Breaking News

ଭିଡିଓ ଦେଖନ୍ତୁ – ବାବୁଶାନ (babushan) ତାଙ୍କର ଜନ୍ମ ଦିନକୁ ତାଙ୍କ ପୁଅ ସହ ପ୍ରଥମ ଥର କିପରି ପାଳନ କରିଲେ

ଦର୍ଶକ ବନ୍ଧୁ  ଆପଣମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ସମସ୍ତ ଅଭିନେତା ଓ ଅଭିନେତ୍ରୀ ମାନେ ସୋସିଆଲ ମିଡ଼ିଆ ରେ କିଛି ନା କିଛି କାରଣ ବେଶ ଚର୍ଚା ରେ ରହିଥାନ୍ତି । ତାହେଲେ ବନ୍ଧୁଗାଁ ଆପଣମାନେ ଜାଣିଥିବେ ବହୁ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ନିଜ ଜନ୍ମ ଦିନ ନିଜ ପରିବାର ସହ ପାଳନ କରିଥାଆନ୍ତି କିନ୍ତୁ ଆଜି ଆମେ ଏମିତି ଏକ ଅଭିନେତା ଙ୍କ ବିଷୟ ରେ ଜାଣିବା ଯିଏ କି ନିଜ ପରିବାର ସହିତ ଜନ୍ମ ଦିନ ଟି ପାଳନ କରିବା ସହ , ସାଙ୍ଗ ସାଥି ଓ ପ୍ରଶଂସକ ସହ ଜନ୍ମ ଦିନ ଟି ପାଳନ କରିଛନ୍ତି ।


ତାହେଲେ ବନ୍ଧୁଗଣ ଏହି ଅଭିନେତା ଜଣକ ହଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରୀ ଲୋକ ପ୍ରିୟ ଅଭିନେତା ବାବୁଷାଣ ମହାନ୍ତି । ଆପଣ ମାନେ ନିଶ୍ଚୟ ବହୁ ସାରା ଚଳଚିତ୍ର ରେ ତାଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ ଓ ବାବୁଶାନ ତାଙ୍କ ଅଭିନୟ ମାଧ୍ୟମ ରେ ଲୋକ ମାନ ଙ୍କୁ ବହୁତ ହସାଇ ଥାଆନ୍ତି । ତେବେ ବନ୍ଧୁଗଣ ଆମ ଓଡିଆ ଇଣ୍ଡଷ୍ଟ୍ରୀ ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ ସହ ଅଭିନୟ କରିଛନ୍ତି ବାବୁଶାନ ।


ବନ୍ଧୁଗଣ ଗତ ଦୁଇ ଦିନ ତଳେ ବାବୁଶାନ ଙ୍କ ଜନ୍ମ ଟି ହୋଇଥିଲା ଓ ତାଙ୍କ ଜନ୍ମ ଦିନ ଟି ସେ ତାଙ୍କ ପରିବାର ଲୋକ ଙ୍କ ସହ ବେଶ ଧୂମଧାମ ରେ ପାଳନ କରିବା ସହିତ ନିଜ ସାଙ୍ଗସାଥି ଓ ପ୍ରଶଂସକ ସହ ନିଜ ଜନ୍ମ ଦିନ ଟି ପାଳନ କରିଛନ୍ତି ବାବୁଶାନ ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସିନ୍ଦୁରର ଅଧିକାର Siriel ରେ ଅଭିନୟ କରୁଥିବା ଲିକୁନ ଚୌଧୁରୀଙ୍କ ଘର ଏବଂ ତାଙ୍କ ପରିବାରରେ କିଏ କିଏ ସବୁ ଅଛନ୍ତି ଏବଂ ସେ କେଉଁ ଓଡ଼ିଆ ହିରୋଇନ ଙ୍କୁ ବିବାହ କରିଛନ୍ତି….

ବନ୍ଧୁଗଣ ଆପଣମାନେ ତ ମିଠୁଙ୍କୁ ନିଶ୍ଚିତ ଜାଣିଥିବେ ଯିଏକି ସିନ୍ଦୁର ର ଅଧିକାର ସିରିଏଲ୍ ରେ ସେକେଣ୍ଡ ଲିଡ ଆକ୍ଟର …

Leave a Reply

Your email address will not be published.