Breaking News

ଭିଡିଓ ଦେଖନ୍ତୁ – କମେଡିଆନ ଗୁଡୁ ବହାଘରପରେ ନିଜ ସ୍ତ୍ରୀଙ୍କ ସହ ପ୍ରଥମଥର ବାହାରକୁ ବୁଲିବାକୁ ଗଲେ

ଦର୍ଶକ ବନ୍ଧୁ ଅପନ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ଲୋକ ପ୍ରିୟ ହାସ୍ୟ ଅଭିନେତା ଗୁଡୁ ବର୍ତ୍ତମାନ ସମୟ ରେ ବିବାହ ବନ୍ଧନ ରେ ବନ୍ଧୁ ହୋଇଛନ୍ତି । ତାହେଲେ ବିବାହ ପରେ ନିଜ ପତ୍ନୀ କୁ ନେଇ ପ୍ରଥମ ଥର ବୁଲିବାକୁ ଗୁଡୁ ଓ ତାଙ୍କ ପତ୍ନୀ । ତାହେଲେ ଆସନ୍ତୁ ଜାଣିବା ଗୁଡୁ ତାଙ୍କ ପତ୍ନୀ କୁ ନେଇ କେଉଁଆଡେ ବୁଲିବାକୁ ଯାଇଛନ୍ତି ।

ଦର୍ଶକ ବନ୍ଧୁ ପ୍ରିୟଙ୍କା ରାଉତ ଙ୍କୁ ସୋସିଆଲ ମିଡ଼ିଆ ରେ ଭଲପାଇ ଓ ଭୁବନେଶ୍ବର ଏକ ଘରୋଇ ସଂସ୍ଥା ରେ ବିବାହ କରିଛନ୍ତି ଗୁଡୁ ଓ ତାଙ୍କ ପତ୍ନୀ ପ୍ରିୟଙ୍କା । ପ୍ରିୟଙ୍କା ହେଉଛନ୍ତି କେନ୍ଦ୍ରାପଡ଼ା ର ରାଜ ନଗର ଅଞ୍ଚଳ ର ବାସିନ୍ଦା କିନ୍ତୁ ବର୍ତ୍ତମାନ ସମୟ ରେ ବିବାହ ପରେ ପ୍ରିୟଙ୍କା ଗୁଡୁ ଙ୍କ ସହିତ ଭୁବନେଶ୍ବର ରହୁଛନ୍ତି । ତେବେ ଏହି ବାହାଘର ଟି କଅଭିଡ ନିୟମ କୁ ପାଳନ କରି ବିବାହ ଟି ସମ୍ପୂର୍ଣ୍ଣ ହୋଇଥିଲା ।

ଏହି ବିବାହ ଘରେ କେବଳ ଉଭୟ ପରିବାର ଲୋକ ଉପସ୍ଥିତ ଥିଲେ , ତାହେଲେ ବର୍ତ୍ତମାନ ସମୟ ରେ ବିବାହ ପରେ ଗୁଡୁ ତାଙ୍କ ପତ୍ନୀ ଙ୍କ ସହିତ ଭୁବନେଶ୍ବର ର ବିଭିନ୍ନ ସ୍ଥାନ ରେ ବୁଲୁଥିବାର ନଜର ଆସିଛନ୍ତି । ତାହେଲେ ବନ୍ଧୁଗଣ ପ୍ରିୟଙ୍କା ହେଉଛନ୍ତି ଜଣେ ଷ୍ଟୁଡେଣ୍ଟ , ପ୍ରିୟଙ୍କା ଓ ଗୁଡୁ ଉଭୟ ସୋସିଆଲ ମିଡ଼ିଆ ରେ ଭଲ ପାଇବା ପରେ ବର୍ତ୍ତମାନ ସମୟ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସିନ୍ଦୁରର ଅଧିକାର Siriel ରେ ଅଭିନୟ କରୁଥିବା ଲିକୁନ ଚୌଧୁରୀଙ୍କ ଘର ଏବଂ ତାଙ୍କ ପରିବାରରେ କିଏ କିଏ ସବୁ ଅଛନ୍ତି ଏବଂ ସେ କେଉଁ ଓଡ଼ିଆ ହିରୋଇନ ଙ୍କୁ ବିବାହ କରିଛନ୍ତି….

ବନ୍ଧୁଗଣ ଆପଣମାନେ ତ ମିଠୁଙ୍କୁ ନିଶ୍ଚିତ ଜାଣିଥିବେ ଯିଏକି ସିନ୍ଦୁର ର ଅଧିକାର ସିରିଏଲ୍ ରେ ସେକେଣ୍ଡ ଲିଡ ଆକ୍ଟର …

Leave a Reply

Your email address will not be published.