Breaking News

ଭିଡିଓ ଦେଖନ୍ତୁ – ଏବେ ଏକା ବବି ମିଶ୍ର (Bobby Mishra) କେମିତି ତାଙ୍କ ଜୀବନ କାଟୁଛନ୍ତି ଦେଖିଲେ ଆଶ୍ଚର୍ଯ୍ୟ ହେବେ

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚିତ ଆମ ଓଡିଆ ଇଣ୍ଡଷ୍ଟ୍ରୀ ରେ ଅନେକ ଅଭିନେତା ଯିଏ କି ବିବାହ ପରେ ନିଜ ପତ୍ନୀ ଙ୍କ ଠାରୁ ଅଲଗା ହୋଇଯାଇଛନ୍ତି , ଠିକ ସେହିଭଳି ଜଣେ ଅଭିନେତା ହଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରୀ ଜଣେ ଜଣା ଶୁଣା ଲୋକ ପ୍ରିୟ ଅଭିନେତା ବବି ମିଶ୍ର ଯିଏ କି ବର୍ତ୍ତମାନ ସମୟ ରେ ନିଜ ପତ୍ନୀ ଙ୍କ ଠୁ ଅଲଗା ହୋଇଯାଇଛନ୍ତି । ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ବବି ମିଶ୍ର ଙ୍କ ଏକ ଭିଡିଓ ବେଶ ଭାଇରାଲ ହବା ରେ ଲାଗିଛି , ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟ ରେ

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତା ଜଣକ ପ୍ରଥମେ ଛୋଟ ପରଦା ରେ ତାଙ୍କ ଅଭିନୟ କ୍ୟାରିଆର ଆରମ୍ଭ କରିଥିଲେ ଓ ବର୍ତ୍ତମାନ ସେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଜଣେ ଆଗ ଧାଡ଼ି ର ଅଭିନେତା ଭାବେ ବେଶ ପରିଚିତ । ହଁ ବନ୍ଧୁ ସେ ବହୁ ଗୁଡିଏ ସୁପର ସୁପର ଆଲବମ ଗୀତ ରେ ଜବରଦସ୍ତ ନାଚ କରିଛନ୍ତି ଓ ତାଙ୍କର ସମସ୍ତ ଆଲବମ ଗୀତ ଦର୍ଶକ ମାନ ଙ୍କ ହୃଦୟ କୁ ଛୁଇଁବା ସହିତ ବବି ମିଶ୍ର ଙ୍କ ଜବରଦସ୍ତ ନାଚ ଦର୍ଶକ ମାନେ ବହୁତ ପସନ୍ଦ କରିଥିଲେ ।

ଦର୍ଶକ ମାନ ଙ୍କ ଏହି ଭଲ ପାଇବା ତାଙ୍କୁ ଓଡିଆ ଚଳଚିତ୍ର ଦୁନିଆ କୁ ଟାଣି ଆଣିଥିଲା ଓ ସେ ଚଳଚିତ୍ର ରେ ଜବରଦସ୍ତ ଅଭିନୟ ଦେଖାଇ ସେ ଆଜି ଓଡିଆ ଇଣ୍ଡଷ୍ଟ୍ରୀ ଜଣେ ସୁପର ଷ୍ଟାର ହୋଇ ପାରିଛନ୍ତି । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବବି ମିଶ୍ର ଫିଲ୍ମ ରେ ଅଭିନୟ କରିବା ସମୟ ରେ ସେ ବଙ୍ଗାଳୀ ଅଭିନେତ୍ରୀ କୋଏଲ ବାନାର୍ଜୀ ଙ୍କୁ ଭଲ ପାଉଥିଲେ ଓ ପରବର୍ତ୍ତୀ ସମୟ ରେ ସେ କୋଏଲ ଙ୍କୁ ବିବାହ କରିଥିଲେ କିନ୍ତୁ ବିବାହ ର ୫ ବର୍ଷ ପରେ କିଛି ବିବାଦ ଯୋଗୁ ପରସ୍ପର ଠାରୁ ଅଲଗା ହୋଇଯାଇଛନ୍ତି ।

ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ବେଶ ଭାଇରାଲ ହବା ରେ ଲାଗିଛି ବବି ମିଶ୍ର ଙ୍କ ଏକ ଭିଡିଓ । ହଁ ବନ୍ଧୁ ଯେଉଁ ଭିଡିଓ ସ୍ପଷ୍ଟ ଭାବେ ଜଣା ପଡୁଛି ବବି ମିଶ୍ର ଠାକୁର ଙ୍କ ଆଳତି ସମୟ ରେ ବବି ମିଶ୍ର ଢୋଲ ବାଡଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।।

About admin

Check Also

ସିନ୍ଦୁରର ଅଧିକାର Siriel ରେ ଅଭିନୟ କରୁଥିବା ଲିକୁନ ଚୌଧୁରୀଙ୍କ ଘର ଏବଂ ତାଙ୍କ ପରିବାରରେ କିଏ କିଏ ସବୁ ଅଛନ୍ତି ଏବଂ ସେ କେଉଁ ଓଡ଼ିଆ ହିରୋଇନ ଙ୍କୁ ବିବାହ କରିଛନ୍ତି….

ବନ୍ଧୁଗଣ ଆପଣମାନେ ତ ମିଠୁଙ୍କୁ ନିଶ୍ଚିତ ଜାଣିଥିବେ ଯିଏକି ସିନ୍ଦୁର ର ଅଧିକାର ସିରିଏଲ୍ ରେ ସେକେଣ୍ଡ ଲିଡ ଆକ୍ଟର …

Leave a Reply

Your email address will not be published.