Breaking News

ଦେଖନ୍ତୁ ଆଶ୍ଚର୍ଯ୍ୟ ଭିଡିଓ – କଥାରେ ଅଛି ରଖିବ ହରି ତ ମାରିବ କିଏ, ଜିଇ ଉଠିଲା ଶବ, ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ

ଦର୍ଶକ ବନ୍ଧୁ ବଞ୍ଚିବା ,ମରିବା କାହାର ହାତ କଥା ନୁହେଁ ତାହା କେବଳ ଭଗବାନ ହିଁ ଜାଣନ୍ତି । ତାହେଲେ ଆଜି ଆମେ ସେହିଭଳି ଏକ ଖବର ବିଷୟ ରେ ଜାଣିବା ଯେ ଯାହା ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ହଁ ବନ୍ଧୁ ମଶାଣି ନେଇ ଶବ ଶକ୍ତାର କରିବା ସମୟ ରେ ଉଠି ପଡିଲା ଶବ । ବନ୍ଧୁଗଣ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ କଥା ଟି ସତ ।


ହଁ ବନ୍ଧୁ ଘଟଣା ଟି ଘଟିଛି ଗଞ୍ଜାମ ଜିଲ୍ଲା ର ସୁରଡା ବ୍ଲକ ର ହରିପୁର ଗ୍ରାମ ର ସିମାଞ୍ଚଳ ମଲ୍ଲିକ , ବୟସ କହିଲେ ୫୦ ବର୍ଷ ଓ ସେ ଛେଲି ଚରାଇ ପେଟ ପୋଶନ୍ତି । ତାହେଲେ ତାଙ୍କୁ ଭୀଷଣ ଜ୍ବର ହୋଇଥିଲା ଓ ଜ୍ବର ଦେହ ରେ ଥାଇ ମଧ୍ୟ ସେ ଛେଲି ଚରାଇବାକୁ ଯାଇଥିଲେ କିନ୍ତୁ ଆଉ ଫେରି ପରିନଥିଲେ , ହଁ ସନ୍ଧ୍ୟା ହବା ମାତ୍ର କେ ତାଙ୍କ ଛେଲି ପଳାଇ ଆସିଥିଲେ କିନ୍ତୁ ସିମାଞ୍ଚଳ ଫେରି ନଥିଲେ । ତାହେଲେ ତାଙ୍କ ସ୍ତ୍ରୀ ଓ ପରିବାର ଲୋକେ ତାଙ୍କ ଗାଁ ରେ କହିଥିଲେ ଓ ଗାଁ ଲୋକ କହିଥିଲେ ଯେ ରାତି ଫାଉ ସକାଳେ ଖୋଜିବା । ସକାଳେ ଖୋଜିବା ପରେ ସେ ଦେଖଥିଲେ ଯେ ସେ ଗୋଟେ ଜଗା ରେ ମୂର୍ଚ୍ଛା ହୋଇ ପଡ଼ିଥିଲେ ଓ ଗାଁ ଲୋକେ ସଙ୍ଗେ ସଙ୍ଗେ ବୈଦ୍ୟ ଙ୍କ ନିକଟ ଙ୍କୁ ଆଣିଥିଲେ ଓ ସେଠାରେ ପରୀକ୍ଷା କରିବା ପରେ ଜଣା ପଡିଥିଲା ଯେ ସିମାଞ୍ଚଳ ଆଉ ଏଇ ଦୁନିଆ ରେ ନାହାଁନ୍ତି ।


ଗାଁ ଲୋକେ ଶବ ଶକ୍ତାର ପାଇଁ ପ୍ରସ୍ତୁତ ହେଲେ ଓ ଗାଁ ମୁଣ୍ଡ ରେ ତାଙ୍କ ପତ୍ନୀ ତାଙ୍କ ମୁହଁ ରେ ଅରୁଆ ଚାଉଳ ଦେଇଥିଲେ ଓ ଏହି ଅରୁଆ ଚାଉଳ ତାଙ୍କ ପାଟି ରେ ପଶିଗଲା ଓ ସେ ସଙ୍ଗେ ସଙ୍ଗେ ଖସିବାକୁ ଲାଗିଥିଲେ । ସମସ୍ତେ ଜାଣିବାକୁ ପାଇଲେ ଯେ ସେ ବଂଚିଛନ୍ତି ବୋଲି ଓ ସିମାଞ୍ଚଳ ଙ୍କୁ ସଙ୍ଗେ ସଙ୍ଗେ ଗଞ୍ଜାମ ଜିଲା ସୋରଡା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଚିକିତ୍ସା କରାଯାଇଥିଲା । ଚିକିତ୍ସା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଥିଲେ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଦେଖନ୍ତୁ ଆଶ୍ଚର୍ଯ୍ୟ ଭିଡିଓ – ମଣିଷ ଛୁଆ ଜନ୍ମ କରିଲା ଛେଳି! ନିଜେ ନଦେଖିଲେ ବିଶ୍ଵାସ କରି ପାରିବେ ନାହିଁ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଲୋକ ପ୍ରିୟ ହୋଇଥିବା ସୋସିଆଲ ମିଡିଆ ରେ ସବୁ ଦିନ କିଛି …

Leave a Reply

Your email address will not be published. Required fields are marked *