେ ରୋଗୀର ମୃତ୍ୟୁ ପରେ ବି ଜାଣିଲେ ନାହିଁ!, ମା ଝିଅଙ୍କ ଦୁଃଖ ଦେଖିଲେ ସହି ପାରିବେ ନାହିଁ ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଭୁବନେଶ୍ବର ର ହାଇଟେକ ମେଡିକାଲ ରେ ରେ ବଡ ଅଭିଯୋଗ , ହଁ ବନ୍ଧୁ ମାତ୍ର କିଛି …

Leave a Reply

Your email address will not be published. Required fields are marked *