Breaking News

ପ୍ରଥମ ପାଇଁ ଦେଖନ୍ତୁ ତୋ ପାଇଁ ମୁଁ ସିରିଏଲର ଅଭିନେତ୍ରୀ ତୁଲସୀ (Roopashree Mahapatra) ଙ୍କ Family ଓ Life Style

ଦର୍ଶକ ବନ୍ଧୁ ଆପଣମାନେ ନିଶ୍ଚୟ ଜୀ ସାର୍ଥକ ଟିଭି ରେ ପ୍ରସାରିତ ହେଉଥିବା ଲୋକ ପ୍ରିୟ ଧାରାବାହିକ ତୋ ପାଇଁ ମୁ ନିଶ୍ଚୟ ଦେଖୁଥିବେ । ତାହେଲେ ସେହି ଧାରାବାହିକ ରେ ଅଭିନୟ କରୁଥିବା ତୁଳଶୀ ଙ୍କୁ ଅପନ ମାନେ ନିଶ୍ଚୟ ଜାଣିଥିବେ , ଆଜି ଆମେ ତୁଳସୀ ଙ୍କ ପରିବାର ଓ ତାଙ୍କ ବିଷୟ ରେ କିଛି ଅଜଣା ତଥ୍ୟ ବିଷୟ ରେ ଜାଣିବା । ତାହେଲେ ଆସନ୍ତୁ ଜାଣିବା


ବନ୍ଧୁଗଣ ତୋ ପାଇଁ ମୁ ଧାରାବାହିକ ଟି ଲୋକ ମାନେ ବହୁତ ପସନ୍ଦ କରିଛନ୍ତି ଓ ଭଲପାଇବା ମଧ୍ୟ ଦେଇଛନ୍ତି । ଏହି ଧାରାବାହିକ ର ମୁଖ୍ୟ ଅଭିନେତ୍ରୀ ଙ୍କ ମା ଚରିତ୍ର ନଜର ଆସୁଥିବା ତୁଳସୀ ଙ୍କ ବିଷୟ ରେ କହିବୁ । ତାହେଲେ ବନ୍ଧୁଗଣ ତୁଲସୀ ଙ୍କ ପ୍ରକୃତ ନାମ ହଉଛି ରୂପାଶ୍ରୀ ମହାପାତ୍ର , ସେ ଭୁବନେଶ୍ବର ରେ ରୁହନ୍ତି । ତାହେଲେ ତାଙ୍କ ପରିବାର କହିଲେ ସେ ତାଙ୍କ ସ୍ବାମୀ,ଶାଶୁ,ଶଶୁର ଓ କୁନି ଝିଅ ଅଛନ୍ତି ।


ତୁଳଶୀ ଅଭିନୟ କରିବା ପାଇଁ ବହୁତ ଭଲ ପାଇଥାନ୍ତି ଓ ଏଥି ସହିତ ସେ ମଡେଲିଙ୍ଗ କ୍ଷେତ୍ର ରେ ମଧ୍ୟ ଖୁବ ଆଗ୍ରହ । ବନ୍ଧୁଗଣ ସେ ଆଗରୁ ଅନୁ କୌଣଶୀ ଧାରାବାହିକ ରେ ଅଭିନୟ କରିନାହାଁନ୍ତି ଓ ଏହି ଧାରାବାହିକ ଟି ହଉଛି ତାଙ୍କ ପ୍ରଥମ ଧାରାବାହିକ । ବନ୍ଧୁଗଣ ତାଙ୍କ ଅଭିନୟ ଯେମିତି ସେ ଦେଖିବା ପାଇଁ ମଧ୍ୟ ସେତିକି ସୁନ୍ଦର । ଆପଣ ମାନେ ନିଶ୍ଚୟ ଏହି ଧାରାବାହିକ ରେ ତାଙ୍କର ଜବରଦସ୍ତ ଅଭିନୟ ଦେଖୁଥିବେ । ସେ ତାଙ୍କ ଅଭିନୟ ମାଧ୍ୟମ ରେ ଲୋକ ମାନ ଙ୍କୁ ହସାଇବା ସହିତ ଲୋକ ମାନ ଙ୍କୁ କନ୍ଦାଇ ଦେଇଥାଆନ୍ତି । ବନ୍ଧୁଗଣ ଏହି ଧାରାବାହିକ ରେ ମା ଚରିତ୍ର ବହୁତ ସୁନ୍ଦର ଭାବେ ଅଭିନୟ କରୁଛନ୍ତି ଏହି ଅଭିନେତ୍ରୀ ଜଣକ ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

 

About admin

Check Also

ଓଡିଆ ହିରୋ ଆକାଶ (Akash Dasnayak) ତାଙ୍କର ଫ୍ୟାନ ମାନଙ୍କୁ ଦେଲେ ଏକ ବହୁତ ବଡ ଖୁସି ଖବର, ଖୁସି ଖବର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଆପଣ ମାନେ ନିଶ୍ଚୟ ଆକାଶ ଦାସ ଙ୍କୁ ଜାଣିଥିବେ , ସେ ବହୁ ଗୁଡିଏ ଚଳଚିତ୍ର ରେ ତାଙ୍କ ଜବରଦସ୍ତ …

Leave a Reply

Your email address will not be published. Required fields are marked *