Breaking News

ନୂଆ ବୋହୂର ହିରୋ ସ୍ଵାତିକ (Jagjit Pal) ଙ୍କ ପୁରା ପରିବାର ଫଟୋ ଦେଖନ୍ତୁ ପ୍ରଥମ ଥର ପାଇଁ

ଦର୍ଶକ ବନ୍ଧୁ ତରଙ୍ଗ ଟିଭି ରେ ପ୍ରସାରିତ ହଉଥିବା ଲୋକ ପ୍ରିୟ ଧାରାବାହିକ ନୂଆ ବୋହୁ ଟି ଆପଣ ମାନେ ନିଶ୍ଚୟ ଦେଖୁଥିବେ । ତାହେଲେ ଏହି ଲୋକ ପ୍ରିୟ ଧାରାବାହିକ ରେ ଅଭିନୟ କରୁଥିବା ମୁଖ୍ୟ ଅଭିନେତା ସ୍ଵାତିକ ଙ୍କୁ ଅପନ ମାନେ ନିଶ୍ଚୟ ଜାଣିଥିବେ । ତାହେଲେ ଆଜି ଆମେ ସ୍ଵାତ୍ତିକ ବିଷୟ ରେ କିଛି ଅଜଣା ତଥ୍ୟ ବିଷୟ ରେ ଜାଣିବା ଯାହା ଆପଣ ମାନେ ଜାଣିନଥିବେ କି ଶୁଣି ନଥିବେ ।


ବନ୍ଧୁଗଣ ଅପନ ମାନେ ନିଶ୍ଚୟ ସ୍ଵାତିକ ଜବରଦସ୍ତ ଅଭିନୟ ଦେଖିଥିବେ ଏହି ଧାରାବାହିକ ରେ ,ତାହେଲେ ବନ୍ଧୁଗଣ ତାଙ୍କ ଜବରଦସ୍ତ ଅଭିନୟ ପାଇଁ ଆଜି ଧାରାବାହିକ ଟି ଓଡ଼ିଶା ର ନମ୍ବର 1 ଧାରାବାହିକ ହବା ସହିତ ସ୍ଵାତିକ ଘରେ ଘରେ ପରିଚିତ । ବନ୍ଧୁଗଣ ଏହି ଧାରାବାହିକ ରେ ସ୍ଵାତିକ ଓ ରାଧିକା ଙ୍କ ଯୋଡି ଙ୍କୁ ଦର୍ଶକ ମାନେ ବେଶ ପସନ୍ଦ କରୁଛନ୍ତି ।

ବନ୍ଧୁଗଣ ସ୍ଵାତିକ ପ୍ରକୃତ ନାମ ହଉଛି ଜଗଜିତ ପାଲ , ଜଗଜିତ ଭଲ ଅଭିନୟ କରିବା ସହିତ ଭଲ ଚିତ୍ର ଅଙ୍କନ କରିବା ସହିତ ଭଲ ଆର୍ଟ ମଧ୍ୟ କରିଥାଆନ୍ତି । ତାହେଲେ ବନ୍ଧୁଗଣ ଜଗଜିତ ଙ୍କ ପରିବାର କହିଲେ ତାଙ୍କ ବାପା,ମା ଓ ସାନ ଭଉଣୀ । ବନ୍ଧୁଗଣ ଜଗଜିତ ଭଲ ନାଚି ଥାଆନ୍ତି । ତାଙ୍କ ନାଚ ପାଇଁ ସେ ବହୁ ଗୁଡିଏ ସତେଜ ଶୋ ଓ ରିଆଲିଟି ଶୋ ରେ ଜବରଦସ୍ତ ନାଚ ଦର୍ଶକ ମାନ ଙ୍କୁ ଦେଖାଇଛନ୍ତି । ବନ୍ଧୁଗଣ ସବୁଠୁ ବଡ କଥା ହେଲା ଯେ ସ୍ଵାତିକ ଙ୍କୁ ଠାକୁର ପୂଜା କରିବାକୁ ବହୁତ ଭଲ ଲାଗିଥାଏ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସିନ୍ଦୁରର ଅଧିକାର Siriel ରେ ଅଭିନୟ କରୁଥିବା ଲିକୁନ ଚୌଧୁରୀଙ୍କ ଘର ଏବଂ ତାଙ୍କ ପରିବାରରେ କିଏ କିଏ ସବୁ ଅଛନ୍ତି ଏବଂ ସେ କେଉଁ ଓଡ଼ିଆ ହିରୋଇନ ଙ୍କୁ ବିବାହ କରିଛନ୍ତି….

ବନ୍ଧୁଗଣ ଆପଣମାନେ ତ ମିଠୁଙ୍କୁ ନିଶ୍ଚିତ ଜାଣିଥିବେ ଯିଏକି ସିନ୍ଦୁର ର ଅଧିକାର ସିରିଏଲ୍ ରେ ସେକେଣ୍ଡ ଲିଡ ଆକ୍ଟର …

Leave a Reply

Your email address will not be published.