Breaking News

ନୂଆବୋହୂ ସିରିଏଲର ଅଭିନେତା ଓ ଅଭିନେତ୍ରୀ ମାନଙ୍କର ବାସ୍ତବ ଜୀବନର ପାର୍ଟନରଙ୍କୁ ଦେଖନ୍ତୁ

ଦର୍ଶକ ବନ୍ଧୁ ଆଜି ଆମେ ଆମର ଏହି ପେଜ ରେ ଜାଣିବା ଯେ ତରଙ୍ଗ ଟିଭି ରେ ପ୍ରସାରିତ ନୂଆ ବୋହୁ ଧାରାବାହିକ ରେ ଅଭିନୟ କରୁଥିବା ସମସ୍ତ କଳାକାର ମାନ ରିଅଲ ଲାଇଫ ର ଜୀବନ ସାଥି ଙ୍କ ବିଷୟ ରେ ଜାଣିବା ।

ନିତୁ ମିଶ୍ର – ଦର୍ଶକ ବଂଧଦୁ ଏହି ଅଭିନେତ୍ରୀ ଜଣକ ଏହି ଲୋକ ପ୍ରିୟ ଧାରାବାହିକ ରେ ମୁଖ୍ୟ ଅଭିନେତା ଙ୍କ ମା ଚରିତ୍ର ରେ ଅଭିନୟ କରିଛନ୍ତି ଓ ଟଙ୍କାର ନାମ ରହିଛି ପଦ୍ମା । ତାଙ୍କ ପ୍ରକୃତ ଜୀବନ ସ୍ବାମୀ ଙ୍କ ନାମ ହଉଛି ଶିବନନ୍ଦ ମିଶ୍ର ।


ଲୋପମୁଦ୍ରା ଦାସ – ଦର୍ଶକ ବନ୍ଧୁ ଆପଣ ମାନେ ଏହି ଅଭିନେତ୍ରୀ ଙ୍କୁ ଏହି ଧାରାବାହିକ ରେ ଲୋପା ଚରିତ୍ର ରେ ଅଭିନୟ କରୁଥିବା ର ଦେଖିଥିବେ । ତାହେଲେ ତାଙ୍କ ରିଅଲ ଲାଇଫ ର ସ୍ବାମୀ ହଉଛି ପ୍ରୟାସ ଦାସ ।


ବିରଞ୍ଚି ନାୟକ – ଦର୍ଶକ ବନ୍ଧୁ ଏହି ଅଭିନେତା ଜଣକ ଏହି ଧାରାବାହିକ ରେ ବିରାଜ ଚରିତ୍ର ରେ ଅଭିନୟ କରିଛନ୍ତି । ତାଙ୍କ ପ୍ରକୃତ ଜୀବନ ର ସ୍ତ୍ରୀ ହଉଛନ୍ତି ସ୍ଵାଗତିକ ସ୍ବାଇଁ ।

କ୍ରୀଷ୍ଣା କର – ବନ୍ଧୁଗଣ ଏହି ଅଭିନେତା ଜଣକ ଏହି ଧାରାବାହିକ ରେ ନେଗେଟିଭ ଚରିତ୍ର ରେ ଅଭିନୟ କରିଛନ୍ତି ଓ ତାଙ୍କ ନାମ ରହିଛି ରାଜ ରାଜେନ୍ଦ୍ର । ରିଅଲ ଜୀବନ ର ସାଥି ହଉଛନ୍ତି ସ୍ନେହା ହୋତା ।

ମିତାଲି ସର୍ଘରିଆ – ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଏହି ଧାରାବାହିକ ରେ ମୁଖ୍ୟ ଅଭିନେତ୍ରୀ ଭାବେ ଅଭିନୟ କରୁଛନ୍ତି , ବର୍ତ୍ତମାନ ପର୍ଯ୍ୟନ୍ତ ସେ ବିବାହ କରି ନାହାଁନ୍ତି ।


ଜଗଜିତ ପଲ – ବନ୍ଧୁଗଣ ଏହି ଧାରାବାହିକ ରେ ମୁଖ୍ୟ ଅଭିନେତା ଭାବ ରେ ଏହି ଅଭିନେତା ଜଣକ ନଜର ଆସିଥାନ୍ତି , ତାହେଲେ ଏହି ଧାରାବାହିକ ରେ ତାଙ୍କ ନାମ ରହିଛି ସତ୍ୱୀକୀ । ରିଅଲ ଲାଇଫ ରେ ସେ ଏ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସିନ୍ଦୁରର ଅଧିକାର Siriel ରେ ଅଭିନୟ କରୁଥିବା ଲିକୁନ ଚୌଧୁରୀଙ୍କ ଘର ଏବଂ ତାଙ୍କ ପରିବାରରେ କିଏ କିଏ ସବୁ ଅଛନ୍ତି ଏବଂ ସେ କେଉଁ ଓଡ଼ିଆ ହିରୋଇନ ଙ୍କୁ ବିବାହ କରିଛନ୍ତି….

ବନ୍ଧୁଗଣ ଆପଣମାନେ ତ ମିଠୁଙ୍କୁ ନିଶ୍ଚିତ ଜାଣିଥିବେ ଯିଏକି ସିନ୍ଦୁର ର ଅଧିକାର ସିରିଏଲ୍ ରେ ସେକେଣ୍ଡ ଲିଡ ଆକ୍ଟର …

Leave a Reply

Your email address will not be published.